ଆଜିର ରାଶିଫଳ
ହୋଲି ଉତ୍ସବ ,୮-୩-୨୦୨୩(ବୁଧବାର)ଦିବା ଘ୮।୫୫ ଗତେ କନ୍ୟା ବିଛା ଧନୁ ମକର ମୀନ ମେଷ କର୍କଟ ସିଂହ ଏ ରାଶିମାନଙ୍କର ।ଚନ୍ଦ୍ରଶୁଦ୍ଧି । ବୃଷରାଶିର ଘାତଚନ୍ଦ୍ର । କର୍କଟରାଶିର ଘାତବାର ।ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ପାଣି କଖାରୁ ରାତ୍ରି ଘ୮।୫ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ । ଶ୍ରୀମନ୍ଦିରେ ହୋଲି ଉତ୍ସବ । ମେଷ:-କର୍ମ କ୍ଷେତ୍ରରେ ସମସ୍ୟାର ସମାଧାନ ପାଇଁ ଆଜି ମାର୍ଗ ଖୋଜିବେ। ଚାକିରିଜୀବୀଙ୍କୁ ଲାଭ ମିଳିବ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ […]