Browsing daily archive

March 2, 2023

କଟକରେ ଏନକାଉଣ୍ଟର!

କଟକ,୨ା୩(ଏସଏସନିଉଜ)ଅନେକ ଦିନର ଵ୍ୟଵଧାନ ପରେ କଟକରେ ଏନକାଉଣ୍ଟର। ପୋଲିସ ଗୁଳିରେ ଅପରାଧି ଆହତ। ରାଣୀହାଟ ଗୋପାଳସାହିର ଦୀପକ ନାୟକକୁ ଏନକାଉଣ୍ଟର କଲା ସ୍ପେଶାଲସ୍ଵାଡ଼।ଦୀପକର ବାମ ଗୋଡ଼ରେ ବାଜିଛି ଗୁଳି। ବିଡାନାସି ଭୁଆଶୁଣି ଗଡାରେ ପୋଲିସ ସହ ଗୁଳି ବିନିମୟରେ ଆହତ। ଏସସିବିରେ ଭର୍ତ୍ତି ବନ୍ଧୁକ ଜବତ। କଟକ ଡ଼ିସିପି ପିନାକମିଶ୍ରଙ୍କ ସୂଚନା।

ଆଜିର ରାଶିଫଳ

ସର୍ବସମ୍ମତ ପାପନାଶିନୀ (ଆମର୍ଦ୍ଦକୀ)ଏକାଦଶୀ ,୩-୩-୨୦୨୩(ଶୁକ୍ରବାର)କୁମ୍ଭ ଦି୧୯ନ, ଏକାଦଶୀ ଦ୭।୨୫ ଦିଘ୯।୭,ପୁନର୍ବସୁ ଦ୨୫।୨୭ ଦିଘ ୪।୨୦,ମିଥୁନ ଚନ୍ଦ୍ର ଦ୮।୩୨ ଦିଘ୧।୩୪।ବିଛା ଧନୁ ମୀନରାଶିମାନଙ୍କର ଘାତବାର । ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶିମ୍ବ , ପୋଇଶାଗ ଭକ୍ଷଣ ନିଷେଧ । ସର୍ବସମ୍ମତ ପାପନାଶିନୀ ଏକାଦଶୀ, ଉପବାସ, ବ୍ରତ ଓ ହଳ ନିଷେଧ । ମେଷ:-ମାନସିକ ସ୍ଥିତି ଦୃଢ଼ ରହିବା ହେତୁ ନିଜରକାର୍ଯ୍ୟ ସ˚ପୂର୍ଣ୍ଣ କରିନେବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମିଳାମିଶା ହେବ। […]

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ହତ୍ୟା

ବାରଙ୍ଗ,୨ା୩(ଏସଏସନିଉଜ) ରାଜଧାନୀଉପକଣ୍ଠ ଚନ୍ଦକାଥାନା ଅଞ୍ଚଳରେ ବୁଧବାରଦିନ ଯୁବକଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଘଟଣା ଉପରୁ ପରଦା ଉଠାଇବା ସହ ମୁଖ୍ୟ ଅଭିଯୁକ୍ତ ବାପି କୁ ଗିରଫ କରି ଗୁରୁବାରଦିନ କୋର୍ଟଚାଲାଣ କରିଛନ୍ତି । ପୋଲିସ ସୁଚନାମୁତାବକ ରାଉରକେଲା ବାସନ୍ତୀକଲୋନୀର ଦିପକ କୁମାର ସ୍ୱାଇଁ ଚନ୍ଦକାଥାନାଅନ୍ତର୍ଗତ ତୁଳସୀଦେଇପୁରରେ ଥିବା ସୋଲସୋକ୍ ଫାର୍ମ ହାଉସରେ ବୈଦ୍ୟୁତିକ ସହାୟକଭାବରେ କାର‌୍ୟ୍ୟନ କରୁଥିଲେ । ସେଠାରେ ଏକ ନିର୍ମାଣାଧୀନକୋଠା ଅଛି ଯେଉଁଠାରେ ବାପି ଓରଫ ସୁଭେନ୍ଦୁକୁମାରଦାସ ରହିବାସହ ସେମଧ୍ୟ ଉକ୍ତଫାର୍ମରେ ଲେବର ଭାବରେକାର୍ଯ୍ୟ […]