Browsing daily archive

May 6, 2023

ଆଜିର ରାଶିଫଳ

୨୦୨୩ ମସିହା ମଇ ମାସ ୭ ତାରିଖ ରବିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୮/୨୭,ସୂର୍ଯ୍ୟାସ୍ତ- ଘ୬/୭/୫୫,ଜ୍ୟେଷ୍ଠ ମାସ,କୃଷ୍ଣପକ୍ଷ,ଆଦିତ୍ୟ ବାସ, ତିଥି- ଦ୍ବିତୀୟା,ରାତ୍ରି ଘ୮/୪ମି ପର୍ଯ୍ୟନ୍ତ, ଚନ୍ଦ୍ରଶୁଦ୍ଧି–ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର– ଘାତଚନ୍ଦ୍ର ନାହିଁ।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- (ବୋଇତାଳୁ), ଏବଂ ରାତ୍ରି ଘ୮/୪ମି ପରେ ପଟୋଳ ଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୭ମି ରୁ ଘ୧/୧୯ମି ପର୍ଯ୍ୟନ୍ତ।କାଳରାତ୍ରି=ରାତ୍ରି ଘ୧/୭ମି ରୁ ଘ୨/୨୮ମି […]