୧୨୦୦ବର୍ଷ ତଳର ବିଷ୍ଣୁମନ୍ଦିର ଠାବ
ଭୁବନେଶ୍ୱର,୩ା୩(ଏସଏସନିଉଜ)କୋରାପୁଟରେ ୧୨୦୦ବର୍ଷ ତଳର ବିଷ୍ଣୁମନ୍ଦିର ଠାବ ହୋଇଛି ।ଏହିସ୍ଥାନଟି ହେଉଛି କୋରାପୁଟଜିଲ୍ଲା କୁନ୍ଦୁରାବ୍ଲକର ଗୋରାହାଣ୍ଡିରେଥିବା ଏକ ପୁରାତନ ବିଷ୍ଣୁମନ୍ଦିର।ଏହିମନ୍ଦିରକୁ ନଳ ବଂଶର ରାଜାମାନେ ପ୍ରତିଷ୍ଠା କରିବାର ଅନୁମାନ କରାଯାଉଛି।
Browsing monthly archive
ଭୁବନେଶ୍ୱର,୩ା୩(ଏସଏସନିଉଜ)କୋରାପୁଟରେ ୧୨୦୦ବର୍ଷ ତଳର ବିଷ୍ଣୁମନ୍ଦିର ଠାବ ହୋଇଛି ।ଏହିସ୍ଥାନଟି ହେଉଛି କୋରାପୁଟଜିଲ୍ଲା କୁନ୍ଦୁରାବ୍ଲକର ଗୋରାହାଣ୍ଡିରେଥିବା ଏକ ପୁରାତନ ବିଷ୍ଣୁମନ୍ଦିର।ଏହିମନ୍ଦିରକୁ ନଳ ବଂଶର ରାଜାମାନେ ପ୍ରତିଷ୍ଠା କରିବାର ଅନୁମାନ କରାଯାଉଛି।
ଭୁବନେଶ୍ୱର,୩ା୩(ଏସଏସନିଉଜ)ଭିସୁଟ୍ ପୂର୍ବତନଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାରେ ପୋଲିସର ଛାନଭିନ୍ ଆରମ୍ଭ କରିଛି। ଚିନ୍ମୟୀଙ୍କ ଭୁବନେଶ୍ୱର ବିଜେବିନଗର ଭଡାଘରେ ବୁର୍ଲାପୋଲିସ ପହଂଚି ତନାଘନା ଜାରି କରିଛି ।ଚିନ୍ମୟୀଙ୍କଘରୁ ବ୍ୟାଗ, ଲାପଟପ୍, କିଛି କାଗଜପତ୍ର କରିଛିଜବତ ।ଭିସୁଟଛାତ୍ରୀ ଚନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ଏଯାଏ କିଛି ଜଣାପଡିନଥିବାବେଳେ ଏପଟେ ପରିବାରଲୋକେ ଝିଅକୁ ହତ୍ୟା କରାଯାଇଛି ବୋଲି ଦାବି କରିଛନ୍ତି ।
ଭୁବନେଶ୍ୱର,୩ା୩(ଏସଏସନିଉଜ)ବଡ଼ମାଳ ଗୋଳାବାରୁଦ କାରଖାନାରେ ବାଘ ଆତଙ୍କ ଦେଖାଯାଇଛି ।ଯାହାକୁ ନେଇ ସାଧାରଣ ଲୋକ ଲୋକେ ଭୟଭୀତ ହୋଇପଡିଛନ୍ତି ।ବାଘ ବୁଲିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବାର ଜଣାପଡିଛି ।
ଖୋର୍ଦ୍ଧା, ୩ା୩(ଏସଏସନିଉଜ) ବରୁଣେଇ ପାହାଡ଼ ନିକଟରେ ଥିବା କବାଡ଼ିଗୋଦାମରେ ଅଗ୍ନିକାଣ୍ଡ ଘଟିଛି ।ନିଆଁଲାଗି କବାଡ଼ିଗୋଦାମରେ ଥିବା ବହୁସାମଗ୍ରୀ ଜଳିଯାଇଛି ।ନିଆଁ ଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ନିଆଁକୁ ଆୟତ କରିବାପାଇଁ ଖବରପାଇ ଦମକଳବାହିନୀ ପହଁଚି ନିଆଁଲିଭା କାର୍ଯ୍ୟରେ ଲାଗିଛନ୍ତି ।
ଭୁବନେଶ୍ୱର,୩।୩(ଏସଏସ ନିଉଜ)ଭିଜିଲାନ୍ସ ଜାଲରେ ପଡିଛନ୍ତି ଖଣିବିଭାଗ ଉପ-ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ।ତାଙ୍କ ବାସଭବନ ସହ କାର୍ଯ୍ୟାଳୟରେ ରେଡ୍ ଚାଲିଥିବାବେଳେ ପୈତୃକଘର ସହ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଚାଲିଛି।ସେହୁଭଳିଭାବେ ଆୟବହିର୍ଭୂତ ସଂପତ୍ତି ଠୁଳଅଭିଯୋଗରେ ଭବାନୀ ପାଟଣା KBK କ୍ଷୁଦ୍ର ଜଳ ସେଚନବିଭାଗର ଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି। ଭୁବନେଶ୍ୱରର ୩, ଅନୁଗୋଳର ୩ ଓ ଭବାନୀପାଟଣାର ୨ଟି ସ୍ଥାନରେ ଚାଲିଛି ଚଢ଼ାଉ।
ଭୁବନେଶ୍ୱର,୩।୩(ଏସଏସ ନିଉଜ)ଆଜି ଭୋର୫.୫ମିନିଟ ସମୟରେ ଓଡ଼ିଶାର ରାୟଗଡ଼ା ଓ କୋରାପୁଟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି| ଭୂକମ୍ପର ତୀବ୍ରତା ୩.୮ ରହିଛି। ଵିଶେଷ କରି ରାୟଗଡ଼ା ଜିଲ୍ଲା ସମେତ କୋରାପୁଟର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମଧ୍ୟ ଭୂମିକମ୍ପ ଅନୁଭବ କରିଛନ୍ତି ଲୋକେ। ଏ ନେଇ କିଛି ସମୟ ଲାଗି ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିବାର ଜଣାପଡିଛି।
କଟକ,୨ା୩(ଏସଏସନିଉଜ)ଅନେକ ଦିନର ଵ୍ୟଵଧାନ ପରେ କଟକରେ ଏନକାଉଣ୍ଟର। ପୋଲିସ ଗୁଳିରେ ଅପରାଧି ଆହତ। ରାଣୀହାଟ ଗୋପାଳସାହିର ଦୀପକ ନାୟକକୁ ଏନକାଉଣ୍ଟର କଲା ସ୍ପେଶାଲସ୍ଵାଡ଼।ଦୀପକର ବାମ ଗୋଡ଼ରେ ବାଜିଛି ଗୁଳି। ବିଡାନାସି ଭୁଆଶୁଣି ଗଡାରେ ପୋଲିସ ସହ ଗୁଳି ବିନିମୟରେ ଆହତ। ଏସସିବିରେ ଭର୍ତ୍ତି ବନ୍ଧୁକ ଜବତ। କଟକ ଡ଼ିସିପି ପିନାକମିଶ୍ରଙ୍କ ସୂଚନା।
ସର୍ବସମ୍ମତ ପାପନାଶିନୀ (ଆମର୍ଦ୍ଦକୀ)ଏକାଦଶୀ ,୩-୩-୨୦୨୩(ଶୁକ୍ରବାର)କୁମ୍ଭ ଦି୧୯ନ, ଏକାଦଶୀ ଦ୭।୨୫ ଦିଘ୯।୭,ପୁନର୍ବସୁ ଦ୨୫।୨୭ ଦିଘ ୪।୨୦,ମିଥୁନ ଚନ୍ଦ୍ର ଦ୮।୩୨ ଦିଘ୧।୩୪।ବିଛା ଧନୁ ମୀନରାଶିମାନଙ୍କର ଘାତବାର । ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶିମ୍ବ , ପୋଇଶାଗ ଭକ୍ଷଣ ନିଷେଧ । ସର୍ବସମ୍ମତ ପାପନାଶିନୀ ଏକାଦଶୀ, ଉପବାସ, ବ୍ରତ ଓ ହଳ ନିଷେଧ । ମେଷ:-ମାନସିକ ସ୍ଥିତି ଦୃଢ଼ ରହିବା ହେତୁ ନିଜରକାର୍ଯ୍ୟ ସ˚ପୂର୍ଣ୍ଣ କରିନେବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମିଳାମିଶା ହେବ। […]
ବାରଙ୍ଗ,୨ା୩(ଏସଏସନିଉଜ) ରାଜଧାନୀଉପକଣ୍ଠ ଚନ୍ଦକାଥାନା ଅଞ୍ଚଳରେ ବୁଧବାରଦିନ ଯୁବକଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଘଟଣା ଉପରୁ ପରଦା ଉଠାଇବା ସହ ମୁଖ୍ୟ ଅଭିଯୁକ୍ତ ବାପି କୁ ଗିରଫ କରି ଗୁରୁବାରଦିନ କୋର୍ଟଚାଲାଣ କରିଛନ୍ତି । ପୋଲିସ ସୁଚନାମୁତାବକ ରାଉରକେଲା ବାସନ୍ତୀକଲୋନୀର ଦିପକ କୁମାର ସ୍ୱାଇଁ ଚନ୍ଦକାଥାନାଅନ୍ତର୍ଗତ ତୁଳସୀଦେଇପୁରରେ ଥିବା ସୋଲସୋକ୍ ଫାର୍ମ ହାଉସରେ ବୈଦ୍ୟୁତିକ ସହାୟକଭାବରେ କାର୍ୟ୍ୟନ କରୁଥିଲେ । ସେଠାରେ ଏକ ନିର୍ମାଣାଧୀନକୋଠା ଅଛି ଯେଉଁଠାରେ ବାପି ଓରଫ ସୁଭେନ୍ଦୁକୁମାରଦାସ ରହିବାସହ ସେମଧ୍ୟ ଉକ୍ତଫାର୍ମରେ ଲେବର ଭାବରେକାର୍ଯ୍ୟ […]
ମାର୍ଚ୍ଚମାସ ୦୨ତାରିଖ ୨୦୨୩ ମସିହା(ଗୁରୁବାର)ଫାଲଗୁନମାସ-ଶୁକ୍ଳପକ୍ଷ,ତିଥି- ଦଶମୀ, ସୁର୍ୟୋଦୟ-ପ୍ରାତଃ ଘ୦୬/୧୦/ ୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୦୯,କନ୍ୟା ରାଶିର ଘାତଚନ୍ଦ୍ର, ତୁଳା ଓ କୁମ୍ଭରାଶିର ଘାତବାର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ଶିମ୍ବଭକ୍ଷଣ ନିଷେଧ। ମେଷ :-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କ ଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ :-ଆଜି ନିଜର ଉତ୍ସାହ ଗୁଣ […]