Browsing daily archive

April 26, 2024

ଆଜିର ରାଶିଫଳ

ଅପ୍ରେଲମାସ ୨୭ତାରିଖ ୨୦୨୪ମସିହା(ଶନିବାର) ବୈଶାଖମାସ- କୃଷ୍ଣପକ୍ଷ,ତିଥି- ତୃତୀୟା ଦିବା ଘ୦୮/୧୧ ଗତେ ଚତୁର୍ଥୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୪୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୪୭, ଯୋଗିନୀ ଅଗ୍ନିକୋଣେ ଦିବା ଘ୦୮/୧୧ ଗତେ ନୈରୁତେ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ, କାଳବେଳା -ଦିବା ଘ୦୬/୫୬ ମଧ୍ୟେ ଓ ଘ୦୪/ ୩୨ଗତେ ଘ୦୬/୦୫ ମଧ୍ୟେ,ବାରବେଳା – ଦିବା ଘ୦୧/୨୩ ଗତେ ଘ୦୨/୫୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୨୨ ଗତେ ଘ୧୨/୩୪ ମଧ୍ୟେ ଓ ରାତ୍ରି […]

କାଉନସିଲରଙ୍କ ଘର ଆଗରେ ଗୁଳିକାଣ୍ଡ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଖଲ୍ଲିକୋଟରେ ବ୍ଳାଙ୍କଫାୟାରିଂ ତୋଟାଗାଁଛକ ଓ ଫାସୁଳାଗାଁ ପାଖରେ ଗୁଳିଚାଳନା ହୋଇଛି।ଖଲ୍ଲିକୋଟ ୧୧ନମ୍ବରୱାର୍ଡ କାଉନସିଲରଙ୍କ ସାନଭାଇକୁ ମାଡ଼ ସହ ବ୍ଲାଙ୍କ ଫାୟାରି କରାଯାଇଛି।କାଉନସିଲରଙ୍କ ଘର ଏବଂ ଦୋକାନଆଗରେ ଫୁଟିଲା ଗୁଳି । କାରରେ ଆସିଲେ କାଉନସିଲରଙ୍କଭାଇକୁ ପିଟିଲେ ଗାଡ଼ି ଭାଙ୍ଗିଦେଇ ଫେରାରହୋଇଗଲେ ୩ରୁ ୪ ଜଣ ଯୁବକ।କାଉନସିଲର ନାରାୟଣ ବାରିକଙ୍କ ଘରେ ପଶି ଆକ୍ରମଣ କରିଛନ୍ତି ୪ଜଣ ଦୁର୍ବୃତ୍ତ।ଘଟଣାପରେ ଖଲ୍ଲିକୋଟଥାନା ପୋଲିସର ତଦନ୍ତ ଆରମ୍ଭ ହୋଇଛି।

ଜଳିଗଲା ବସ୍

ଢେଙ୍କାନାଳ,୨୬।୪(ଏସଏସନିଉଜ) ନିଆଁ ଲାଗି ଜଳିଗଲା ବସ୍, ବର୍ତ୍ତିଯାଇଛନ୍ତି ଯାତ୍ରୀ। ଏନ୍ଏଚ୍ ୫୫ ଆନନ୍ଦନଗର ନିକଟରେ ଜଳିଗଲା ବସ୍।ବସ୍‌ଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ବେଳେ ଅଘଟଣ ଘଟିଛି।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଦମକଳ ବାହିନୀ ଦ୍ବାରା ନିଆଁକୁ ଆୟତ୍ତ କରାଯାଉଛି।

ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ

ବାରିପଦା,୨୬।୪(ଏସଏସନିଉଜ) ଜଙ୍ଗଲରୁ ଯୁବକ, ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ସଦରଥାନା ଶିକାରଘାଟିଗାଁ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସର ତଦନ୍ତ ଆରମ୍ଭ ହୋଇଛି।