Browsing daily archive

August 29, 2023

ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୩୦ତାରିଖ ବୁଧବାର। ଶ୍ରାବଣପୂର୍ଣ୍ଣିମା କୃତ୍ୟଂ, ଶ୍ରୀବଳଦେବଜନ୍ମ, ଗହ୍ମାପର୍ବ, ରାକ୍ଷୀବନ୍ଧନ, ଉପାକର୍ମ, ପଶୁ ବନ୍ଦାପନା, ଚନ୍ଦ୍ରୋପବାସ ପୂଜା ଓ ଅର୍ଘ୍ୟଦାନ, ସଂସ୍କୃତ ଦିବସ।ବିବିଧ – ଶରଣ ସ୍ତ୍ରୀ, ତୈଳ ବର୍ଜନ, ହଳ ନିଷେଧ।ରକ୍ଷାବନ୍ଧନ ମନ୍ତ୍ରୋ ଯଥା “ଯେନୋବଦ୍ଧୋବଳିରାଜା ଦାନବେନ୍ଦ୍ରୋ ମହାସୁରଃ, ତେନତ୍ବାମପିବଧ୍ନାମି ରକ୍ଷମାଚ଼ରମାଚ଼ଳ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୪/୬ ,ସୂର୍ଯ୍ୟାସ୍ତ-ଘ୬/୦/୪୬ ,ଶ୍ରାବଣ ମାସ ,ଶୁଦ୍ଧ ଶୁକ୍ଳପକ୍ଷ ,ପଣ୍ଡିତ ବାସ ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୧/୨୨ମିପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।କରଣ- ବାଣିଜ୍ୟକରଣ ଦିବା ଘ୧୧/୨୨ମିପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୯/୨୬ମି ପର‌୍ୟ୍ୟନ୍ତ।ଯୋଗିନୀ […]