Browsing daily archive

August 30, 2023

ମେଣ୍ଢାଶାଳରେ ଆରମ୍ଭ ହେଲା ଝୁଲଣଯାତ୍ରା

ମେଣ୍ଢାଶାଳ ,୨୯ା୮(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଶହଶହ ବର୍ଷପୁର୍ବରୁ ଚାଲିଆସୁଥିବା ଗହ୍ମାପୁର୍ଣିମା ଉପଲକ୍ଷେ ଝୁଲଣଯାତ୍ରା ଚଳିତବର୍ଷ ମହା ସମାରୋହର ସହ ପାଳିତ ହୋଇଯାଇଛି ।ଗତକାଲିଠାରୁ ଆରମ୍ଭ ହୋଇ ଆଠଦିନଧରି ଚାଲିବାକୁଥିବା ଏହି ୍‌ଯାତ୍ରାରେ ପ୍ରତ୍ୟକରାତିରେ ଠାକୁରଙ୍କ ଝୁଲଣ ସମୟରେ ପାଲା ପରିବେଶଣ ର ବ୍ୟବସ୍ଥା ହୋଇଅଛି ।ରାଜ୍ୟର ନାମିଦାମୀ ପାଲାକଳାକାରମାନଙ୍କଦ୍ୱାରା ପାଲା ପରିବେଶଣର ବ୍ୟବସ୍ଥା ହୋଇଅଛି ।ଆସନ୍ତା୩ତାରିଖରେ ଏହା ଉଦଯାପିତ ହେବ ।ମନ୍ଦିର କମିଟିର କର୍ମକର୍ତାମାନେ ଏହାକୁ ପରିଚାଳନା କରୁଛନ୍ତି ।(ପଦ୍ମଚରଣବଡଜେନାଙ୍କ […]

ଜେମ ସ୍ପୋର୍ଟସଏକାଡେମୀ ପାଳନକଲା ଜାତୀୟକ୍ରୀଡାଦିବସ

ଭୁବନେଶ୍ବର ,୨୯ା୮(ଏସଏସନିଉଜ) ମଞ୍ଚେଶ୍ୱର,ସମେଇଗଡିଆରେଥିବା ରାଜ୍ୟର ଅଗ୍ରଣି ଜେମ ସ୍ପୋର୍ଟସଏକାଡେମୀ ଜାତୀୟକିଡାଦିବସ ପାଳନ କରିଛି ।ଏହିଅବସରରେ ଆଇନ ପରାମର୍ଶଦାତା ତଥା ଯୁବଓକିଲ ସୁବ୍ରତମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭୁବନେଶ୍ୱରଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଗତ ଜୁନମାସରେ ଜେମ୍ ସ୍ପୋର୍ଟସ ଏକାଡେ଼ମୀରେ ହୋଇଥିବା ଦ୍ୱିତୀୟ କଳିଙ୍ଗଓପନ ଜାତୀୟଜିମ୍ନାଷ୍ଟିକପ୍ରତିଯୋଗିତାରେ ବିଜେତା ପ୍ରତିଯୋଗୀମାନଙ୍କୁ ମେଡାଲ ପ୍ରଦାନ କରିବାସହ କୁନିକୁନି ଖେଳାଳୀ ମାନଙ୍କୁ ପୁରସ୍କାର ପ୍ରଦାନକରି ସେମାନଙ୍କୁ ଉସ୍‌ାହିତ କରିଥିଲେ । ଏକାଡେ଼ମୀର ଅଧକ୍ଷା ମୀରାରାଣୀ ଦାସଙ୍କ ତତ୍ଵାବଧାନରେ ଆୟୋଜିତ […]