Browsing daily archive

May 16, 2023

ଆଜିର ରାଶିଫଳ

୧୭-୫-୨୦୨୩(ବୁଧବାର)ରାତ୍ରି ଘ୧୦।୩୬ ଗତେ ପଶ୍ଚିମେ ।ଯାତ୍ରା ଶୁଭ । ଅଦ୍ୟ ଦେବତା ଗଠନ, ନୌକାଗଠନ ଓ ଚାଳନ,ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ ।  ରାତ୍ରି ଘ୧୦।୩୬ ମଧ୍ୟେ ବିବାହ ଓ ପାଣିଗ୍ରହଣ । ଦ୍ଵିଜା, କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୮।୨୬ ଗତେ ବୃଷ ମିଥୁନ କର୍କଟ […]

୧୮ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୧୬।୫(ଏସଏସନିଉଜ) ମେ୧୮ତାରିଖ ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ।ସକାଳ ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବାପରେ ଦିନ ୧୨ଟାରେ ଅନଲାଇନରେ ରେଜଲ୍ଟ ମିଳିପାରିବ ।www. bseodisha.ac.inରେ ଉପଲବ୍ଧ ହେବ ରେଜଲ୍ଟ।ଉଭୟ ୱେବସାଇଟ୍ ଓ SMS ମାଧ୍ୟମରେ ମିଳିବ ଫଳ।୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା