ଆଜିର ରାଶିଫଳ
୨୦୨୩ମସିହା ଜୁଲାଇମାସ ୨୫ତାରିଖ ମଙ୍ଗଳବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୩/୨୧ ,ସୂର୍ଯ୍ୟାସ୍ତ- ଘ୬/୨୨/୪୫ ,ଶ୍ରାବଣ ମାସ ,ଚାନ୍ଦ୍ରମଳ ଶୁକ୍ଳପକ୍ଷ ,ଭୌମ ବାସ ,ତିଥି- ସପ୍ତମୀ ଦିବା ଘ୩/୧୪ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ । ,ନକ୍ଷତ୍ର- ଚିତ୍ରା ନକ୍ଷତ୍ର ରାତ୍ରି ଘ୧୨/୫୧ମି ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀ ନକ୍ଷତ୍ରଚ଼ନ୍ଦ୍ର- କନ୍ୟା ଚନ୍ଦ୍ର ଦିବା ଘ୧୧/୫୬ମି ପର୍ଯ୍ୟନ୍ତ ତଦନ୍ତେ ତୁଳାଚନ୍ଦ୍ର।ସୌରଚଳନେ କର୍କଟ ଦି୯ନ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟ କୋଣରେ, ଦିବା ଘ୩/୧୪ମି ପରେ ଐଶାନ୍ୟ କୋଣରେ। ମଙ୍ଗଳବାର, ଅଗନ୍ତବ୍ୟ ତିଥି, ବିଷ୍ଟିକରଣ […]