Browsing monthly archive

June 2023

୧୫ବର୍ଷର ନାବାଳିକା ଉଦ୍ଧାର

ବାଲେଶ୍ବର,୧।୬(ଏସଏସନୀଉଜ)୧୫ବର୍ଷର ନାବାଳିକାଙ୍କୁ ଉଦ୍ଧାର କଲା ଜିଲ୍ଲା ଚାଇଲ୍ଡ ଲାଇନ୍ । ନିର୍ଯାତନା ସହି ନପାରି ଘରୁ ପଳାଇ ଯାଇଥିଲେ ନାବାଳିକା ।ବାଲେଶ୍ବରଜିଲ୍ଲା ବସ୍ତାଥାନା ବଳବୋଧିଗ୍ରାମର ଜଣେ ୧୫ ବର୍ଷର ନାବାଳିକାଙ୍କୁ ତାଙ୍କ ବାପା, ଜେଜେବାପା ଓ ସାବତମା ଅତ୍ୟଧିକ ଶାରୀରିକ, ମାନସିକ ନିର୍ଯାତନା ଦେବାରୁ ସେ ଘରଛାଡି ଚାଲିଯାଇଥିଲେ । ସେହିଗ୍ରାମର ତାରମାଉସୀ ଘରକୁ ପଳାଇ ଆସିଥିଲା । ଏକଥା ଜାଣିବାପରେ ତାଙ୍କ ବାପା, ଜେଜେବାପା ଦୁଇଜଣ ଆସି ମାଉସୀଘରେ ପହଞ୍ଚି କାହିଁକି ଘରୁ ପଳେଇ ଆସିଲୁ […]

ଆମ୍ବୁଲାନକୁ ନେଇ ରାଜନିତୀ

ବାରଙ୍ଗ.୩୧ା୫(ଏସଏସନିଉଜ) ମଧୁପୁର ପଂଚାୟତ କାଯ୍ୟାଳୟ ପରିସରରେ ରହୁଥିବା ଦୁଇଟି ଆମ୍ବୁଲାନ୍ସକ ନେଇ ଏବେ ରାଜନିତୀ ଆରମ୍ଭ ହୋଇଯାଇଛି ।ସ୍ଥାନିୟ ସରପଂଚ ଆମ୍ବୁଲାନ୍ସ ନରହିବାକୁ ଉଦ୍ୟମ ଆରମ୍ଭ କରିଥିବାବେଳେ ଆଉଗୋଟିଏ ପକ୍ଷ ଆମ୍ବୁଲାନ୍ସ ରହିବାନେଇ ବୁଧବାରଦିନ ପଂଚାୟତ କାର୍ୟ୍ୟାଳୟ ଆଗରେ ହୋହାହ୍ଲା କରିଛନ୍ତି ।ଆଗକୁ ସାଧାରଣ ନିର୍ବାଚଣ ଆସୁଥିବାରୁ ଏହି ଘଟଣା ଏବେ ବାରଙ୍ଗଅଂଚଳରେ ଚର୍ଚ୍ଚା ଯୋରଧରିଛି । ପ୍ରକାସ ଯେ, ଅଗଷ୍ଟ ୨୦୨୧ ମସିହାରୁ ସେ ସମୟର ସରପଂଚ ସୁମିନା ପ୍ରଧାନଙ୍କ ସିକୃତି ମୁତାବକ ଗୋଟିଏ ଜନନୀସୁରକ୍ଷାଗାଡି […]