Browsing daily archive

May 5, 2023

ଆଜିର ରାଶିଫଳ

୨୦୨୩ ମସିହା ମଇ ମାସ ୬ ତାରିଖ ଶନିବାର।ଦେବର୍ଷି ନାରଦ ଜୟନ୍ତୀ। ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୮/୫୮ ,ସୂର୍ଯ୍ୟାସ୍ତ- ଘ୬/୭/୩୪ ,କୃଷ୍ଣପକ୍ଷ ,ଶୌରି ବାସ ,ତିଥି- ପ୍ରତିପଦ୍ ରାତ୍ରି ଘ୯/୪୪ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ଶନିବାର, ଦର୍ଶତିଥି, ବ୍ୟତିପାତ ଯୋଗ, ରବିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ। ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ ଓ ମକର ଏହି ରାଶି ମାନଙ୍କର ଏବଂ ଦିବା ଘ୩/୫୦ମି ପରେ ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର […]

ବ୍ଲାକମେଲିଂ କରି ବନ୍ଧାହେଲେ ମ୍ୟାନେଜର

ମେଣ୍ଢାଶାଳ,୫ା୫(ଏସଏସନିଉଜ)ଜଣେ ଯୁବତୀକୁ ସୋସିଆଲ ମିଡିଆରୁ ଫସାଇ ତା ସହ ସର୍ମ୍ପକ ରଖି କିଛ ଅନ୍ତରଙ୍ଗ ମୁହୁର୍ତର ଫଟୋକୁ ହାତେଇ ବ୍ଲାକମେଲିଂ କରିବା ଅଭିଯୋଗରେ ଓଡିଶା ମୋଟରର୍ସର ମ୍ୟାନେଜର ବିଶ୍ୱଜିତ ରାଉତଙ୍କୁ ଚନ୍ଦକାଥାନା ପୋଲିସ ଗିରଫକରି ଶୁକ୍ରବାର ଦିନ କୋର୍ଟଚାଳଣ କରିଛି । ପ୍ରକାସଯେ,ଚନ୍ଦକାଥାନା ଅଧିନସ୍ଥ ମେଣ୍ଢାଶାଳ ଅଂଚଳର ଜଣେ ୨୨ବର୍ଷିୟା ଯୁବତୀକୁ ଭୁବନେଶ୍ୱର କେସୁରାଠାରେ ଥିବା ଓଡିଶା ମୋଟରର୍ସର ମ୍ୟାନେଜର ବିଶ୍ବଜିତ ରାଉତ ସୋସିଆଲ ମିଡିଆରୁ ଜାଣିବା ଆରମ୍ଭ କରିଥିଲେ ।୧ବର୍ଷର ବ୍ୟବଧାନରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା […]

ନୁତନ ତ୍ରିଶୁଳ ପ୍ରତିଷ୍ଟା ଉସ୍ୱବ

ମେଣ୍ଢାଶାଳ,୫।୫(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମରେ ଥିବା ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ସଂମୁଖରେ ନୂତନ ତ୍ରିଶୂଳ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି।ବୋଲବମ ସେବାସମିତି ଆନୁକୂଲ୍ୟରେ ଜ୍ୟୋର୍ତିମମୟୀଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିରାଟ ପଟୁଆରରେ ଗ୍ରାମବାସୀମାନେ ତ୍ରିଶୂଳକୁ ଗାଁପରିକ୍ରମା କରାଇ ମନ୍ଦିର ସଂମୁଖକୁ ଆଣିବାପରେ ପ୍ରାଣପ୍ରତିଷ୍ଠା କରାଯାଇ ଥିଲା।ସେହିଁଭଳିଭାବେ ଗାଁର ଆରାଧ୍ୟ ଶ୍ରୀ ଶ୍ରୀ ଭଗବତ ବାସୁଦେବଙ୍କ ପୀଠରେ ପାଞ୍ଚ ଦିନବ୍ୟାପୀ ଆରମ୍ଭ ହୋଇଥିବା ବିଶ୍ୱଶାନ୍ତି ମହାଯଜ୍ଞ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି।ପଣ୍ଡିତ ରମେଶ ଚନ୍ଦ୍ର […]