ଆଜିର ରାଶିଫଳ
ପ୍ରେବୃଆରୀ ମାସ ୦୪ ତାରିଖ ୨୦୨୩ ମସିହା(ଶନିବାର) ମାଘମାସ-ଶୁକ୍ଲପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ୦୯/୨୪ ଗତେ ପୁର୍ଣିମା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୪୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୪୦,ବୃଷ,ସିଂହ ଓ କନ୍ୟାରାଶିର ଘାତବାର, ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିରି ରାତ୍ରି ଘ୦୯/୨୪ ଗତେ ଆମିଷ ଭକ୍ଷଣ ନିଷେଧ। ମେଷ :-ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ। ବୃଷ:-ଆଜି […]