Browsing monthly archive

May 2023

ହତ୍ୟା ଘଟଣାରେ ୫ଗିରଫ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଫରେଷ୍ଟଗାର୍ଡଙ୍କୁ ହତ୍ୟା ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି।ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟଗାର୍ଡ ହତ୍ୟା ଘଟଣାରେ ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ ହୋଇଛନ୍ତି।ସେମାନଙ୍କ ଠାରୁ ୧୦ଦେଶୀ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି।ମିଳିତ ଚଢ଼ାଉ ପରେ ପୋଲିସ ଓ ବନବିଭାଗକୁ ଏହି ସଫଳତା ମିଳିଛି।ଅନ୍ୟପଟେ ଛୁରୀଭୁସି ହତ୍ୟା ଘଟଣାରେ ୨ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ।ଗିରଫ ୨ଯୁବକ ହେଉଛନ୍ତି ବିମଳ ରାଉତ ଓ ପ୍ରିତମ୍‌ କଲେତ୍‌ ସୂଚନା। ଶୀତଳଷଷ୍ଠୀ ଯାତ୍ରାରୁ ଫେରିବା ବେଳେ […]

ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ବୋମାମାଡ଼

ଆଠଗଡ଼,୨୫।୫(ଏସଏସନିଉଜ) ଶୀତଳ ଷଷ୍ଠୀ ଯାତ୍ରାକୁ କେନ୍ଦ୍ରକରି ଆଠଗଡ଼ଥାନା ଅନ୍ତର୍ଗତ ମେଘା ଅଞ୍ଚଳରେ ବୋମାମାଡ଼ ହୋଇଛି।ପବିତ୍ର ଶୀତଳ ଷଷ୍ଠୀରେ ଦେଵଦମ୍ପତିଙ୍କର ବିବାହଉତ୍ସବ ଚାଲିଥିବା ବେଳେ ମେଘା ମହିମାଛକଠାରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଏହି ସଂଘର୍ଷ ସମୟରେ ୪ରୁ ଅଧିକଲୋକ ଆହତ ହୋଇଥିବା ଜଣାପଡ଼ିଛି ।ଏହି ମୁହାଁମୁହିଁ ଅବସ୍ଥାରେ ଉଭୟ ଗୋଷ୍ଠୀ ରହିଥିବାବେଳେ ମେଘାତଳସାହି କୋଠଘର ସମ୍ମୁଖରେ ବୋମାମାଡ଼ ହୋଇଛି ।ଖବରପାଇ ଆଠଗଡ଼ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ତେବେ ବୋମାମାଡ଼ରେ କେହି […]

୩୦ କିମ୍ବା ୩୧ରେ ଯୁକ୍ତଦୁଇ ପରୀକ୍ଷାଫଳ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଆସନ୍ତା ୩୦ କିମ୍ବା ୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ।ଏହାସହ ଜୁନ୍ ୮ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି ।ଆସନ୍ତା ୩୦ କିମ୍ବା ୩୧ରେ ବାହାରିପାରେ ଯୁକ୍ତ ୨ ପରୀକ୍ଷା ଫଳ । ୨୮ ତାରିଖରେ ଯୁକ୍ତଦୁଇ ପରୀକ୍ଷାଫଳ ତାରିଖ ଘୋଷଣା କରାଯିବ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବା ନେଇ ସୂଚନା ଦେଇଛନ୍ତି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ […]

ଆଜିର ରାଶିଫଳ

୨୦୨୩ ମସିହା ମଇ ମାସ ୨୬ ତାରିଖ ଶୁକ୍ରବାର।ଶ୍ରୀଶ୍ରୀ କାଳେଶ୍ବରମହାପ୍ରଭୁଙ୍କ ବାଣଯାତ୍ରା। ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୧/୪୧ ,ସୂର୍ଯ୍ୟାସ୍ତ- ଘ୬/୧୫/୧୭ ,ଶୁକ୍ଳପକ୍ଷ ,ଭୃଗୁ ବାସ ,ତିଥି- ଷଷ୍ଠୀ ମଳ ପ୍ରାତଃ ଘ୫/୨୬ମି ପର୍ଯ୍ୟନ୍ତତଦନ୍ତେ ସପ୍ତମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ। ପ୍ରାତଃ ଘ୫/ ୨୬ମି ପରେ ବାୟବ୍ୟ କୋଣରେ। ମଳତିଥି, ମଙ୍ଗଳଯୁକ୍ତ ପରେ ଶନିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ । ଘାତଚନ୍ଦ୍ର–ରାତ୍ରି ଘ୯/୪୪ମି ପରେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ଘାତବାର–ବିଛା, ଧନୁ […]

ପଡିଲା ଡାଳ,ଉଡିଲା ପାଲ

ବାରଙ୍ଗ,୨୫।୫(ଏସଏସନିଉଜ) ଅଦିନିଆ କାଳବୈଶାଖୀ ବର୍ଷରେ ବେହାଲ୍ ହୋଇପଡିଛି ବାରଙ୍ଗ ଅଞ୍ଚଳ । ଗୁରୁବାର ଅପରାହ୍ନରେ ବାରଙ୍ଗ ଅଞ୍ଚଳରେ କାଳବୈଶାଖୀ ତାର ତାଣ୍ଡବ ରଚିଛି ।ଅପରାହ୍ନ ପ୍ରାୟ ୧ଟା ରୁ କାଳବୈଶାଖୀ ପ୍ରଭାବରେ ଅଞ୍ଚଳରେ କୁଆପଥର ବର୍ଷା ସାଙ୍ଗକୁ ଭୀଷଣ ପବନ ବୋହିଥିଲା।ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଜାରି ରହିଥିଲା ବର୍ଷା ଓ ପବନ। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତାରେ ଜାତାୟତ ବାଧାପ୍ରାପ୍ତ ହୋଇଥିଲା।ସୂଚନା ମୁତାବକ ଫୁଲପୋଖରୀ ଗ୍ରାମ ନିକଟ ମୁଖ୍ୟ ରାସ୍ତା […]

ଆଜିର ରାଶିଫଳ

ମଇମାସ ୨୫ତାରିଖ ୨୦୨୩ ମସିହା (ଗୁରୁବାର) ଜ୍ୟେଷ୍ଠ ମାସ-ଶୁକ୍ଳପକ୍ଷ,ତିଥି- ଷଷ୍ଠୀ, ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୨/୪୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୧୫/୨୧,ତୁଳା ଓ କୁମ୍ଭ ରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବିଶୁଦ୍ଧ ଅମୃତବେଳ। – ଦିବା ଘ୦୨/୩୫ ଗତେ ଘ୦୩/ ୦୦ମଧ୍ୟେ ଓ ରାତ୍ରି ଘ୦୭/୦୩ ଗତେ ଘ୦୯/୨୮ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳ।- ଦିବା ଘ୦୯ /୦୩ ଗତେ ଘ୧୦/୩୮ ମଧ୍ୟେ, ନିମ୍ବ ଭକ୍ଷଣ ନିଷେଧ। ମେଷ-ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି […]

ଶିବବିବାହ ପାଇଁ ଚଳଚଂଚଳ ଶେବପୀଠ

ବାରଙ୍ଗ, ୨୪/୫ (ଏସଏସନିଉଜ) ଭୁବନେଶ୍ୱର ଓ କଟକ ଉପକଣ୍ଠରେ ଥିବା ବିଭିର୍ଣ ଶୈବପୀଠମାନଙ୍କରେ ଶିବ ବିବାହ ଉସ୍‌ବପାଇଁ ଚଳଚଂଚଳ ହୋଇଉଠିଛି ।ବୁଧବାର ଦିନତମାମ ଶୈବପୀଠ ମାନଙ୍କରେ ଶ୍ରଦ୍ଧାଳୁମାନଙ୍କର ଭୀଡ ଲାଗିରହଛି ।ଶୈବପୀଠ ଗୁଡିକୁ ସାଜସଜ୍ଜା କରିବାପାଇଁ ଅନୁଷ୍ଠାନମାନଙ୍କ ତରଫରୁ ଉଦ୍ୟମ ମଧ୍ୟ କରାଯାଇଛି ।କେଉଁଠି ସଉଚ୍ଚ ତୋରଣ ତ କେଉଁଠି ରଙ୍ଗବେରଙ୍ଗର ଆଲୋକ ମାଲରେ ସଜେଇ ହୋଇଛି ମନ୍ଦିର ଓ ତାର ପରିବେଶ ।ବାରଙ୍ଗସାନମୁଣ୍ଡଳୀ ଜଗନ୍ନାଥ ପଠରେ ଥିବା ବାବା କାଶୀ ବିଶ୍ବନାଥ ମହାଦେବଙ୍କ ପୀଠରେ ବାବା […]

ଦାମୀମୋବାଇଲ ଫେରାଇଲେ ବସ ମାଲିକ

ବାରଙ୍ଗ,୨୪।୫(ଏସଏସନିଉଜ) ସୋମବାର ରାତିରେ ବସରେ ଯାତ୍ରା କରୁଥିବା ବେଳେ ଭୁଲ ବଶତଃ ବସରେ ଛାଡିଯାଇଥିବା ଏକ ଦାମୀ ମୋବାଇଲକୁ ଫେରାଇ ଚର୍ଚ୍ଚାରେ ରହିଛନ୍ତି ଟାଉନବସ ଡ୍ରାଇଭର।ମଙ୍ଗଳବାର ରାତିରେ ମାଷ୍ଟରକ୍ୟାଣ୍ଟିନ୍ ରୁ ନନ୍ଦନକାନନକୁ ଆସୁଥିବା ମା ଯୋଗମାୟା ନାମକ ଟାଉନ ବସରେ ପୁରୀର ଦୀପକ ପାତ୍ର ନାମକ ଯୁବକ ଆସି ପଟିଆରେ ଓହ୍ଲାଇଥିଲେ।ଭୁଲବସତ ତାଙ୍କର ମୋବାଇଲ ଫୋନଟି ବସିବା ସିଟରୁ ଖସି ତଳେ ପଡିଯାଇଥିବାରୁ କୌଣସି ଯାତ୍ରୀଙ୍କ ନଜରରେ ନଥିଲା।ବସଟି ରାହଣୀସ୍ଥଳୀ ରଘୁନାଥପୁର ଗାମୁଣ୍ଡ ବସ ମାଲିକଙ୍କ କାର୍ଯ୍ୟାଳୟରେ […]

ଫାଣ୍ଡିପାଇଁ ମିଳିଲା ଜାଗା

ମେଣ୍ଢାଶାଳ,୨୪।୫(ଏସଏସନିଉଜ) ୧୯୮୮ ମସିହାରେ ମେଣ୍ଢାଶାଳ ଠାରେ ଏକ ନୂତନ ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା।ଜାଗା ନମିଳିବାରୁ ଫାଣ୍ଡି ଡେରାସଫାର୍ମ ଓ ପରେ ବିଦ୍ୟାଳୟର ଏକ ପରିତ୍ୟକ୍ତ ଘରେ କାର‌୍ୟ୍ୟ କରୁଥିଲା।ମେଣ୍ଢାଶାଳ ଠାରେ ସରକାରୀ ଜାଗା ନଥିବାରୁ ଗିରିଙ୍ଗାପୁଟ ଠାରେ ଚନ୍ଦକା ପିତାପଲି ରାସ୍ତା କଡରେ ଥିବା ରଖିତ ଅନାବାଦୀ ଜାଗାକୁ ଭୁବନେଶ୍ୱର ତହସିଲ ପକ୍ଷରୁ ପୋଲିସ ବିଭାଗକୁ ହସ୍ତାନ୍ତର କରାଯାଇଛି।ବୁଧବାର ଦିନ ତହସିଲ ଓ ପୋଲିସ ଉପସ୍ଥିତିରେ ଜାଗା ଚିହ୍ନଟ କରାଯାଇଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ବାଙ୍କି ବିଧାୟକ ହାଏ ହାଏ ,ନିଆଳି ବିଧାୟକ ହାଏ ହାଏ

ବାରଙ୍ଗ,୧୩ା୫(ଏସଏସନିଉଜ)ବୁଧବାରଦିନ ବାରଙ୍ଗ ପଂଚାୟତସମିତର ହୋଇଥିବା ଷଷ୍ଠ ସାଧାରଣ ବୈଠକରେ ଅସନ୍ତୁଷ୍ଟ ସଭ୍ୟସଭ୍ୟାମାନେ ଘଂଟବଜାଇ ପ୍ରବଳ ହଟଗୋଳ କରିବାରୁ ସମିତି ବୈଠକ ବନ୍ଦ ହୋଇଯାଇଥିଲା ।ଅସନ୍ତୁଷ୍ଟ ସଭ୍ୟସଭ୍ୟାମାନେ ସେମାନଙ୍କ ସମ୍ମାନ କ୍ଷୁର୍ଣ ହୋଇଥିବାର ପ୍ରତିବାଦ ଦର୍ଶାଇ ବିଧାୟକ,ଅଧକ୍ଷା ଓ ବିଡିଓଙ୍କ ବିରୁଦ୍ଧରେ ନାରାବାଜି ଲଗାଇରଖିଥିବାରୁ ବାଧ୍ୟହୋଇ ଦୁଇବିଧାୟକ କକ୍ଷତ୍ୟାଗ କରିବାପରେ ବୈଠକ ବାତିଲ ହୋଇଯାଇଥିଲା ।ଏହିଘଟଣାକୁ ଏବେ ବାରଙ୍ଗ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାସ ଯେ,ପୁର୍ବପ୍ରସ୍ତୁତି ଅନୁଯାୟୀ ବୁଧବାର ପୂର୍ବାହ୍ନରେ ସମିତିକାର୍ଯ୍ୟାଳୟରେ ବାରଙ୍ଗ ପଂଚାୟତସମିତର ଷଷ୍ଠ […]