Browsing daily archive

February 18, 2024

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୧୯ତାରିଖ ସୋମବାର। ସୁର୍ଯ୍ୟୋଦୟ- ଘ୬/୧୭/୩୧ ,ସୂର୍ଯ୍ୟାସ୍ତ- ଘ୫/୪୩/୫୧ ,ମାଘମାସ ,ଶୁକ୍ଳପକ୍ଷ ,ତିଥି- ଦଶମୀ ଦିବା ଘ୮/୫୦ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଉତ୍ତରଦିଗରେ, ଦିବାଘ୮/୫୦ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟାଦୟରୁ ଦିବାଘ୮/୫୦ମିମଧ୍ୟେ ଉତ୍ତରଦିଗ,ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗ। ଦିବା ଘ୮/୫୦ମି ପରେ ରାତ୍ରି ଘ୯/୨୩ମି ମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ, ଐଶାନ୍ୟ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର– କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-କଳମଶାଗ ଦିବା ଘ୮/୫୦ମିପରେ […]

ଏପ୍ରିଲରେ ବିଧାନସଭା ନିର୍ବାଚନ!

ଭୁବନେଶ୍ୱର,୧୮।୨(ଏସଏସନିଉଜ)ଆରମ୍ଭ ହୋଇଗଲାଣି ବିଧାନସଭା ନିର୍ବାଚନ କାଉଣ୍ଟଡାଉନ୍। ଓଡ଼ିଶାରେ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଶନିବାର ପ୍ରେସମିଟ୍‌ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଓଡ଼ିଶାରେ ସାମ୍ବାଦିକ ସମ୍ମୀଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବକୁମାର କହିଛନ୍ତି ସମସ୍ତଙ୍କ ପାଇଁ ସମାନ ଆଚରଣ ପ୍ରଦର୍ଶନ କରିବାକୁସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯିବ ।ପ୍ରଥମ ଆବେଦନ କାରୀଙ୍କୁ ଅଗ୍ରାଧିକାର ଦିଆଯିବ ।ପ୍ରଚାର ପାଇଁ ରାଜନୈତିକ ଦଳଙ୍କୁ ମିଳିବ ସ୍ଥାନ ଅନୁମତି ।ପ୍ରଥମେ ଆବେଦନ କରିଥିବା ଦଳ […]

ଚାଲିଗଲା ଭାରତୀୟକନ୍ୟୁର ଜୀବନ

ବାରଙ୍ଗ,୧୭।୨(ଏସଏସନିଉଜ) ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଆଜି ପଦାକୁ ଆସିଛି । କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି କେଉଁ ଜନ୍ତୁ ଅସୁସ୍ଥ ଅଛନ୍ତି ନା କିଏ ମୃତ୍ୟୁ କରିଛି । ଏ ପ୍ରଶ୍ନ ଉଠିବା ସ୍ୱଭାବିକ୍ କଥା, କାରଣ ସନିବାର ଦିନ ପକ୍ଷୀ ସରଣୀ ରେ ରହୁଥିବା ଭାରତୀୟ କନ୍ୟୁର ପକ୍ଷୀର ମୃତ୍ୟୁ ହୋଇଛି।ହେଲେ ଜନ୍ତୁ ବିଭାଗ ରେଞ୍ଜର ଅଧିକାରୀ ଜାଣିନାହାନ୍ତି। ଯାହାକୁ ନେଇ କର୍ତ୍ତୁପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ପଶୁପ୍ରେମୀ । ସୂଚନା ଯୋଗ୍ୟ ଯେ, ପ୍ରାଣୀଉଦ୍ୟନ ନନ୍ଦନ […]

