ଆଜିର ରାଶିଫଳ
୧୪-୭-୨୦୨୩(ଶୁକ୍ରବାର)ଅଦ୍ୟ ମିଥୁନ ଦି୩୦ନ ଶ୍ରାବଣ କୃଷ୍ଣଦ୍ଵାଦଶୀ ଦ୩୪।୫୧ ସଂଘ୭।୧୬ ରୋହିଣୀ ଦ୪୪।୨୨ ରାଘ୧୧।୫,ବୃଷ ଚନ୍ଦ୍ର ଦ୬୦ ନିଶାନ୍ତ।ଯୋଗିନୀ ନୈରୃତେ । ସନ୍ଧ୍ୟା ଘ୭।୧୬ଗତେ ଦକ୍ଷିଣେ ଯାତ୍ରାନାସ୍ତି । ଅଦ୍ୟ ଦେବତାଗଠନ, ନୌକାଗଠନ ଓ ଚାଳନ,ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ବିବାହ ଓ ପାଣିଗ୍ରହଣ ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ବିଛାରାଶିର ଘାତଚନ୍ଦ୍ର । ବିଛା ,ଧନୁ ଓ ମୀନ ରାଶିର ଘାତବାର […]