Browsing daily archive

April 15, 2024

ଆଜିରରାଶିଫଳ

ଅପ୍ରେଲମାସ ୧୬ତାରିଖ ୨୦୨୪ମସିହା (ମଙ୍ଗଳ ବାର)ଚୈତ୍ରମାସ- ଶୁକ୍ଳପକ୍ଷ,ତିଥି-ଅଷ୍ଟମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୨/ ୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୦୧/୪୫,ଯୋଗିନୀ ଐଶାନ୍ୟ ଦିବା ଘ୦୧/୨୪ ଗତେ ପୂର୍ବେ,ଅଷ୍ଟମୀର ଏକୋଦିଷ୍ଟ ଓ ନବମୀର ପାର୍ବଣ ଶ୍ରାଦ୍ଧ,ମକରରାଶିର ଘାତବାର,ଅଦ୍ୟ ମୃତେ ୧ପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୧/୧୯ ଗତେ ଘ୦୨/୫୪ ମଧ୍ୟେ,ବାରବେଳା – ଦିବା ଘ୦୭/୦୫ ଗତେ ଘ୦୮/୩୯ ମଧ୍ୟେ,ବିଶୁଦ୍ଧଶୁଭବେଳା- ଦିବା ଘ୦୮/୪୦ଗତେ ଘ୧୦/୩୧ମଧ୍ୟେ ଓ ଘ୦୧/୦୧ ଗତେ ଘ୦୧/୧୮ମଧ୍ୟେ ଓ ଘ୦୪/୨୮ଗତେ ଘ୦୫ /୧୨ ମଧ୍ୟେ,ବିଶୁଦ୍ଧମାହେନ୍ଦ୍ରବେଳ।-ନାସ୍ତି,ନଡ଼ିଆ ଦିବା ଘ୦୧/୨୪ ଗତେ ଲାଉ ଭକ୍ଷଣ ନିଷେଧ। […]

୬ବର୍ଷ ପାଇଁ ବହିଷ୍କୃତ ହେଲେ

ଭୁବନେଶ୍ୱର,୧୫।୪(ଏସଏସନିଉଜ)କଂଗ୍ରେସରୁ ବିଧାୟକ ସୁୁରେଶ ରାଉତରାୟ ବହିଷ୍କାର ହୋଇଛନ୍ତି। ସୁରେଶ ରାଉତରାୟଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କଲା ଏଆଇସିସି । ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ ଜରିଆରେ ଏହି ସୂଚନା ଦିଆଯାଇଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାର କୁହାଯାଇଛି।

ଓଭରବ୍ରିଜ୍‌ରୁ ଖସିଲା ବସ୍‌

ଯାଜପୁର,୧୫।୪(ଏସଏସନିଉଜ) ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍।ଏନ୍‌ଏଚ୍‌-୧୬ର ବାରବାଟୀ ଛକ ପାଖରେ ବସ ଖସି ୪୦ଜଣ ଆହତ ହୋଇଥିବାବେଳେ ୩ଜଣ ମୃତୁ ବରଣ କରିଛନ୍ତି।ଉଦ୍ଧାର କାର୍ଯ୍ୟରେ ୧୬ ଆମ୍ବୁଲାନ୍ସ ଲାଗିଥିବାବେଳେ , ବସ୍‌ ଉଠାଇବାକୁ ଆସିଲା କ୍ରେନ୍‌।ସମସ୍ତ ଆହତଙ୍କୁ ଧର୍ମଶାଳା ଓ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଖବରପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ଏସ୍‌ପି , ମେଡିକାଲ ଷ୍ଟାଫ୍‌।ବସ୍‌ଟି ପୁରୀରୁ ହଳଦିଆ ଯାଉଥିଲା ବେଳେ ଏନ୍‌ଏଚ୍‌-୧୬ର ବାରବାଟୀ ଛକ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଆଜିର ରାଶିଫଳ

ଅପ୍ରେଲମାସ ୧୫ତାରିଖ ୨୦୨୪ ମସିହା (ସୋମ ବାର)ଚୈତ୍ରମାସ-ଶୁକ୍ଳପକ୍ଷ,ତିଥି- ସପ୍ତମୀ ଦିବା ଘ ୧୧/୫୮ ଗତେ ଅଷ୍ଟମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୩୫, ଯୋଗିନୀ ବାୟବ୍ୟେ ଦିବା ଘ୧୧/୫୮ ଗତେ ଐଶାନ୍ୟ,ସପ୍ତମୀର ଏକୋଦିଷ୍ଟ ଓ ଅଷ୍ଟମୀର ପାର୍ବଣଶ୍ରାଦ୍ଧ,ମିଥୁନରାଶିର ଘାତବାର, କାଳବେଳା -ଦିବା ଘ୦୭/୦୩ ଗତେ ଘ୦୮/୩୬ ମଧ୍ୟେ, ବାରବେଳା – ଦିବା ଘ୦୨/୫୫ ଗତେ ଘ୦୪/୩୦ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୦୨ ମଧ୍ୟେ ଓ ଘ୧୦/୧୨ ଗତେ ଘ୧୨/୪୧ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୩୧ ଗତେ ଘ୦୪/୪୨ ମଧ୍ୟେ,ତାଳ […]