Browsing daily archive

March 31, 2023

ଆଜିର ରାଶିଫଳ

୨୦୨୩ମସିହାଅପ୍ରେଲମାସ୧ତାରିଖ,ଶନିବାର।ଶ୍ରୀମନ୍ଦିରରେ ଓ ସ୍ମାର୍ତ୍ତସମ୍ମତ କାମଦାଏକାଦଶୀ, ଶ୍ରୀମନ୍ଦିରେ ସୀତାବିବାହ, ଅନନ୍ତମହିମାମେଳା, ଉତ୍କଳଦିବସ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୪୪/୩୧ ,ସୂର୍ଯ୍ୟାସ୍ତ- ଘ୫/୫୭/୩ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଶୌରି ବାସ ,ତିଥି- ଏକାଦଶୀ ରାତ୍ରି ଘ୪/୨୧ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ଶନିବାର, ଅଗନ୍ତବ୍ୟ, ବିଷ୍ଟିକରଣ ଓ ଶନିସପ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି–ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର, କୁମ୍ଭ ଓ ମୀନ ଏହିରାଶିମାନଙ୍କର ଏବଂ ନିଶାନ୍ତ ଘ୫/୩୧ମି ପରେ ମେଷ, ମିଥୁନ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ […]

୨୦ଲିଟରଦେଶିମଦ ସହ ସ୍କୁଟି ଜବତ

ମେଣ୍ଢାଶାଳ,୩୧ା୩(ଏସଏସନିଉଜ)ଗୁରୁବାର ରାତିରେ ଚନ୍ଦକାଥାନାପୁଲିସ ପେଟ୍ରୋଲିଂକରୁଥିବାବେଳେ ଏକ ସ୍କୁଟିରେ ଦେଶୀମଦ ନେଇ ଯାଉଥିବା ଜଣେ ଯୁବକକୁ ଗିରଫ କରିବା ସହ ତାଠାରୁ ୨୦ଲିଟର ଦେଶୀମଦ ଜବତ କରି ଶୁକ୍ରବାରଦିନ କୋର୍ଟଚାଳଣ କରିଛନ୍ତି ।ଗିରଫ ଯୁବକ ହେଉଛନ୍ତି ଏହିଥାନା ଅଧିନସ୍ଥ ଅନ୍ଧାରୁଆ ତଳସାହିର ସୁକାନ୍ତମାଟି ।ସୁକାନ୍ତତାଙ୍କ ଓଡି-୩୩ଏଡି -୦୦୮୯ନଂ ସ୍କୁଟି ଯୋଗେ ୨୦ଲିଟର ଦେଶୀମଦ ବିକ୍ରି ଉଦ୍ଦେଶ୍ୟରେ ନେଇ ଅନ୍ଧାରୁଆରୁ ଦାସପୁର ରାସ୍ତାଦେଇ ଯାଉଥିବାବେଳେ ଦାସପୁର ଓମଫେଡ଼ଛକ ନିକଟରେ ଚଢଉକରି ସୁକାନ୍ତଙ୍କୁ ପୋଲିସ ଗିରଫ କରିବାସହିତ ତାନିକଟରୁ ୨୦ଲିଟର ଦେଶୀମଦ […]

ଦିବାକରସାଇଁ ସ୍ମାରକୀ ଦିବରା୍‌ତ୍ରଫୁଟବଲଟୁର୍ଣ୍ଣାମଂଟ ଉଦଘାଟିତ

ବାରଙ୍ଗ,୩୧ା୩(ଏସଏସନିଉଜ)ଶୁକ୍ରବାରଦିନ ମହାବୀର ସ୍ପୋଟିଂକ୍ଲବ ଆନୁକୂଲ୍ୟରେ ନରଣପୁର ଖେଳପଡିଆରେ ନବମବାର୍ଷିକ ଦିବାରାତ୍ର ଦିବାକରରସାଇଁ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଟ ଉଦଘାଟିତ ହୋଇଯାଇଛି । ଏହି ଦିବାରାତ୍ର ଫୁଟବଲଟୁର୍ଣ୍ଣାମେଟରେ ୧୩ଟିଦଳ ଅଂଶ ଗ୍ରହଣ କରିଥିବାବେଳେ ଖେଳ ତିନିଦିନଧରି ଚାଲିବ ।ପ୍ରଥମଦବସରେ ଚାରୋଟିମ୍ୟାଚ କରାଯାଇଥିଲା ।ପ୍‌ରଥମଦିବସର ପ୍ରଥମମ୍ୟାଚ ବଉଳକୁଦ ଫୁଟବଲଟିମ ଓ ଉସୁମା ଫୁଟବଲଟିମ ମଧ୍ୟରେ ପ୍ରତିଯୋଗୀତା ହୋଇଥିଲା । ଏଥିରେ ଉଷୁମାଦଳକୁ ବଉଳକୁଦଦଳ ୧-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲରେପ୍ରବେଶ କରିଥିଲା । ଦ୍ଵିତୀୟମ୍ୟାଚରେ ସାଇରାମ ସ୍ପୋର୍ଟି ଓ ଗଣ୍ଡରପୁର ମଧ୍ୟରେ […]

ଶ୍ରୀରାମମଣ୍ଡପରେ ୧ରୁ୧୪ରାମଲିଳା

ବାରଙ୍ଗ,୩୧ା୩(ଏସଏସନିଉଜ)ସବୁବର୍ଷପରି ଚଳିତବର୍ଷ ଆଂଚଳିକ ରାମଲୀଳା ସମିତି ତ୍ରିଶୁଳିଆ ପକ୍ଷରୁ ସୁବର୍ଣଜୟନ୍ତୀ ସମାରୋହରସହ ପାଳନ କରାଯାଉଛି । ତ୍ରିଶୁଳିଆ ବଜାରରେ ଥିବା ଶ୍ରୀରାମମଣ୍ଡପରେ ରାଜ୍ୟର ପ୍ରତିଷ୍ଠିତ ରାମଲିଳା ଅନୁଷ୍ଠାନମାନଙ୍କଦ୍ୱାରା ରାମଲିଳା ନାଟକ ପରିବେଷଣ କରାଯିବ ।୧ତାରିଖରୁ ଆରମ୍ଭ ହୋଇ ୧୪ତାରିଖରେ ଏହା ଶେଷ ହେବାଗୁରୁବାରଦିନ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନ କରାଯାଇଛି ।ଏହିଅବସରରେ ରାମଲୀଳାମଣ୍ଡପରେ ଆୟୋଜିତ ସଭାରେ ବିଧାୟକ ଦେବୀରଞ୍ଜନତ୍ରିପାଠୀ , ଜଗନ୍ନାଥ ସାରକା , ସମିତିରକାର୍ଯ୍ୟକାରୀସଭାପତି ସୁରେଶମହାନ୍ତି , ସମ୍ପାଦକ ଦିବାକରମୁଦୁଲି ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।ଏହିଅବସରରେ ଅଂଚଳର […]