Browsing daily archive

March 6, 2024

ଆଜିର ରାଶିଫଳ

ମାର୍ଚ୍ଚମାସ ୦୭ତାରିଖ ୨୦୨୪ ମସିହା (ଗୁରୁବାର) ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ ରାତ୍ରି ଘ୦୧/୩୪ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୫/୫୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/ ୫୯, ଯୋଗିନୀ ନୈରୁତେ ରାତ୍ରି ଘ୦୧/୩୬ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ, ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିଂହ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,,କାଳବେଳା ଓ ବାରବେଳା – ଦିବା ଘ୦୨/୫୬ ଗତେ ଘ୦୫/୦୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ରାତ୍ରି ଘ୦୧/୦୩ ଗତେ ଘ୦୩/୨୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବାଘ ଘ୦୭/ ୪୦ମଧ୍ୟେ ଓ ଘ୧୦/୫୨ […]

ଘାଟିରୁ ଓଲଟିପଡ଼ିଲା ବସ୍

ଭୁବନେଶ୍ୱର,୬।୩(ଏସଏସନିଉଜ)ଘାଟିରୁ ଓଲଟି ପଡ଼ିଲା ବସ୍।ବୌଦ୍ଧ-କନ୍ଧମାଳ ସୀମାନ୍ତରେ OSRTC ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫୁଲବାଣୀ ରାଣୀପଥର ଘାଟିରୁ ତଳକୁ ଖସି ଯାଇଛି ବସ୍। ବସ୍ ରେଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ଖବର ପାଇ ଦମକଳ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତା ରେ ବସର କାଚଭାଙ୍ଗି ଲୋକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି।ସେହିଁଭଳିଭାବେ ଆଠଗଡ଼ ଖୁଣ୍ଟୁଣୀଥାନା ଗୋଲେଇଛକ ନିକଟରେ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି।ହାଇୱାକୁ ପଛରୁ ପିଟିଛି ବସ୍‌,ଯାହାଫଳରର ୪ଜଣ ଆହତ ହୋଇଥିବାର ଜଣାପଡିଛି।୪ଜଣ ଆହତଙ୍କୁ ଆଠଗଡ଼ […]

ପୋଲିସବାରାକରୁ ବନ୍ଧୁକ ଚୋରି !

ଭୁବନେଶ୍ୱର,୬।୩(ଏସଏସନିଉଜ)ଭୁବନେଶ୍ବର ସପ୍ତମ ବାଟାଲିଅନରୁ ବନ୍ଧୁକଚୋରି ଅଭିଯୋଗ ଆସିଛି।ରାଷ୍ଟ୍ରପତିଙ୍କ ଡ୍ୟୁଟିରେ ଥିବା ଯବାନଙ୍କ ବନ୍ଧୁକ ଚୋରି ହୋଇଥିବାର ଜଣାପଡିଛି।ଗତ ୧୦ରେ ରାଷ୍ଟ୍ରପତିଙ୍କ ଡ୍ୟୁଟି ପାଇଁ ଭୁବନେଶ୍ବର ଆସିଥିଲେ। ରାଇଫଲ ଓ ଗୁଳି ଚୋରି ନେଇ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ଆଜିଠୁ ନବମଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର,୬।୩(ଏସଏସନିଉj)ଆଜିଠୁ ନବମ ଶ୍ରେଣୀ ପରୀକ୍ଷା,ମାଧ୍ୟମିକଶିକ୍ଷା ପରିଷଦ ପରିଚାଳିତ ଉଚ୍ଚବିଦ୍ୟାଳୟରେ ପରୀକ୍ଷା ଆରମ୍ଭ ହୋଇଛି। ମଧ୍ୟମାବିଦ୍ୟାଳୟରେ ମଧ୍ଯ ନବମଶ୍ରେଣୀ ପରୀକ୍ଷା ଆରମ୍ଭ ହିଇଛି।୧୩ତାରିଖ ଯାଏଁ ନିଜ ବିଦ୍ୟାଳୟରେ ଅନୁଷ୍ଠିତ ହେବ ପରୀକ୍ଷା ବୋଲି ଜଣାପଡିଛି।

ଉପରମୁହାଁ ହେବ ପାରଦ

ଭୁବନେଶ୍ୱର,୬।୩(ଏସଏସନିଉଜ)ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହେବ ପାରଦ।ସ୍ବାଭାବିକଠାରୁ ୩ ରୁ ୫ ଡିଗ୍ରୀପର୍ଯ୍ୟନ୍ତ ତାପମାତ୍ରା ବଢିବ।ବର୍ତ୍ତମାନ ରାଜ୍ୟରେ ପଶ୍ଚିମାଝଡ ସକ୍ରିୟ ଥିବାବେଳେ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପ ବଳୟସୃଷ୍ଟି ହୋଇଛି।ଏହାର ପ୍ରଭାବରେ ଆସନ୍ତା ୪ଦିନପର୍ଯ୍ୟନ୍ତ ରାଜ୍ୟରେ ଖରା ଛାଇରେଖେଳ ଦେଖିବାକୁ ମିଳିବବୋଲି ପାଣିପାଗବିଭାଗ ଆକଳନ କରିଛି।