Browsing daily archive

May 21, 2023

ଆଜିର ରାଶିଫଳ

୨୨-୫-୨୦୨୩(ସୋମବାର)ରମ୍ଭାତୃତୀୟା,ଅଶ୍ବିନୀ କୃତ୍ତିକା ମୃଗଶିରା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । କନ୍ୟାରାଶିର ଘାତଚନ୍ଦ୍ର । ମିଥୁନରାଶିର ଘାତବାର । ଦିବା ଘ୬।୪୯ ଗତେ ଘ୮।୨୬ ମଧ୍ୟେ କାଳବେଳା । ଘ୩।୦ ଗତେ ଘ୪।୩୭ ମଧ୍ୟେ ବାରବେଳା । ରାତ୍ରି ଘ୧୦।୨୩ ଗତେ ଘ୧୧।୪୬ ମଧ୍ୟେ କାଳରାତ୍ରି । ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ପଟୋଳ ଭକ୍ଷଣ ନିଷେଧ । ଅମୃତ– ଦିବା ଘ୮।୨୪ ଗତେ ଘ୧୦।୦ ମଧ୍ୟେ ରାତ୍ରି ଘ୯।୨୬ ଗତେ ଘ୧୨।୩୮ ମଧ୍ୟେ ଘ୨।୧୪ ଗତେ […]

ନୂଆମନ୍ତ୍ରୀ ହେବେ ବିକ୍ରମ,ସୁଦାମ ଓ ସାରଦା

ଭୁବନେଶ୍ୱର,୨୦ା୫(ଏସଏସନିଉଜ) ସୋମବାର ସକାଳ ୯ଟା ୫୦ରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେବେ।ସେମାନେ ହେଲେ ବିକ୍ରମ ଆରୁଖ, ସୁଦାମ ମାରାଣ୍ଡି ଏବଂ ସାରଦା ନାୟକ ।ଏହିତିନିଜଣ କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।ଏମାନଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ଓ ଶ୍ରମ ବିଭାଗର ଦାୟିତ୍ୱ ମିଳିପାରେ । ବିଶ୍ବସ୍ତ ସୂତ୍ରରୁ ସୂଚନା ଆଧାରରେ ଏହି ତିନିବିଧାୟକଙ୍କ ପାଖକୁ ଆଜି ସନ୍ଧ୍ୟାରେ ଫୋନ୍ କଲ ଯାଇଥିବାର ଜଣାପଡିଛି । ରାଜ୍ୟପାଳ ପ୍ରଫେସର […]

ଫୋନ୍‌ କଲ୍‌କୁ ଅପେକ୍ଷା

ଭୁବନେଶ୍ୱର,୨୦।୫(ଏସଏସ ନିଉଜ) କିଏ ହେବେ ନୂଆ ମନ୍ତ୍ରୀ। ବଢ଼ି ଚାଲିଛି ସସ୍‌ପେନ୍ସ।କାହାକୁ ଆସିବ ଫୋନ୍‌ କଲ୍‌ ।ସେନେଇ ଛାତି ଧଡ଼ଧଡ଼ ଆରମ୍ଭ ହୋଇଛି।ଫୋନ୍‌ କଲ୍ ଅପେକ୍ଷା ରେ ମନ୍ତ୍ରୀପଦ ଆଶାୟୀ ମନେ ଅଛନ୍ତି।କିଛି ବରିଷ୍ଠବିଧାୟକ ଭୁବନେଶ୍ୱର ଆସୁଥିବା ମଧ୍ୟ ସୂଚନା ମିଳିଛି।କାଲି ୯ଟା ୫୦ରେ ଲୋକସେବା ଭବନରେ ଶପଥ ଗ୍ରହଣ ଉତ୍ସବ ହେବ ।

ଆସନ୍ତାକାଲି ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ

ଭୁବନେଶ୍ୱର,୨୧।୫(ଏସଏସ ନିଉଜ)ଆସନ୍ତାକାଲି ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟ କଙ୍କ ଉପସ୍ଥିତିରେ ସକାଳ ୯:୫୦ରେ ଲୋକସେବା ଭବନରେ ରାଜ୍ୟପାଳ ନୂତନ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇବା କାର୍ଯ୍ୟକ୍ରମ ରହିଛି ।ତେବେ ଆଜି କିଛିମନ୍ତ୍ରୀ ମଧ୍ୟ ନିଜ ପଦରୁ ଇସ୍ତଫା ପ୍ରଦାନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ୧୨ତାରିଖ ସନ୍ଧ୍ୟାରେ ହଠାତ ବାଚସ୍ପତି ବିକ୍ରମ ଆରୁଖ, ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହା ପରଠାରୁ […]