Browsing daily archive

February 16, 2023

ଆଜିର ରାଶିଫଳ

୧୭-୨-୨୦୨୩(ଶୁକ୍ରବାର)ରାତ୍ରିଘ୧୧।୩୦ଗତେଦକ୍ଷିଣେ ଯାତ୍ରାନାସ୍ତି । ଅଦ୍ୟ ଦେବତା ଗଠନ ,ନୌକାଗଠନ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ରାତ୍ରି ଘ୮।୫୪ ଗତେ ରାତ୍ରି ଘ୧୨।୨୪ ମଧ୍ୟେ ଉତ୍ତରାଷାଢ଼ା ନକ୍ଷତ୍ରେ ବିବାହ ଓ ପାଣିଗ୍ରହଣ । ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର । ସିଂହରାଶିର ଘାତଚନ୍ଦ୍ର । ବିଛା ଧନୁ ମୀନରାଶିର ଘାତବାର । ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ପୋଇ ଭକ୍ଷଣନିଷେଧ ।ବୈଷ୍ଣବ ସମ୍ମତ ଏକାଦଶୀ ଉପବାସ । ମେଷ:-ବ୍ୟବସାୟ […]

ଜଙ୍ଗଲରେ ଲାଗିଲା ନିଆଁ

ବାରଙ୍ଗ,୧୬।୨(ଏସଏସମିଉଜ) ଗୋଡିସାହିଫାଣ୍ଡି ଅଧିନସ୍ଥ ଏନଡିଆରଏଫ ପଛପଟ ଜଙ୍ଗଲରେ ଗୁରୁବାର ପୂର୍ବାହ୍ନରେ ଅଗ୍ନିକାଣ୍ଡଘଟି ବହୁ ମୂଲ୍ୟବାନଗଛ ନଷ୍ଟ ହୋଇଯାଇଛି । ଦିନ୧୧ଟାପାଖାପାଖି କେହି ଦୁର୍ବୁତ ଏନଡିଆରଏଫ ପଛପଟେ ଥିବା ରାସ୍ତାକଡ଼ରେ ପଡ଼ିଥିବା ଶୁଖିଲାପତ୍ରକୁ ନିଆଁ ଲଗାଇ ଦେଇଥିଲା । ଏହି ନିଆଁ ଏତେ ମାତ୍ରା ବଢି ଯାଇଥିଲା ଯେ ପ୍ରାୟ ୫ଏକର ପରିମିତ ଜଙ୍ଗଲରେ ନିଆଁ ବ୍ୟାପିଯାଇଥିଲା ।ଫଳରେ ସମଗ୍ର ଅଂଚଳଟି ଧୂଆଁମୟ ହେବାସହିତ ନିକଟରେଥିବା ଚନ୍ଦକାଡମପଡା ଅଭୟାରଣ୍ୟ ଆଡକୁ ନିଆଁ ଲାଗିବାଆରମ୍ଭ କରିଥିଲା ।ଏହା ଦେଖି ସ୍ଥାନୀୟଲୋକେ […]

ନନ୍ଦନକାନନରେ ଚାଲିଗଲା ସିଲଭରଫିଜାଣ୍ଟର ଜୀବନ

ବାରଙ୍ଗ,୧୫।୨(ଏସଏସନିଉଜ) ନନ୍ଦନକାନନ ରେ ପୁଣି ଦେଖାଦେଲାଣି ଜନ୍ତୁ ମଡକ । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିରଳ ଜନ୍ତୁ ଆଖିବୁଜୁଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କର୍ତ୍ତୃପକ୍ଷ । ରକ୍ଷାଣ ବେକ୍ଷଣ ଅଭାବ ନା ରୋଗ ଚିହ୍ନିବାରେ ବିଫଳ ହେଉଛନ୍ତି ପଶୁ ଚିକିତ୍ସକ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦୀର୍ଘବର୍ଷ ଏଠାରେ ରହିବାପରେବି ଡାକ୍ତରବାବୁଙ୍କ ବଦଳି କୁ ବାତିଲ କରାଯାଇ ଭଲ ଡ଼ାକ୍ତରର ସାଟିଫିକେଟ ଦିଆଯାଇ ରଖାଯାଉଛ।ତଥାପି ମୃତୁ ହାରରେ ରୋକ […]

ପଂଚାୟତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ମେଣ୍ଢାଶାଳ,୧୫ା୨(ଏସଏସ ନିଉଜ)କେନ୍ଦ୍ରସରକାରର ବିଭିନ୍ନ ଜନବିରୋଧୀନିଷ୍ପତ୍ତି ତଥା ପ୍ରଧାନମନ୍ତ୍ରୀ ଗରିବକଲ୍ୟାଣ ଅନ୍ନଯୋଜନା ବନ୍ଦ କରିବା, ଚାଷୀଙ୍କ ଧାନକ୍ରୟ ଓ ଏମଏସପି ଇତ୍ୟାଦି ଗରିବ ବିରୋଧୀ ନୀତିପାଇଁ ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତିଭୂଷଣ ବଳବନ୍ତରାୟଙ୍କ ନେତୃତ୍ୱରେ ବୁଧବାରଦିନ ଭୁବନେଶ୍ଵବ୍ଲକ ଅନ୍ତର୍ଗତ ୨୮ନଂ ଜୋନର ମେଣ୍ଢାଶାଳ, କଂଟାବାଡ, ଦାରୁଠେଙ୍ଗ, ଅନ୍ଧାରୁଆ ,ଚନ୍ଦକା, ମଳିପଡା ଆଦି ୬ଟି ଗ୍ରାମପଞ୍ଚାୟତ ତରଫରୁ ପଞ୍ଚାୟତଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରଯାଇଛି। ମେଣ୍ଢାଶାଳ ପଂଚାୟତରେ ସରପଂଚ କୌଶଲ୍ୟାବଳିୟାରସିଂହଙ୍କ ନେତୃତ୍ୱରେ ସମସ୍ତ ୱାର୍ଡସଭ୍ୟାସଭ୍ୟମାନଙ୍କ ସମେତ ବହୁ […]

ମେଣ୍ଢଶାଳରେ ସାମ୍ଭସ୍‌ରିକ କୁମ୍ଭମେଳା ମହୋସ୍‌ବ

ମେଣ୍ଢାଶାଳ,୧୫ା୨(ଏସଏସ ନିଉଜ) ମେଣ୍ଢାଶାଳଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟକବର୍ଷପରି ଚଳିତବର୍ଷ ସାମ୍ଭସ୍‌ରିକ କୁମ୍ଭମେଳା ମହୋସ୍‌ବ ଅନୁଷ୍ଠିତ ହୋଇଯାଇଛି ।ସୋମବାରଦିନ ଆରମ୍ଭ ହୋଇ ମଙ୍ଗଳବାରଦିନ ରାତିରେ ଉଦ୍‌ଯାପିତ ହୋଇଯାଇଛି ।ଘାଟିକିଆ ,ମହୁଲ,ତମାଣ୍ଡୋ, ହରିଡାମଡା,ବରପଦା, ଜାଆଁଳା,ପିତାପଲ୍ଲୀ, ଆଠଗଡ ଆଦି ବିଭିର୍ଣ ଗ୍ରାମରୁ ଆସିଥିବା ସଂଙ୍କିର୍ତନ ମଣ୍ଡଳୀ ମାନଙ୍କଦ୍ୱାରା ସଙ୍କିର୍ତନ ପରିବେଷଣ କରାଯାଇଥିଲା ।ମଙ୍ଗଳବାର ସନ୍ଧ୍ୟା ସମୟରୁ ବିଳମ୍ଭିତରାତି ପର୍ଯ୍ୟନ୍ତ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା ଆଖପାଖ ଗ୍ରାମରୁ ପ୍ରାୟ ୧୦ହଜାରେରୁ ଉର୍ଦ୍ଧ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହୋଇଥିଲା ।ମନ୍ଦିରକମିଟି […]