Browsing daily archive

June 30, 2023

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୧ତାରିଖ ଶନିବାର।ଶ୍ରୀଜୀଉଙ୍କର ନୀଳାଦ୍ରିବିଜେ, ଶ୍ରୀ ଶିବଶୟନ ଉତ୍ସବ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୪/୫୧ ,ସୂର୍ଯ୍ୟାସ୍ତ- ଘ୬/୨୫/ ୩୫ ,ଆଷାଢ଼ ମାସ ,ଶୁକ୍ଳପକ୍ଷ ,ଶୌରି ବାସ ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୧/୬ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ। ରାତ୍ରି ଘ୧୧/୬ମି ପରେ ପଶ୍ଚିମ ଦିଗରେ। ଶନିବାର, ରିକ୍ତାତିଥି ଦୋଷ ହେତୁ ଯାତ୍ରା ନିଷେଧ। ଘାତଚନ୍ଦ୍ର–ନାହିଁ ,ଘାତବାର–ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- […]

ଅଧା ରହିଗଲା ଠାକୁରପୁଜା

କଟକ,୩୦ା୬(ଏସଏସନିଉଜ) ଆଜି ସକାଳେ କଟକ ଯୋବ୍ରା ରୋଡ଼ ଅଞ୍ଚଳରେ ଫୁଲ ତୋଳୁଥିବା ବେଳେ , ଅସାବଧାନତା ଯୋଗୁଁ ପାଚେରୀରୁ ପାଇଖାନା ଟାଙ୍କିକୁ ଖସିପଡି ଜୟନ୍ତୀରାଉତ ନାମକ ଜଣେ ୫୨ ବର୍ଷିଆ ମହିଳା ମୃତ୍ୟୁବରଣ କରିଛନ୍ତି ।ମହିଳାଜଣଙ୍କ ନିଜ ପାଚେରୀ ଉପରେ ଠିଆହୋଇ ଫୁଲ ତୋଳୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ମଇଳା ଟାଙ୍କିରୁ ମହିଳାଙ୍କୁ ଉଦ୍ଧାର କରିଥିଲେ ।ପରେ ଆମ୍ବୁଲାନ୍ସ ଯୋଗେ କଟକ ଏସିବିକୁ ପଠାଯାଇଥିବାବେଳେ ଡାକ୍ତର […]

ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା

ଆଠଗଡ଼, ୩୦ା୬(ଏସଏସନିଉଜ) ଧୋଇଯାଇଛି ଧବଳେଶ୍ୱର ଅସ୍ଥାୟୀ ରାସ୍ତାାମହାନଦୀରେ ପାଣି ଆସିବାରୁ ରାସ୍ତାଟି ଧୋଇଯାଇଛି ।ଅସ୍ଥାୟୀରାସ୍ତା ଧୋଇଯିବାରୁ ଧବଳେଶ୍ୱରଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁା ଝୁଲାପୋଲ ବନ୍ଦଥିବାରୁ ଅସ୍ଥାୟୀ ପୋଲରେ ଯିବାଆସିବା କରୁଥିଲେ ଶ୍ରଦ୍ଧାଳୁ ।