Browsing daily archive

April 1, 2024

ମେଣ୍ଢାଶାଳରେ ପଂଚୁଦୋଳ ମେଳଣ ଉଦଯାପିତ

ମେଣ୍ଢାଶାଳ,୧ା୪(ଏସଏସନିଉଜ)ପ୍ରତ୍ୟକବର୍ଷଭଳି ଚଲିତବର୍ଷ ମେଣ୍ଢାଶାଳଗ୍ରାମର ଚନ୍ଦ୍ରଶେଖରଦେବଙ୍କ ପଂଚୁଦୋଳମେଳନ ସୋମବାରଦିନ ଉଦଯାପିତହୋଇଯାଇଛି ।ଶନିବାରଦିନ ମେଳଣ ଓ ଜମାଣଯାତ୍ରା ଅନୁଷ୍ଠିତହୋଇଥିଲା ।ଗିରିଙ୍ଗାପୁଟ ଓ ଦେଉଳିଆପାଟଣା ଗ୍ରାମର ରାଧାକୃଷ୍ନଦେବ ,ଜାଗସରାପାଟଣାର ଚ୍ୟୈତନ୍ୟଦେବ,ଗଙ୍ଗାପଡା ଓ ଛତାବାରଗ୍ରାମର ଚନ୍ଦ୍ରଶେଖରଦେବ ଓ ଗୋପିନାଥଦେବ,ମେଣ୍ଢାଶାଳର ରଘୁନାଥଦେବ,ଶ୍ୟାମପୁରର ରାଧାକୃଷ୍ନଦେବ,ପାଇକେରାପୁରର ଭଗବତବାସୁଦେବ,ଘଙ୍ଗାପାଟଣାର ଗୋପାଳଜିଉ,କଂଟାବାଡର ରାଧାକୃଷ୍ନଦେବ,କାଟେଣିର ଶୀବାସୁଦେବ.ତମାଣ୍ଡୋର ଚନ୍ଦ୍ରଶେଖରଦେବ ଓ ମେଣ୍ଢାଶାର ଦଧିବାବନଦେବ ସୁସଜ୍ଜିତ ଦୋଳବିମାନରେ ବାଜାବାଣ ଓ ବିରାଟପଟୁଆରରେ ମେଳଣ ପଡିଆରେ ପହଁଚିଥିଲେ ।ଚଳିବର୍ଷ ମଧୁପୁର ଗ୍ରାମର ନାଗେଶ୍ୱେର ଦେବ ପଟୁଆରରେ ଆସି ଭଗବତ ବାସୁଦେବଙ୍କ ମନ୍ଦିରଠାରେ ପହଂଚି ମେଳଣ ପଡିଆକୁ […]

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୨ତାରିଖ ମଙ୍ଗଳବାର।ମା’ ତାରାତାରିଣୀ ଯାତ୍ରା ୨ୟ ପାଳି ।ବିବିଧ- ନିଶାନ୍ତ ଘ୫/୧୬ମିପରେ ଶରଣ ପଞ୍ଚକ ଆରମ୍ଭ, ତୃଣକାଷ୍ଠ ଚ୍ଛେଦନ ନିଷେଧ।ସୁର୍ଯ୍ୟୋଦୟ- ଘ୫/୪୩/୧୪ ,ସୂର୍ଯ୍ୟାସ୍ତ- ଘ୫/୫୭/୪୪ ,ଚୈତ୍ରମାସ ,କୃଷ୍ଣପକ୍ଷ ,ଭୌମବାସତିଥି- ଅଷ୍ଟମୀ ରାତ୍ରି ଘ୮/୧୩ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟକୋଣରେ। ରାତ୍ରି ଘ୮/୧୩ମି ପରେ ପୂର୍ବ ଦିଗରେ।ମଙ୍ଗଳବାର, ଅଗନ୍ତବ୍ୟପରେ ରିକ୍ତାତିଥିଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର– ତୁଳା ଓ କୁମ୍ଭରାଶିର ଏବଂ ନିଶାନ୍ତ ଘ୫/୧୬ମି ପରେ ସିଂହ ରାଶିର ଘାତଚନ୍ଦ୍ର।ଘାତବାର–ମକରରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଅଷ୍ଟମୀର ଏକୋଦ୍ଦିଷ୍ଟ ଓ […]