Browsing daily archive

May 14, 2023

ଆଜିର ରାଶିଫଳ

୧୫-୫-୨୦୨୩(ସୋମବାର)ବୃଷସଂକ୍ରାନ୍ତି,ରାତ୍ରି ଘ୧।୨୬ ଗତେ ନୈଋତେ । ଯାତ୍ରାଦି ଶୁଭକର୍ମ ନାସ୍ତି ।ଦିବା ଘ୧୦।୬ ଗତେ ରେବତୀ ଅଶ୍ଵିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଧନୁରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର । ଦିବା ଘ୬।୫୧ ଗତେ ଘ୮।୨୮ ମଧ୍ୟେ କାଳବେଳା । ଘ୨।୫୮ ଗତେ ଘ୪।୩୫ ମଧ୍ୟେ ବାରବେଳା । ରାତ୍ରି ଘ୧୦।୨୧ ଗତେ ଘ୧୧।୪୪ ମଧ୍ୟେ […]

ଆଜିର ରାଶିଫଳ

ମଇମାସ ୧୪ତାରିଖ ୨୦୨୩ ମସିହା (ରବିବାର) ଜ୍ୟେଷ୍ଠ ମାସ-କୃଷ୍ଣପକ୍ଷ,ତିଥି- ଦଶମୀ ରାତ୍ରି ଘ୦୩/୧୦ ପର୍ୟ୍ୟନ୍ତ ତଦନ୍ତେ ଏକାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୦୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/ ୧୧/୦୮,ଧନୁରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବିଶୁଦ୍ଧ ଅମୃତବେଳ। – ଦିବା ଘ୦୬/୫୦ ଗତେ ଘ୦୯/୧୫ ମଧ୍ୟେ ଓରାତ୍ରି ଘ୦୭/୫୦ ଗତେ ଘ୧୦/୫୮ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳ।- ଦିବା ଘ୦୩/୩୮ ଗତେ ଘ୦୪/୨୭ ମଧ୍ୟେକଳମ ଶାଗ ଭକ୍ଷଣ ନିଷେଧ।ଆଜିର ରାଶିଫଳ ମେଷ-ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ […]