ଆଜିର ରାଶିଫଳ
ଜାନୁଆରୀମାସ ୦୧ତାରିଖ ୨୦୨୪ ମସିହା (ସୋମବାର) ପୌଷମାସ-କୃଷ୍ଣପକ୍ଷ,ତିଥି- ପଞ୍ଚମୀ ଦିବା ଘ୦୨/୩୫ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ, ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୨୪,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫ /୧୬/୦୯,ଯୋଗିନୀ ଦକ୍ଷିଣେ ଦିବା ଘ୦୨/୩୫ ପର୍ଯ୍ୟନ୍ତ ତଦନ୍ତେ ପଶ୍ଚିମେ, ପଞ୍ଚମୀର ଏକୋଦିଷ୍ଟ ଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୪୬ ଗତେ ଘ୦୯/୦୮ ମଧ୍ୟେ,ବାରବେଳା – ଦିବା ଘ୦୨/୩୪ ଗତେ ଘ୦୩/୫୬ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୪୫ମଧ୍ୟେ ଓ ଘ୦୯/୩୮ ଗତେ ଘ ୧୨/୦୨ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ […]