Browsing daily archive

March 30, 2024

ଆଜିର ରାଶିଫଳ

ମାର୍ଚ୍ଚମାସ ୩୧ତାରିଖ ୨୦୨୪ ମସିହା(ରବିବାର) ଚୈତ୍ରମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ରାତ୍ରି ଘ୧୧/ ୩୧ଗତେସପ୍ତମୀ,ସୁର୍ୟୋଦୟ-ପ୍ରାତଃଘ୦୫ /୪୫/୦୦,ସୂର୍ଯ୍ୟାସ୍ତ-ସନ୍ଧ୍ୟାଘ୦୫/୫୭/୫୬,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୯/୨୮ଗତେ ବାୟବ୍ୟେ, ଷଷ୍ଠୀର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତ ଚନ୍ଦ୍ର,ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୧୬ ଗତେ ଘ୦୧/୧୯ ମଧ୍ୟେ,ବିଶୁଦ୍ଧ ଅମୃତବେଳ। -ଦିବା ଘ୦୭/୨୦ ମଧ୍ୟେ ଓ ରାତ୍ରି ଘ୦୬/୪୮ଗତେ ଘ୦୯/୧୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୨୦ଗତେ ଘ୦୪/୫୭ ମଧ୍ୟେ,ନିମ୍ବ ଭକ୍ଷଣ ନିଷେଧ। ମେଷ:-ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ […]