ଆଜିର ରାଶିଫଳ
ମଇମାସ ୦୪ତାରିଖ ୨୦୨୪ମସିହା(ଶନିବାର)ବୈଶାଖମାସ- କୃଷ୍ଣପକ୍ଷ ,ତିଥି- ଏକାଦଶୀ ରାତ୍ରିଘ୦୮/୫୧ଗତେ ଦ୍ଵାଦଶୀ ,ନକ୍ଷତ୍ର- ପୂର୍ବଭାଦ୍ର ରାତ୍ରି ୧୦/୫୫ଗତେ ଉତ୍ତରଭାଦ୍ର ,ସୁର୍ୟୋଦୟ-ପ୍ରାତଃଘ୦୫/୨୦/୪୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୭/୫୭ ,ଯୋଗିନୀ ଦକ୍ଷିଣେ ରାତ୍ରି ଘ୮/୫୧ ଗତେ ନୈରୁତେ ,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଧନୁ ଓ ମୀନ ରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟା ରାଶି ର ଘାତବାର ,ଅଦ୍ୟ ମୃତେ ଦ୍ଵିପାଦ ରାତ୍ରି ୦୮/୫୦ ଗତେ ତ୍ରିପାଦ ଓ ରାତ୍ରି ୧୦/୫୪ ଗତେ ଦ୍ଵିପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୬/୫୪ […]