ଆଜିର ରାଶିଫଳ
୨୦୨୩ମସିହା ଜୁଲାଇମାସ ୧୦ତାରିଖସୋମବାର।ଶ୍ରାବଣ ମାସର ପ୍ରଥମ ସୋମବାର, ବୋଲବମ୍ ଆରମ୍ଭ, କାଉଡ଼ିଭକ୍ତଙ୍କ ଜଳାଭିଷେକ ଯାତ୍ରା, ବୀରରାମଚ଼ନ୍ଦ୍ର ପୁରରେ ବିଜୟା ନବମୀ ଯାତ୍ରା।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୭/୫୩ ,ସୂର୍ଯ୍ୟାସ୍ତ- ଘ୬/୨୫/୪୧ ,ଶ୍ରାବଣ ମାସ ,କୃଷ୍ଣପକ୍ଷ ,ଚ଼ନ୍ଦ୍ର ବାସ ,ତିଥି- ଅଷ୍ଟମୀ ରାତ୍ରି ଘ୭/୧୪ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଘାତଚନ୍ଦ୍ର–ଧନୁରାଶିର ଏବଂ ରାତ୍ରି ଘ୮/୫ମି ପରେ ମେଷରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ-ନଡ଼ିଆ ରାତ୍ରି ଘ୭/୧୪ମିପରେ ଲାଉ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳାଦିବା ଘ୭/୫୭ମି ରୁ ଘ୮/୩୬ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୩/୯ମି […]