ପାଟିରେ ଘାହେଲେ କଣକରିବେ ?
ଆଜି ଜାଣିବା (ପାଟିଘା/ଅଲସରରୁ ମୁକ୍ତିପାଇଁ ଘରୋଇଉପଚାର) ୧.ମହୁ-ପାଟିରୁ ଚୋପା ଛାଡ଼ୁଥିଲେ ସେହିସ୍ଥାନରେ ମହୁଲଗାନ୍ତୁ। ମହୁରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଭରି ରହିଥାଏ, ଯାହା ଅଲସରକୁ ଶୀଘ୍ର ଭଲକରିବାରେ ସାହାଯ୍ୟକରେ। ଆପଣଚାହିଁଲେ ମହୁରେ ଅଳ୍ପହଳଦୀ ମିଶାଇମଧ୍ୟ ଲଗାଇପାରିବେ। କିଛିଘଣ୍ଟା ମଧ୍ୟରେ ଆରାମଲାଗିବ। ୨.ନଡ଼ିଆତେଲ-ପାଟି ଅଲସରରୁ ମୁକ୍ତିପାଇଁ ଆପଣ ନଡ଼ିଆତେଲ ମଧ୍ୟ ବ୍ୟବହାର କରିପାରିବେ। ନଡ଼ିଆ ତେଲରେ ଆଣ୍ଟିଇନ୍ଫ୍ଲେମେଟୋରୀ ଗୁଣରହିଛି। ଏହା ପାଟିର ସମସ୍ତସମସ୍ୟାକୁ ଦୂରକରିବାରେ ସାହାଯ୍ୟ କରିବ। ୩.ଲୁଣପାଣି-ପାଟିର ସମସ୍ତରୋଗ ଦୂରକରିବାକୁ ଆପଣ ଲୁଣପାଣି ବ୍ୟବହାର କରିପାରିବେ। ଲୁଣରେ ଥିବା […]