Browsing daily archive

April 17, 2024

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୧୮ତାରିଖ ଗୁରୁବାର।ଶ୍ରୀମନ୍ଦିରରେ ଯଜ୍ଞରକ୍ଷା, ସୁଦଶା ବ୍ରତ, ପୀଠ ମୃଣ୍ମୟୀ ଦେବୀଙ୍କ ବାସନ୍ତିକ ଦଶହରା।ସୁର୍ଯ୍ୟୋଦୟ- ଘ୫/୩୦/୧୬,ସୂର୍ଯ୍ୟାସ୍ତ- ଘ୬/୨/୨, ଚୈତ୍ରମାସ, ଶୁକ୍ଳପକ୍ଷ,ବୃହସ୍ପତିବାସ,ତିଥି- ଦଶମୀ ଅପରାହ୍ନ ଘ୫/୩୦ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ। ନକ୍ଷତ୍ର- ଅଶ୍ଳେଷା ନକ୍ଷତ୍ର ଦିବା ଘ୮/୩୬ମି ପର୍ଯ୍ୟନ୍ତ ତଦନ୍ତେ ମଘାନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ଅପରାହ୍ନ ଘ୫/୩୦ମି ପରେ ଆଗ୍ନେୟ କୋଣରେ।ମଙ୍ଗଳ ଓ ଶନିସପ୍ତ ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ଦିବା ଘ୮/୩୬ମି ମଧ୍ୟେ ଯାତ୍ରା ଶୁଭ।ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମ ଦିଗକୁ […]

ସମୁଦ୍ରରୁ ମୃତଦେହ ଉଦ୍ଧାର!

କୋଣାର୍କ,୧୭।୪(ଏସଏସନିଆଜ) ସମୁଦ୍ରକୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।ହୋଇଛି।ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରୁ ମୃତଦେହ ଉଦ୍ଧାର କରିଛି ପୋଲିସ।ମୃତକ ଅସ୍ତରଙ୍ଗଥାନା ଆଇଁଷିଣିଆ ଗାଁର ବୋଲି ସୂଚନା ମିଳିଛି।କାଲି ସନ୍ଧ୍ୟାରୁ ନିଖୋଜ ଥିବାବେଳେ ଆଜିସକାଳୁ ମୃତଦେହ ମିଳିବାସହ , ଦେହରେ କ୍ଷତଚିହ୍ନ ରହିଥିବାର ଦେଖିବାକୁ ମିଳିଛି।