ଏୟାରଟେଲଟାୱାରରୁ ମେସିନ ଚୋରିକରି ୨ଗିରଫ

ବାରଙ୍ଗ,୧୭।୨(ଏସଏସନିଉଜ)ବୁଧବାର ରାତିରେ ମଧୁବନ ଗ୍ରାମରେଥିବା ଏୟାରଟେଲ ଟାୱାରରୁ ଦୁଇଟି ମେସିନ ଚୋରି ହୋଇଥିବାନେଇ ଗୁରୁବାର ଦିନ କଟକ ଚାଉଳିଆ ଗଞ୍ଜର ସୋମ୍ୟାକାନ୍ତ ମହାନ୍ତି ନାମକ ବ୍ୟକ୍ତି ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ।ପୋଲିସ ୮୨/୨୪ କେଶ ନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ।ଶୁକ୍ରବାରରାତିରେ ଚୋରି ହୋଇଥିବା ୨ଟିମେସିନକୁ ବିକ୍ରିକରିବା ଉଦ୍ଧେଶ୍ୟରେ ଓଡ଼ି୦୨-ପି- ୩୭୨୬ ନମ୍ବର ବାଇକ ଯୋଗେ ୨ଜଣ ଆସୁଥିବା ବେଳେ ପୋଲିସ ସେମାନଙ୍କୁ ଷଣ୍ଢପୁରଗାଁ ପାଖରୁ ଧରିବାରେ ସକ୍ଷମ ହୋଇଥିଲେ।ସେମାନଙ୍କୁ ଥାନାକୁଆଣି ପଚରାଉଚରା କରିବାପରେ […]

ନନ୍ଦନକାନନ ପାଳିଲା ବିଶ୍ୱ ବଜ୍ରକାପ୍ତାଦିବସ

ବାରଙ୍ଗ,୧୭।୨(ଏସଏସନିଉଜ) ବିଶ୍ୱ ବଜ୍ରକାପ୍ତା ଦିବସ ଶନିବାରଦିନ ନନ୍ଦନକାନନରେ ପାଳିତ ହୋଇଯାଇଛି।ଏଥିରେ ନନ୍ଦନକାନନ ଉପ ନିର୍ଦେଶକ ସନତ କୁମାର ନାରାୟଣଙ୍କ ସମେତ ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଏଥିରେ ଯୋଗଦେଇଥିବା ନନ୍ଦନକାନନ ସ୍ବେଛାସେବୀ,ବନ ବିଭାଗର ସୁରକ୍ଷା କର୍ମୀ, ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଥିଲା।ଏହି ଅବସରରେ ବଜ୍ରକାପ୍ତାକୁ ନେଇ ଆୟୋଜିତ ଏକ କୁଇଜ ପ୍ରତି ଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପାଙ୍ଗୋଲିନ୍ କିଟ୍, ବ୍ୟାଜ୍ ଏବଂ କଲମସହିତ ସମ୍ମାନିତ କରାଯାଇ ଥିଲା ।ନନ୍ଦନକାନନରେ ଥିବା ବଜ୍ରକାପ୍ତା […]

ଏସିଆରେ ପ୍ରଥମଥର ପାଇଁ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଏଲ୍ ଆଣ୍ଡ୍ ବି ପୀଡ଼ା ନିବାରକ କର୍ମଶାଳା

ବାରଙ୍ଗ,୧୭ା୨(ଏସଏସନିଉଜ)ନରାଜସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଶନିବାର ଦିନ ଇଣ୍ଟ୍ରୋଡକ୍ସନ୍ ଟୁ ଏଲ୍ ଆଣ୍ଡ୍ ବି ପେନ୍ ଥେରାପି’ ଉପରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ସମଗ୍ର ଏସିଆ ମହାଦେଶରେ ଏହି ଧରଣର କର୍ମଶାଳା ଆୟୋଜନ କରିବା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ହେଉଛଛି ପ୍ରଥମ ଏହି କର୍ମଶାଳାରେ ବହୁ ବିଶେଷଜ୍ଞ, ମେଡିକାଲ ଛାତ୍ର ଛାତ୍ରୀଙ୍କ ସମେତ ବିଶ୍ୱବିଦ୍ୟାଳୟର ତୁଙ୍ଗ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।ଏଥିରେ ‘ଲିବସର୍ ବ୍ରାଟ୍ ପେନ୍ ଥେରାପି’ର ପ୍ରତିଷ୍ଠାତା ତଥା ଜର୍ମାନୀର ଜଣେ ପ୍ରସିଦ୍ଧ […]