ଆଜିର ରାଶିଫଳ
୬-୪-୨୦୨୩(ଗୁରୁବାର)ଶୁକ୍ରବାର,ଚୈତ୍ର ପୂର୍ଣ୍ଣିମା ଓ ବୈଶାଖ ବ୍ରତାରମ୍ଭ,ଦିବା ଘ୧୦।୧୪ ଗତେପୂର୍ବେ । ଯାତ୍ରାଦି ଶୁଭକର୍ମ ନାସ୍ତି । ବୃଷରାଶିର ଘାତଚନ୍ଦ୍ର ।ତୁଳା ଓ କୁମ୍ଭରାଶିମାନଙ୍କର ଘାତବାର ।ରାତ୍ରି ଘ୧୧।୫୨ ଗତେ ଘ୧।୨୦ ମଧ୍ୟେ କାଳରାତ୍ରି । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ସ୍ତ୍ରୀ ତୈଳ ବର୍ଜନ, ମତ୍ସ୍ୟମାଂସ ଦିବା ଘ୧୦।୧୪ ଗତେ ପାଣି କଖାରୁ ଭକ୍ଷଣ ନିଷେଧ । ଅମୃତ – ରାତ୍ରି ଘ୧।୧୧ ଗତେ ଘ୩।୩୫ ମଧ୍ୟେ ।ମାହେନ୍ଦ୍ର – ଦିବା ଘ୭।୧୬ ମଧ୍ୟେ ଘ୧୦।୨୯ […]