Browsing daily archive

June 7, 2023

ଆଜିର ରାଶିଫଳ

ଜୁନ ମାସ ୦୮ ତାରିଖ ୨୦୨୩ ମସିହା (ଗୁରୁବାର) ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି- ପଞ୍ଚମୀ ରାତ୍ରି ଘ୦୭/୧୪ ପର୍ୟ୍ୟନ୍ତ ତଦନ୍ତେ ଷଷ୍ଠୀ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୧/୩୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/ ୫୧, ସିଂହ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର, ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବିଶୁଦ୍ଧ ଅମୃତବେଳା – ରାତ୍ରି ଘ୦୭/୦୭ ଗତେ ଘ୦୯/୩୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୫/୫୯ ମଧ୍ୟେ ଓ ଘ୦୯/୧୦ ଗତେ ଘ୧୦/୪୭ ମଧ୍ୟେ,ବେଲ ରାତ୍ରି ଘ୦୭/୧୪ ଗତେ ନିମ୍ବ ଭକ୍ଷଣ ନିଷେଧ। ମେଷ-ଆଜି କିଛି […]

ଏନଡିଆରଏଫକୁ ଫେରିଲେ ଯବାନ

ବାରଙ୍ଗ, ୭।୬(ଏସଏସନିଉଜ) ବାଲେଶ୍ଵର ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାର କଳାରାତିର କଳାକାହାଣି ବଖାଣିଛନ୍ତି ମୁଣ୍ଡଳି ୩ୟ ବାଟାଲିୟନ ସେକେଣ୍ଡ ଇଂ କମାଣ୍ଡ ଅରୁଣ ଦେବଗାଁଓ । ଉଧାର କାର୍ଯ୍ୟ ସାରି ବୁଧବାର ଦିନ ମୁଣ୍ଡଳି ଏନଡିଆରଏଫକୁ ଫେରିଛନ୍ତି ଯବାନ।ଫେରିବା ପରେ ସେଠାକାର କରୁଣ ଦୃଶ୍ୟକୁ ବଖାଣିଛନ୍ତି।ଜୁନ ୨ ତାରିଖ ଶୁକ୍ରବାର ରାତିରେ କରମଣ୍ଡଳ ଦୁର୍ଘଟଣାର ସେହି କଳା ରାତି ଥିଲା ପୁରା ଭୟଙ୍କର ଆଉ ଓଡ଼ିଶାର ସବୁଠୁ ବଡ଼ ଦୁର୍ଘଟଣା ଥିଲା । ଚାରିଆଡ଼େ ପଡିଥିଲା ରେଳଗାଡ଼ିର […]

କାଲି ପ୍ରକାଶପାଇବ +2 କଳା ରେଜଲ୍ଟ

ଭୁବନେଶ୍ୱର,୭।୬(ଏସଏସନିଉଜ)ଆସନ୍ତାକାଲି ପ୍ରକାଶ ପାଇବ +2 କଳା ରେଜଲ୍ଟ।କାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ ।କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଏନେଇ ସୂଚନା ଦେଇଛନ୍ତି । ମେ୩୧ ରେ ଯୁକ୍ତ ଦୁଇ ବି‌ଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା ।