Browsing daily archive

May 11, 2023

ଆଜିର ରାଶିଫଳ

ମଇମାସ ୧୨ତାରିଖ ୨୦୨୩ ମସିହା (ଶୁକ୍ରବାର) ଜ୍ୟେଷ୍ଠ ମାସ-କୃଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ୦୯/୨୩ ପର୍ୟ୍ୟନ୍ତ ତଦନ୍ତେଅଷ୍ଟମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୬/୫୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୫୯, ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ବିଛା ,ଧନୁ ଓ ମୀନ ରାଶିର ଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୫୨ ମଧ୍ୟେ ଓ ଘ୦୭/୪୦ ଗତେ ଘ୦୮/୨୫ ମଧ୍ୟେ ଓ ଘ୧୨/୨୯ ଗତେ ଘ୦୨/୦୪ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୩୫ ଗତେ ଘ୦୫/୧୫ ମଧ୍ୟେ,ତାଳ ଦିବା ଘ୦୯/୨୩ […]

ରାସ୍ତାରେ ପଡିଲା ୧୧କେଭି ବିଦ୍ୟୁତ୍ ତାର

ବାରଙ୍ଗ,୧୧।୫(ଡିଏନଏ) ରାସ୍ତରେ ଛିଡି ପଡିଲା ୧୧ କେଭି ବିଦ୍ୟୁତ୍ ତାର। ଅଳ୍ପକେ ବର୍ତ୍ତି ଯାଇଥିଲେ କାର୍ଯ୍ୟରତ ଦୁଇ ଜଣ ସିକ୍ୟୁରିଟି ଗାର୍ଡ। ଗୁରୁବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏଭଳି କିଛି ଘଟଣା ଘଟିଥିଲା ବାରଙ୍ଗ ବିଦ୍ୟୁତ୍ ସେକ୍ସନ ଅଧିନସ୍ଥ ସୀତାରାମ ବଜାରରେ । ଓଡିଶା ଇଣ୍ଡଷ୍ଟ୍ରି ମଧ୍ୟରେ ଥିବା ପାୱାର ହାଉସକୁ ସଂଯୋଗ କରୁଥିବା ୧୧ କେଭି ମୁଖ୍ୟ ତାର ଛିଡି ରାସ୍ତା ଉପରେ ପଡିଥିଲା। ଯାହାଫଳରେ ବାରଙ୍ଗ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। […]

ଜଟଣୀରେ ହେବ କ୍ୟାନ୍ସରହସ୍ପିଟାଲ

ଜଟଣୀ,୧୧।୫(ଏସଏସନିଉଜ)ଜଟଣୀରେ ହେବାକୁ ଯାଉଛି କ୍ୟାନ୍ସର ହସ୍ପିଟାଲ।ଏଥିନିମନ୍ତେ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜଟଣୀରେ କ୍ୟାନ୍ସର ହସ୍ପିଟାଲ ପାଇଁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ୟାନ୍ସର ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ନିରାକରଣ ଦିଗରେ ଏହା କାର୍ଯ୍ୟ କରିବ। ୨୦୦ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ୬୫୦କୋଟିଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଯାଉଛି।