Browsing daily archive

May 23, 2023

ଆଜିର ରାଶିଫଳ

୨୦୨୩ମସିହା ମଇମାସ ୨୪ ତାରିଖ ବୁଧବାର।ଶ୍ରୀମନ୍ଦିରରେ ଶିବବିବାହ, ସର୍ବତ୍ର [ଶିବବିବା ହୋତ୍ସବ]ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୨/୬,ସୂର୍ଯ୍ୟାସ୍ତ- ଘ୬/ ୧୪/୩୦,ଜ୍ୟେଷ୍ଠମାସ,ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ରାତ୍ରି ଘ୨/୫୭ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ଘାତଚନ୍ଦ୍ର–ଦିବା ଘ୯/୧୨ମି ମଧ୍ୟେ କନ୍ୟା ରାଶିର ଘାତଚନ୍ଦ୍ର ।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ନିଷିଦ୍ଧଖାଦ୍ୟ-ବେଲ ଭକ୍ଷଣ ନିଷେଧ।ଅଶୁଭ ବେଳା- କାଳବେଳା ଦିବା ଘ୮/୨୮ମି ରୁ ଘ୧୦/୬ମି ପର୍ଯ୍ୟନ୍ତ।କାଳରାତ୍ରିରାତ୍ରି ଘ୨/୨୮ମି ରୁ ଘ୩/୫୦ମି ପର୍ଯ୍ୟନ୍ତ।ଶୁଭ ବେଳା–ଅମୃତ ଦିବା ଘ୭/୩୫ମି ରୁ ଘ୧୦/୪୭ମି ମଧ୍ୟେ, ଘ୧/୧୧ମି ରୁ ଘ୪/ ୨୩ମି […]