ଆଜିର ରାଶିଫଳ
ମଇ ମାସ ୧୦ ତାରିଖ ୨୦୨୪ ମସିହା(ଶୁକ୍ରବାର) ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା ରାତ୍ରି ଘ୦୨/୩୨ ଗତେ ଚତୁର୍ଥୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୭/୧୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/୪୭* ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୨/୩୨ ଗତେ ନୈରୁତେ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କନ୍ୟା ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର,ଅଦ୍ୟ ମୃତେ ଏକପାଦ ଓ ଦିବା ଘ୦୬/୦୪ ଗତେ ଦ୍ଵିପାଦ ଓ ଦିବା ଘ୧୨/୧୮ ଗତେ ରାତ୍ରି ଘ ୦୩/୫୬ ମଧେ ଏକପାଦ ପୁଷ୍କରଦୋଷ, କାଳବେଳା ଓ ବାରବେଳା – ଦିବା ଘ […]