Browsing daily archive

May 20, 2023

ସ୍କୁଟିଥୋଇ କୁଆଡେଗଲେ ଯୁବତୀ ?

ବାରଙ୍ଗ,୨୦।୫(ଏସ ଏସନିଉଜ) ଶନିବାର ରାତିରେ ମୁଣ୍ଡଳୀ ବ୍ରିଜ ଉପରେ ଥୁଆ ହୋଇଥିବା ଏକ ସ୍କୁଟିକୁ ଗୋଡିସାହି ଫାଣ୍ଡି ପୋଲିସ ଉଦ୍ଧାର କରିଛି।ସ୍କୁଟିକୁ ନେଇ ଆସିଥିବା ଯୁବତୀ ଜଣଙ୍କ ମହାନଦୀ କୁ ଡେଇଲେ ନା କୁଆଡେ ଗଲେ ତାହା ଏବେ ସନ୍ଦେହ ମଧ୍ୟରେ ରହିଛି ।ତେବେ ପୋଲିସ ଥୁଆହୋଇଥିବା ସ୍କୁଟି ନମ୍ବର ଆଧାରରେ ଯୁବତୀର ପରିଚୟ ଜାଣିବା ସହ ତାର ପରିବାର ଲୋକଙ୍କୁ ସୂଚନା ଦେଇଛି।ନିଖୋଜ ଯୁବତୀ ହେଉଛନ୍ତି ସୁନ୍ଦରପଦା ଅଞ୍ଚଳର ଐଶ୍ୱରୀୟା ପରିଜା ବୋଲି ଜଣାପଡ଼ିଛି।ଯୁବତୀ ଜଣଙ୍କ […]

ମୋବାଇଲ ଚୋରିକରି ବନ୍ଧା ହେଲେ ଯୁବକ

ଯାଁଳା,୨୦।୫(ଏସଏସନିଉଜ )ଶନିବାର ରାଜଧାନୀ ଉପକଣ୍ଠ ୧୬ନମ୍ବର ଜାତୀୟ ରାଜପଥ କଡରେ ଯାଁଳା ଅଞ୍ଚଳର ଗଙ୍ଗପଡା ନିକଟରୁ ମୋବାଇଲ୍ ଚୋରି କରିଥିବା ଅଭିଯୋଗରେ ଜଣକୁ ପୋଲିସ୍ ଧରି ଆଜି କୋର୍ଟ ଚାଲାଣ କରିଛି । ସୂଚନାନୁଯାୟୀ ଗତ ୨ ତାରିଖ ରାତିରେ ଗଙ୍ଗପଡା ଓ ଗ୍ରାମଡିହ ମଧ୍ୟରେ ଥିବା ଏକ ବେସରକାରୀ ଶିକ୍ଷାନୁଷ୍ଠାନ ନିକଟରେ ଭଡାଘରେ ରହୁଥିବା ସୁବ୍ରତ କୁମାର ନାୟକଙ୍କ ଘରୁ ତିନୋଟି ମୋବାଇଲ୍ ଫୋନ୍,ଗୋଟିଏ ସ୍ମାର୍ଟ ଘଣ୍ଟା ଓ ୧୫୦୦ ଟଙ୍କା ବିଶ୍ବଜିତ୍ ମହାନ୍ତି ନାମକ […]

ଆଜିର ରାଶିଫଳ

୨୦୨୩ମସିହା ମଇମାସ ୨୧ ତାରିଖ ରବିବାର।ଦ୍ବିତୀୟାର ଚନ୍ଦ୍ରଦର୍ଶନ,ପୂଜା ଓ ଅର୍ଘ୍ୟଦାନ ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୨/୫୨,ସୂର୍ଯ୍ୟାସ୍ତ- ଘ୬/୧୩/୧୮,ଜ୍ୟେଷ୍ଠ ମାସ,ଶୁକ୍ଳପକ୍ଷ,ତିଥି- ଦ୍ବିତୀୟା ରାତ୍ରି ଘ୯/୫୪ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, କର୍କଟ, ସିଂହ, କନ୍ୟା, ଧନୁ, ମକର, ମୀନ ଏହି ରାଶି ମାନଙ୍କର ଏବଂ ରାତ୍ରି ଘ୧୦/୧୭ମି ପରେ ମେଷ, ବୃଷ, ମିଥୁନ, ସିଂହ, ତୁଳା, ଧନୁ, ମକର ଓ କୁମ୍ଭ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–ବିଛା ରାଶିର ରାତ୍ରି ଘ୧୦/୧୭ମି ପରେ କନ୍ୟା ରାଶିର ଘାତଚନ୍ଦ୍ର ।ଘାତବାର–ମେଷ ରାଶିର […]

ସ୍ଥାୟୀ ପୋଲିସ ଚୟନବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ସ୍ବୀକୃତି

ଭୁବନେଶ୍ବର,୨୦ା୫(ଏସଏସନିଉଜ) ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ (Police Recruitment Board) ଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ । ଏତଦ୍‌ବ୍ୟତୀତ ବୋର୍ଡ ଅଫିସକାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା ଅନ୍ୟ ପଦବୀ ମଧ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି । ଏହି ବୋର୍ଡର ଅଧ୍ୟକ୍ଷ ପଦରେ ଜଣେ ସ୍ବତନ୍ତ୍ର ଡିଜି ବା ଅତିରିକ୍ତ ଡିଜି ପାହ୍ୟାର ଅଧିକାରୀଙ୍କୁ ଅବସ୍ଥାପିତ କରାଯିବ। […]

ସୋମବାର ମନ୍ତ୍ରିମଣ୍ଡଳର ପୁନର୍ଗଠନ!

ଭୁବନେଶ୍ବର,୨୦ା୫(ଏସଏସନିଉଜ) ସୋମବାର ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳର ପୁନର୍ଗଠନ। ଗସ୍ତ ସାରି ରାଜ୍ୟପାଳ କାଲି ଓଡ଼ିଶା ଫେରୁଥିବା ସୂଚନ ମିଳିଛି ।ଆସନ୍ତା ମେ ୨୨ରେ ରାଜ୍ୟରେ ହୋଇପାରେ ନୂଆମନ୍ତ୍ରୀ ମଣ୍ଡଳ ପୁନର୍ଗଠନ ।ସକାଳ ୯:୩୦ରେ ଶପଥ ନେବେ ନୂଆମନ୍ତ୍ରୀ । ଲୋକସେବା ଭବନର କନଭେନସନ୍ ହଲ୍‌ରେ ହେବ ଶପଥ ଗ୍ରହଣ ଉତ୍ସବ ।ଏବେ ଖାଲି ରହିଛି ୩ଟି ମନ୍ତ୍ରୀପଦ ।ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ।ମନ୍ତ୍ରୀପଦ ସହ ବାଚସ୍ପତି ପଦ ପାଇଁ […]

ଜଳିଗଲା ମୋବସ୍‌

ରାଉରକେଲା,୨୦ା୫(ଏସଏସନିଉଜ) ନିଆଁ ଲାଗି ଜଳିଯାଇଛି ମୋ ବସ୍‌ାଯାହାଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ବସରେ ଯାଉଥିବା ଯାତ୍ରୀାରାଉରକେଲାରୁ ବେଦବ୍ୟାସ ଯିବା ବେଳେ ଲାଗିଯାଇଥିଲା ନିଆାଁଟିସିଆଇ ଛକରେ ଯାନ୍ତ୍ରିକ ତ୍ରୁଟିଯୋଗୁଁ ବସ୍‌ରେ ଲାଗିଯାଇଥିଲା ନିଆାଁବସ୍‌ରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ପ୍ରାଣବିକଳରେ ବସରୁ ଓହ୍ଲାଇ ଯାଇଥିଲୋ

ବିଦ୍ୟୁତଖୁଂଟରୁ ପଡି ଶ୍ରମିକ ଗୁରୁତର

ବାରଙ୍ଗ,୨୦ା୫(ଏସଏସନିଉଜ) ଏକ ନୂତନ ଗୃହକୁ ବିଦ୍ୟୁତ୍ ସଂଯୋଗ କରିବା ସମୟରେ ବିଦ୍ୟୁତ୍ ଆଘାତ ଲାଗି ଖୁଣ୍ଟରୁ ତଳକୁ ପଡ଼ି ଜଣେ କର୍ମଚାରୀ ଗୁରୁତରଆହତ ହୋଇଛନ୍ତି।ଏଭଳି ଘଟଣା ବାରଙ୍ଗ ବ୍ଲକ ଅନ୍ତର୍ଗତ କଣ୍ଟାପାଟଣା ଗ୍ରାମରେ ଘଟିଛି। ସୂଚନା ମୁତାବକ କଣ୍ଟାପାଟଣା ଗ୍ରାମର ପ୍ରମୋଦ କୁମାର ସ୍ୱାଇଁଙ୍କ ଘରକୁ ନୂତନ ବିଦ୍ୟୁତ ସଂଯୋଗ କରିବା ପାଇଁ ଶନିବାର ବାରଙ୍ଗ ବିଦ୍ୟୁତ ସେକସନର କର୍ମଚାରୀମାନେ ଆସିଥିଲେ ।ଅପରାହ୍ନ ସମୟରେ ଆସିଥିବା କର୍ମଚାରୀମାନଙ୍କ ମଧ୍ୟରେ ଦାରୁଠେଙ୍ଗ ଗ୍ରାମର ନିରଞ୍ଜନ ସେଠ୍(୨୩) ନାମକ କର୍ମଚାରୀ […]