Browsing daily archive

May 7, 2023

ଆଜିର ରାଶିଫଳ

୨୦୨୩ମସିହା ମଇମାସ ୮ ତାରିଖ ସୋମବାର। ସଙ୍କଟଚତୁର୍ଥୀ ବ୍ରତ,ସୁର୍ଯ୍ୟୋଦୟ- ପ୍ରାତଃ ଘ୫/ ୧୭/୫୭,ସୂର୍ଯ୍ୟାସ୍ତ- ଘ୬/୮/୧୭,ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ,ଚନ୍ଦ୍ର ବାସ,ତିଥି- ତୃତୀୟା ସନ୍ଧ୍ୟା ଘ୬/୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ସନ୍ଧ୍ୟା ଘ୬/୮ମି ପରେ ନୈର୍ଋତ କୋଣରେ। ରିକ୍ତାତିଥି, ବିଷ୍ଟିକରଣ, ପାପସପ୍ତ, ମାସଦଗ୍ଧା, ଚତୁର୍ଥୀ ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ଦିବା ଘ୭/୬ମି ମଧ୍ୟେ ଯାତ୍ରା ଶୁଭ। ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ବୃଷ, ମିଥୁନ, […]