Browsing daily archive

May 8, 2023

ଆଜିର ରାଶିଫଳ

୯-୫-୨୦୨୩(ମଙ୍ଗଳବାର)ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର । ଦିବା ଘ୬।୫୧ ଗତେ ଘ୮।୨୬ ମଧ୍ୟେ ବାରବେଳା । ଘ୧।୨୬ ଗତେ ଘ୩।୧ ମଧ୍ୟେ କାଳବେଳା । ରାତ୍ରି ଘ୭।୩୬ ଗତେ ଘ୯।୧ ମଧ୍ୟେ କାଳରାତ୍ରି । ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମୂଳା ଦିବା ଘ୪।୦ ଗତେ ବେଲ ଭକ୍ଷଣ ନିଷେଧ ।ଅମୃତ –ଦିବା ଘ୭।୪୦ ଗତେ ଘ୧୦।୪ ମଧ୍ୟେ ଘ୧୨।୨୮ ଗତେ ଘ୨।୪ ମଧ୍ୟେ ଘ୨।୫୨ ଗତେ […]

ଆସିକା ବିଜ୍ଞାନମହାବିଦ୍ୟାଳୟରେ ବିଶ୍ବ ରେଡକ୍ରସ୍ ଦିବସ

ଆସିକା ୮ା୫(ଏସଏସନିଉଜ) ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଯୁବରେଡକ୍ରସ୍ ଶାଖା ତରଫରୁ ବିଶ୍ବ ରେଡକ୍ରସ୍ ଦିବସ ପାଳିତ ହୋଇଯାଇଛି। ଏଥିରେ ଯୁବ ରେଡକ୍ରସ୍ ଉପଦେଷ୍ଟା ଦେବବ୍ରତ ସାହୁ ସଭା ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ରାଜେଶ୍ କୁମାର ସାହୁ ଉକ୍ତ ଆୟୋଜନର ସୁପରିଚାଳନା କରିଥିଲେ। ମୁଖ୍ୟ ଅତିଥି ରୂପେ ଆସିକା ନିକଟସ୍ଥ କୋଟିନଡା ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷକ କୃଷ୍ଣ ସାହା ଏବଂ ମୁଖ୍ୟ ବକ୍ତା ରୂପେ ମହାବିଦ୍ୟାଳୟ ପରିଚାଳନା କମିଟିର […]