Browsing daily archive

May 10, 2023

ଆଜିର ରାଶିଫଳ

ମଇ ମାସ ୧୧ ତାରିଖ ୨୦୨୩ ମସିହା(ଗୁରୁବାର) ଜ୍ୟେଷ୍ଠ ମାସ-କୃଷ୍ଣପକ୍ଷ।ତିଥି- ଷଷ୍ଠୀ ଦିବା ଘ୧୧/୩୪ ପର୍ୟ୍ୟନ୍ତ ତଦନ୍ତେ ସପ୍ତମୀ । ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୦୧।ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୪୯।ସିଂହ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିମ୍ବ ଦିବା ଘ୧୧/୩୪ ଗତେ ତାଳ ଭକ୍ଷଣ ନିଷେଧ। ମେଷ :-ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ […]