Browsing daily archive

May 4, 2023

ଆଜିର ରାଶିଫଳ

୨୦୨୩ମସିହା ମଇମାସ ୫ ତାରିଖ ଶୁକ୍ରବାର।ଚନ୍ଦନ ପୂର୍ଣ୍ଣିମା, ବୁଦ୍ଧପୂର୍ଣ୍ଣିମା, ବୈଶାଖ ପୂର୍ଣ୍ଣିମା, ଚନ୍ଦ୍ରୋପ ବାସପୂଜା ଓ ଅର୍ଘ୍ୟଦାନ, ବୈଶାଖବ୍ରତ ସମାପନ, ମୁକ୍ତିମଣ୍ଡପ ମହାବିଷ୍ଣୁ ଯଜ୍ଞର ପୂର୍ଣ୍ଣାହୁତି, କୂର୍ମାବତ୍ତାର ଜୟନ୍ତୀ, ବୁଦ୍ଧଜୟନ୍ତୀ, ଖଣ୍ଡ ଛାୟାଯୁକ୍ତ ଚନ୍ଦ୍ରଗ୍ରହଣ ଅଦୃଶ୍ୟ ହେତୁ (ପାଳନୀୟନୁହେଁ) ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୯/୨୯,ସୂର୍ଯ୍ୟାସ୍ତ- ଘ୬/୭/୧୩, ବୈଶାଖମାସ,ଶୁକ୍ଳପକ୍ଷ,ଭୃଗୁ ବାସ,ତିଥି- ପୂର୍ଣ୍ଣିମା ରାତ୍ରି ଘ୧୦/୫୯ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍।ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଏବଂ ରାତ୍ରି ଘ୧୦/ […]

ଦ୍ଵାରିକାଦାସଙ୍କ ଜନ୍ମଉତ୍ସବ

ବାଙ୍କୀ,୪।୫(ଏସଏସନିଉଜ )ଭଗୀପୁର ଗ୍ରାମର ଆରାଧ୍ୟଦେବତା ବାବା ଦ୍ଵାରିକାଦାସଙ୍କ ଜନ୍ମଉତ୍ସବ ପାଳିତ ହୋଇଯାଇଛି । ଏହି ଜନ୍ମଦିବସ ଉପଲକ୍ଷେ ବାବା ଦ୍ଵାରିକାଦାସଙ୍କ କଳସ ସ୍ଥାପନ ପାଇଁ ମହାନଦୀ ରୁ ଏକ ମାଠିଆରେ ଜଳଆସି କଳସ ସ୍ଥାପନ କରଯାଇଥିଲା । ପରେ ଦ୍ଵାରିକାଦାସଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହୋଇଥିଲା । ପ୍ରକାଶଯେ ବାବା ଦ୍ବାରିକାଦାସ ବାଙ୍କୀ ଡମପଡା ଅର୍ନ୍ତଗତ ଭଗିପୁରଗ୍ରାମରେ ବହୁକାଳ ଧରି ଆଶ୍ରମ କରି ଅବସ୍ଥାନ କରୁଥିଲେ । ଡମପଡ଼ାରାଜା ଦ୍ଵାରିକା ଦାସଙ୍କପାଇଁ ବୃତ୍ତିବାଡ଼ି ଖଞ୍ଜି ଦେଇଥିଲେ […]