Browsing daily archive

March 29, 2024

ଆଜିର ରାଶିଫଳ

୨୦୨୪ ମସିହା ମାର୍ଚ୍ଚମାସ ୩୦ତାରିଖ ଶନିବାର।ପଞ୍ଚଦୋଳମେଳନ ,ସୁର୍ଯ୍ୟୋଦୟ- ଘ୫/୪୫/୪୦ ,ସୂର୍ଯ୍ୟାସ୍ତ-ଘ୫/୫୬/୫୮ ,ଚୈତ୍ରମାସ ,କୃଷ୍ଣପକ୍ଷ ,ଶୌରିବାସ ,ତିଥି-ପଞ୍ଚମୀ ରାତ୍ରି ଘ୯/୧୨ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ଯୋଗ- ଅସୃକଯୋଗ ରାତ୍ରି ଘ୧୧/୫୭ମି ପର୍ଯ୍ୟନ୍ତ ତଦନ୍ତେ ବ୍ୟତିପାତଯୋଗ। କରଣ- କୌଳବକରଣ ଦିବା ଘ୮/୪୫ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ରାତ୍ରି ଘ୯/୧୨ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ। ରାତ୍ରି ଘ୯/୧୨ମି ପରେ ପଶ୍ଚିମଦିଗରେ। ଶନିବାର,ଅଗନ୍ତବ୍ୟତିଥି,ବ୍ୟତିପାତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବେଲ ରାତ୍ରିଘ୯/୧୨ମିପରେ […]

ଦେଶୀମଦ ବିକ୍ରିବେଳେ ଧରିଲା ପୋଲିସ

ମେଣ୍ଢାଶାଳ,୨୮।୩(ଏସଏସନିଉଜ)ଚନ୍ଦକାଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରି କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫକରି ଗୁରୁବାର ଦିନ ୧୦୯/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି କୋର୍ଟଚାଲାଣ କରିଛି। ପ୍ରକାଶଯେ, ଚନ୍ଦକାଥାନା ତରଫରୁ ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବାବେଳେ କାଟେଣିଛକଠାରେ ଥିବା ଏକ ଗଛ ପାଖରେ ବେଆଇନ ଦେଶୀମଦ ବିକ୍ରି କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ ।ପେଟ୍ରୋଲିଙ୍ଗ ଟିମ୍ ଘଟଣା ସ୍ଥଳରେ ଅତର୍କିତ ଚଢଉ କରିବା ସହିତ ବେଆଇନ ଦେଶୀମଦ ବିକ୍ରୟ ଅଭିଯୋଗରେ ପ୍ରକାଶ […]

ଗୋଶାଳକୁ ଗାଈ ସ୍ଥାନାନ୍ତରବେଳେ ପୋଲିସକୁ ଆକ୍ରମଣ

ବାରଙ୍ଗ,୨୮।୩(ଏସଏସନିଉଜ)ବୁଧବାର ବିଳମ୍ବିତ ରାତିରେ ଅନୁଗୋଳ ଅଂଚଳରୁ ଜବତ ହୋଇଥିବା ଗୋରୁ ଗାଡ଼ିଟି ପୋଲିସ ଭୁବନେଶ୍ୱର ଗୋଶାଳା ଅଭିମୁଖେ ନେଉଥିବା ବେଳେ ଗୋଡିସାହି ବଜାର ଉପରେ ପୁଲିସ ଓ ଗାଡି ଚାଳକ ଉପରକୁ ଆକ୍ରମଣ କରାଯାଇଛି ।ପୋଲିସ ଓ ଗାଡି ଚାଳକକୁ ଆକ୍ରମଣ କରି ଗାଡି ଭଙ୍ଗାରୁଜା କରି ଗାଡ଼ିରେ ଥିବା ଗାଈକୁ ଖୋଲି ଦିଆଯାଇଥିବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।ପୋଲିସ ୧୪୩/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି ୫ଜଣଙ୍କୁ ଗିରଫ କରି ଗୁରୁବାର ଦିନ କୋର୍ଟ ଚାଲଣ […]