Browsing daily archive

May 25, 2023

ଆଜିର ରାଶିଫଳ

୨୦୨୩ ମସିହା ମଇ ମାସ ୨୬ ତାରିଖ ଶୁକ୍ରବାର।ଶ୍ରୀଶ୍ରୀ କାଳେଶ୍ବରମହାପ୍ରଭୁଙ୍କ ବାଣଯାତ୍ରା। ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୧/୪୧ ,ସୂର୍ଯ୍ୟାସ୍ତ- ଘ୬/୧୫/୧୭ ,ଶୁକ୍ଳପକ୍ଷ ,ଭୃଗୁ ବାସ ,ତିଥି- ଷଷ୍ଠୀ ମଳ ପ୍ରାତଃ ଘ୫/୨୬ମି ପର୍ଯ୍ୟନ୍ତତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ। ପ୍ରାତଃ ଘ୫/ ୨୬ମି ପରେ ବାୟବ୍ୟ କୋଣରେ। ମଳତିଥି, ମଙ୍ଗଳଯୁକ୍ତ ପରେ ଶନିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ । ଘାତଚନ୍ଦ୍ର–ରାତ୍ରି ଘ୯/୪୪ମି ପରେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ଘାତବାର–ବିଛା, ଧନୁ […]

ପଡିଲା ଡାଳ,ଉଡିଲା ପାଲ

ବାରଙ୍ଗ,୨୫।୫(ଏସଏସନିଉଜ) ଅଦିନିଆ କାଳବୈଶାଖୀ ବର୍ଷରେ ବେହାଲ୍ ହୋଇପଡିଛି ବାରଙ୍ଗ ଅଞ୍ଚଳ । ଗୁରୁବାର ଅପରାହ୍ନରେ ବାରଙ୍ଗ ଅଞ୍ଚଳରେ କାଳବୈଶାଖୀ ତାର ତାଣ୍ଡବ ରଚିଛି ।ଅପରାହ୍ନ ପ୍ରାୟ ୧ଟା ରୁ କାଳବୈଶାଖୀ ପ୍ରଭାବରେ ଅଞ୍ଚଳରେ କୁଆପଥର ବର୍ଷା ସାଙ୍ଗକୁ ଭୀଷଣ ପବନ ବୋହିଥିଲା।ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଜାରି ରହିଥିଲା ବର୍ଷା ଓ ପବନ। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତାରେ ଜାତାୟତ ବାଧାପ୍ରାପ୍ତ ହୋଇଥିଲା।ସୂଚନା ମୁତାବକ ଫୁଲପୋଖରୀ ଗ୍ରାମ ନିକଟ ମୁଖ୍ୟ ରାସ୍ତା […]