Browsing daily archive

March 3, 2024

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୪ତାରିଖ ସୋମବାର।ସୁର୍ଯ୍ୟୋଦୟ- ଘ୬/୭/୪୮ ,ସୂର୍ଯ୍ୟାସ୍ତ- ଘ୫/୪୯/୩୦ ,ଫାଲ୍ଗୁନମାସ ,କୃଷ୍ଣପକ୍ଷ ,ଚନ୍ଦ୍ରବାସ ,ତିଥି- ଅଷ୍ଟମୀ ଦିବା ଘ୮/୫୩ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ। ଦିବା ଘ୮/୫୩ମି ପରେ ପୂର୍ବ ଦିଗରେ। ଅଗନ୍ତବ୍ୟ ପରେ ରିକ୍ତାତିଥି ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର– ଅପରାହ୍ନ ଘ୫/୦ମି ପରେ ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ।ଘାତବାର–ମିଥୁନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନଡ଼ିଆ ଦିବା ଘ୮/୫୩ମି ପରେ ଲାଉ ଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା […]

ଜନବିରୋଧୀ ବ୍ୟକ୍ତିଙ୍କୁ ନେଉଛି BJP !

ଭୁବନେଶ୍ୱର,୩ା୩(ଏସଏସନିଉଜ)ବିଜେଡିମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ରଙ୍କ BJPରେ BJD ନେତାଙ୍କ ସାମିଲ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିମୁଖପାତ୍ର ସ୍ବୟଂପ୍ରକାଶ ମହାପାତ୍ର ।ସେଏକ ପ୍ରେସମିଟ୍ ରେ କହିଛନ୍ତି ଯେ, ନୂଆନେତା ତିଆରିକରିବାରେ ବିଜେପି ସକ୍ଷମନୁହେଁ ।୨୦୧୯ ତୁଳନାରେ ୨୪ରେ ନୈରାଶ୍ୟଜନକ ପ୍ରଦର୍ଶନ କରିବBJP ।ଜନବିରୋଧୀ ବ୍ୟକ୍ତିଙ୍କୁ ଦଳରେ ମିଶାଉଛି ବିଜେପି ।୨୦୧୯ ଫର୍ମୁଲାକୁ ଆପଣାଉଛି ବିଜେପି ବୋଲି ସ୍ବୟମ ପ୍ରକାଶ କହିଛନ୍ତି ।ସେପୁଣି କହିଛନ୍ତି ବିଜେଡିରୁ ତଡ଼ାଖାଇଥିବା ନେତାଙ୍କୁ ବିଜେପି ଆପଣାଉଛି ।ଟିକେଟ ସମ୍ଭବନା ନ ଥିବା ନେତାଙ୍କୁ ସାମିଲ କରୁଛି […]

ଡକାୟତିପାଇଁ ଯୋଜନା

ଜଟଣୀ,୩ା୩(ଏସଏସନିଉଜ) ଜଟଣୀଥାନା ଅଁଚଳରେ ଡକାୟତିକରିବାପାଇଁ ଯୋଜନାକରୁଥିବାବେଳେ ପୋଲିସହାତରେ ଧରାପଡିଛନ୍ତି ୫ଡକାୟତ ।ପୋଲିସ ରବିବାର ସେମାନଙ୍କୁ ଗିରଫକରି ୮୭/୨୪କେଶନଂରେ ଏକ ମକଦ୍ଦମାରୁଜୁକରି କୋର୍ଟଚାଳଣ କରିଛି । ସୂଚନାଯୋଗ୍ୟଯେ, ବିଶ୍ଵସ୍ତସୂତ୍ରରୁ ହସ୍ତଗତ ହୋଇଥିବା ସୂଚନାକୁ ଆଧାରକରି ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଏକ ପୁଲିସ ଟୀମ ଗତ କାଲି ରାତିରେ ରେତଙ୍ଗକଲୋନୀ ସ୍ଥିତ ରେଲୱେ କଲ୍ୟାଣମଣ୍ଡପ ପଛପଟେ ଅତର୍କିତ ଚଢଉକରି ଜଟଣୀଥାନା ଅଧିନସ୍ଥ ଗଜପତିନଗରର ପାପୁନି ଓରଫ ସଞୟଦାସ ଓ ବାପୁ ଓରଫ ସୁଜିତକୁମାରବିଶ୍ୱାଳ, ରାଜାବଜାରର ସାହିଲଖାନ,ବାଲିଛକମୁଣ୍ଡିଆସାହିର ଏସକେଆକବର ଓ […]

ବାପାମାଆ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ !

କେନ୍ଦ୍ରାପଡ଼ା ,୩ା୩(ଏସଏସନିଉଜ) ଗୋଟିଏ ପରିବାରର ୩ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି ।ବାପା, ମାଆ ଓ ୨୫ ବର୍ଷୀୟ ପୁଅର ମୃତଦେହ ଉଦ୍ଧାର ହୋଇଛି ।ରାଜନଗର ତାଳଚୁଆଁ ସାମୁଦ୍ରିକ ଥାନା ରାଜେନ୍ଦ୍ରନଗରରେ ଏହିଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ।ବାପାର ମୃତଦେହ ଘର ବାହାରପଟୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ଘର ଭିତରେ ପଡ଼ିଥିଲା ମାଆ ଓ ପୁଅଙ୍କ ମୃତଦେହ ।ମୃତ୍ୟୁର କାରଣ ଅସ୍ପଷ୍ଟ, ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତଆରମ୍ଭ କରିଛି ।

ନନ୍ଦନକାନନରେ ସିଜେଡଏ ଟିମ

ବାରଙ୍ଗ,୨ା୩(ଏସଏସନିଉଜ) ଶନିବାର ସକାଳୁ ନନ୍ଦନକାନନରେ ଆସି ପହଁଚିଛନ୍ତି କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ଏକ ଦୁଇଜଣିଆ ପ୍ରତିନିଧିଦଳ ।ଏହିପ୍ରତିନିଧିଦଳ ଆସିବାର ପୁର୍ବ ସୁଚନା ଆସିଥିବାରୁ ନନ୍ଦନକାନନ କର୍ତୁପକ୍ଷ ପୁର୍ବପ୍ରସ୍ତୁତିମୁାବକ ସଜାଗ ହୋଇରହିଥିଲେ । ପ୍ରତି୩ବର୍ଷର ବ୍ୟବଧାନରେ କେନ୍ଦ୍ରିୟ ଚିଡିଆଖାନା ପକ୍ଷରୁ ଦେଶରେ ଥିବା ବିଭିର୍ଣ ଚିଡିଆଖାନାକୁ ଯାଇ ଅନୁଧ୍ୟାନ କରାଯାଇଥାଏ ।କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ନିତୀନୀୟମ ଓ ସର୍ତାବଳୀକୁ ଅନୁପାଳନ କରି ଚିଡିଆଖାନା କିପରି ଚାଲୁଛି ଆସିଥିବା ଦଳ ଏହାକୁ ଅନୁଧ୍ୟାନ କରି ଫେରିବାପରେ କେନ୍ଦ୍ରିୟ ଚିଡିଆଖାନାକର୍ତୁପକ୍ଷଙ୍କ ପାଖରେ […]