Browsing daily archive

February 6, 2024

ଆଜିର ରାଶିଫଳ

ଫେବୃଆରୀମାସ ୦୭ତାରିଖ ୨୦୨୪ମସିହା(ବୁଧବାର)ମାଘମାସ- କୃଷ୍ଣପକ୍ଷ ,ତିଥି- ଦ୍ଵାଦଶୀ ଦିବା ଘ୦୨/୧୦ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ସୁର୍ୟୋଦୟ-ପ୍ରାତଃଘ୦୬/୨୩/୫୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୪୯ ,ଯୋଗିନୀ ନୈରୁତେ ଦିବାଘ୦୨/୧୦ ଗତେ ଦକ୍ଷିଣେତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ ,କର୍କଟରାଶିର ଘାତବାର ,କାଳବେଳା -ଦିବା ଘ୦୯/୧୯ ଗତେ ଘ୧୦/୩୫ ମଧ୍ୟେ ,ବାରବେଳା – ଦିବା ଘ୧୧/୫୯ ଗତେ ଘ୦୧/୨୨ ମଧ୍ୟେ ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୫୮ ମଧ୍ୟେ ଓ ଘ୦୧/୨୩ ଗତେ ଘ୦୨/୨୩ ମଧ୍ୟେ […]

ପରୀକୁ ମିଳିଲା ନ୍ୟାୟ

ଭୁବନେଶ୍ୱର,୬ା୨(ଏସଏସନିଉଜ) ପରୀକୁ ମିଳିଲା ନ୍ୟାୟ। ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡା ମିଳିଛି। ଏଥି ସହିତ ଅଦାଲତ ଦୋଷୀକୁ ୬ ହଜାର ଟଙ୍କା ଦଣ୍ଡାଦେଶ ଦେଇଛନ୍ତି। ସରକାରୀ ଓକିଲ କହିଛନ୍ତି ଦୋଷୀ ନାବାଳକ ଥିଲା। ଯଦି ସେ ସାବାଳକ ଥାଆନ୍ତା, ତାହେଲେ ମୃତ୍ୟୁଦଣ୍ଡ ମିଳିଥାନ୍ତା।ଉଲ୍ଲେଖଯୋଗ୍ୟ,୨୦୨୦ ଜୁଲାଇ ୧୪ ତାରିଖରେ ବର୍ଷ ବୟସର ଶିଶୁକନ୍ୟା ପରୀ ଗାଁ ଦାଣ୍ଡରେ ଖେଳୁଥିଲା। କୋର୍ଟରେ ଦୋ‌ଷୀ […]

କଳାକାର ଯୋଜନାରେ ସାମିଲ ହେବେ ଆଉ ତିରିଶହାଜର

ଭୁବନେଶ୍ୱର,୬ା୨(ଏସଏସନିଉଜ)ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆଉ ତିରିଶ ହାଜର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ଏହା ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତିବିଭାଗର ଏକ ପ୍ରମୁଖ ଯୋଜନା ।5Tଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ଏହି ଯୋଜନାରେ ଅଧିକ କଳାକାରଙ୍କୁ ସାମିଲ କରିବା ପାଇଁ କଳାକାର ଓ ସେମାନଙ୍କର ସଂଗଠନ ଅନୁରୋଧ କରି ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହାପରେ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତି ନେଇ […]

୧୬ ରେ ଚନ୍ଦ୍ରଭାଗାବୁଡ଼

ଭୁବନେଶ୍ୱର,୬ା୨(ଏସଏସନିଉଜ)୧୬ ତାରିଖରେ ଚନ୍ଦ୍ରଭାଗା ବୁଡ଼ ପାଇଁ ନୀତି ନିର୍ଘଣ୍ଟ ହୋଇଛି । ୧୫ତାରିଖ ଷଷ୍ଠୀ ରାତି ୯ଟା ୫୫ରେ ତିନି ଠାକୁରଙ୍କ ବିମାନ ବିଜେ ହେବେ ।୧୬ ତାରିଖ ଭୋର ୪ଟା ୩୪ରେ ମହାସ୍ନାନ ପାଇଁ ସମୟ ଧାର୍ଯ୍ୟ ହୋଇଛି ।ମହାସ୍ନାନ ପରେ ବୁଡ଼ ପକାଇ ସୂର‌୍ୟ୍ୟୋଦୟ ଦେଖିବେ ଶ୍ରଦ୍ଧାଳୁ ।

ଓଡ଼ିଶାରେ ରାହୁଲ ଗାନ୍ଧି

ଭୁବନେଶ୍ୱର,୬ା୨(ଏସଏସନିଉଜ) ଓଡ଼ିଶାରେ ପହଁଚିଲା ରାହୁଲ ଗାନ୍ଧିଙ୍କ ଭାରତଯୋଡ଼ ନ୍ୟାୟ ଯାତ୍ରା ।ଝାଡ଼ଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧି ।ବୀରମିତ୍ରପୁରରେ ସ୍ୱାଗତ ଜଣାଇଲେ ରାଜ୍ୟ କଂଗ୍ରେସ ନେତା ।ଓଡ଼ିଶାକୁ ଆସି ଆଜି ବହୁତ ଭଲ ଲାଗୁଛି କହିଛନ୍ତି ରାହୁଲ ।ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ ।ଭାରତକୁ ଯୋଡ଼ିବା ମୋର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ।ଆଦିବାସୀ, ଦଳିତ, କୃଷକ, ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ଏ ଯାତ୍ରା ।ଆଗାମୀ ୩ ଦିନ ଯାଏଁ ମୁଁ […]

ଆତ୍ମସମର୍ପଣ କଲେ ୨ ହାର୍ଡକୋର ମହିଳାମାଓବାଦୀ

ଭୁବନେଶ୍ୱର,୬ା୨(ଏସଏସନିଉଜ)ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଦିଆଯାଉଛି ଯୌନ ନିର୍ଯାତନା । ଯୌନନିର୍ଯାତନା ଅଭିଯୋଗ ଆଣି ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ ।ଆତ୍ମସମର୍ପଣ କରିଥିବା ମାଓବାଦୀ କକଈଘ ମାଓ ଡିଭିଜନର ବୋଲି ଜଣାପଡିଛି ।୨ଜଣ ହେଉଛନ୍ତି ଛତିଶଗଡ଼ ବିଜାପୁରର ମନିଷା ଥାଟି ଓ ଚମ୍ପା କୋରାମ । ଉଭୟ ବିଗତ ୫ ବର୍ଷ ହେବ ସକ୍ରିୟ ଥିଲେ ।୬ମାସ ହେବ ବୌଦ୍ଧ-କନ୍ଧମାଳରେ କକଈଘ ଡିଭିଜନ ସକ୍ରିୟ ଥିଲେ ବୋଲି ସୂଚନା ଦେଲେ ଦକ୍ଷିଣାଞ୍ଚଳ […]