Browsing daily archive

April 23, 2024

ଆଜିର ରାଶିଫଳ

୨୦୨୪ମସିହା ଅପ୍ରେଲମାସ ୨୪ତାରିଖ ବୁଧବାର।ଶ୍ରୀ ମନ୍ଦିରେ ସେତୁବନ୍ଧ ପ୍ରସ୍ତାବ, ବୈଶାଖବ୍ରତାରମ୍ଭ।ସୁର୍ଯ୍ୟୋଦୟ- ଘ୫/୨୫/୫୭ ,ସୂର୍ଯ୍ୟାସ୍ତ- ଘ୬/୩/୫୧ ,ବୈଶାଖମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ପ୍ରତିପଦ୍ (ଅହୋରାତ୍ର)।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ। ତିଥି ଓ ରବିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– ଘାତଚନ୍ଦ୍ର ନାହିଁ।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପାଣିକଖାରୁ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୮/୩୦ମି ରୁ ଘ୧୦/୬ମି ମଧ୍ୟେ।ବାରବେଳା ଦିବା ଘ୧୧/୪୩ମି ରୁ ଘ୧/୧୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୨/୩୦ମି ରୁ ଘ୩/୫୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ପ୍ରାତଃ ରୁ ଦିବା […]