Browsing monthly archive

June 2024

ଆଜି ଆସିବ ଜନାଦେଶ

ଭୁବନେଶ୍ୱର,୪।୭(ଏସଏସନିଉଜ)ପ୍ରତୀକ୍ଷାର ଅନ୍ତ ହେବ।ଆଜି ଆସିବ ଜନାଦେଶ।ଖୋଲିବ ଇଭିଏମ୍ ପେଡି।ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟଫଳ। କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଓଡ଼ିଶାରେ କାହା ଦଖଲକୁ ଯିବ କ୍ଷମତା ? ଆଜି ଲୋକସଭା ସମେତ ଓଡ଼ିଶା ବିଧାନସଭା ନିର୍ବାଚନର ଆସିବ ରେଜଲ୍ଟ।

କାଲିହେବ ନେତାଙ୍କ ଭାଗ୍ୟପରୀକ୍ଷା

ଭୁବନେଶ୍ୱର,୩ା୬(ଏସଏସନିଉଜ) ଆସନ୍ତାକାଲି ଭୋଟ ଗଣତି । ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ ।ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ୍ ଦାୟିତ୍ୱରେ ରହିଛନ୍ତି । ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହ ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍ । ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି […]

ଓଲଟିଲା ଟ୍ରାକ୍ଟର, ଚାଲିଗଲା ୧୩ ଜୀବନ

ଭୁବନେଶ୍ୱର,୩ା୬(ଏସଏସନିଉଜ)ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଟ୍ରାକ୍ଟର । ଘଟଣାସ୍ଥଳରେ ହିଁ ଚାଲିଗଲା ୧୩ ଜୀବନ । ସେହିପରି ଗୁରୁତର ଅବସ୍ଥାରେ ଆଉ ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ମଧ୍ୟପ୍ରଦେଶ ରାଜଗଡ଼ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଏକ ଟ୍ରାକ୍ଟରରେ ରାଜଗଡ଼ କୁଲାମପୁରା ରବିବାରରାତିରେ ଯାଉଥିଲେ । ସମସ୍ତ ମୃତାହତ ରାଜସ୍ଥାନ ମୋତିପୁରା ଗାଁର ହୋଇଥିବା ସୂଚନା ମିଳିଛିାସେହିଭଳିଭାବେ ଏକନିର୍ମାଣାଧିନ ବ୍ରିଜରୁ ଖସିପଡିଲା ବୋଲେରୋ,ଯାହାଫଳରେ ଏହି ଦୁର୍ଘଟଣାରେ […]

୪ ଛୁଆଙ୍କ ସହ ପାଣିଟାଙ୍କିକୁ ଡେଇଁଲା ମାଆ

ଭୁବନେଶ୍ୱର,୩ା୬(ଏସଏସନିଉଜ)୪ ଛୁଆଙ୍କ ସହ ପାଣି ଟାଙ୍କିକୁ ଡେଇଁ ମାଆ ଆତ୍ମହତ୍ୟା ଉଦ୍ୟମ କରିଛି ।ରାଜସ୍ଥାନ ବାଡମେର ଜିଲ୍ଲାରେ ପାରିବାରିକ କଳହକୁ ନେଇ ଏହି ଅଘଟଣ ଘଟିଛି ।ପାଣିରେ ବୁଡ଼ି ୪ ଛୁଆ ମୃତ୍ୟୁବରଣ କରିଥିବାବେଳେ, ମାଆକୁ ଉଦ୍ଧାର କରିଛିପୋଲିସା  

ଆଜିଠୁ +୩ ନାମ ଲେଖା ଆବେଦନ

ଭୁବନେଶ୍ୱର,୩ା୬(ଏସଏସନିଉଜ)ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ +୩ ନାମ ଲେଖା ପାଇଁ ଆବେଦନ ଜୁନ୍ ୩ ଅପରାହ୍ନ ୪ଟା ରୁ ଆରମ୍ଭ ହୋଇ ଜୁନ୍ ୧୭ ପର୍ଯ୍ୟନ୍ତ ଚାଲିବ। ଛାତ୍ର ଛାତ୍ରୀ ମାନେ www.samsodisha.gov.in ୱେବସାଇଟକୁ ଯାଇ ପଞ୍ଜିକରଣ କରି ପାରିବେ।୨୫ ଜୁନ୍ ସନ୍ଧ୍ୟା ରେ ପ୍ରକାଶ ପାଇବ ପ୍ରଥମ ମେଧାତାଲିକା ଓ ୨୬ଜୁନ୍ ରୁ ପ୍ରଥମରାଉଣ୍ଡ ନାମ ଲେଖା ହେବାସୂଚନାଯୋଗ୍ୟ ଏଥର ୨ଟିପର୍ଯ୍ୟାୟରେ ନାମ ଲେଖା ହେବ।କଳା, ବିଜ୍ଞାନ, ବାଣିଜ୍ୟ ରେ ସ୍ନାତକ ନାମ ଲେଖା ସହ […]

କୁଆଡ଼େ ଗଲେ ଡାକ୍ତର ଅମ୍ଲାନ

ମାଲକାନଗିରି,୩ା୬(ଏସଏସନିଉଜ) କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ଦୁଇ ଦିନ ହେଲା ଅପହୃତ ହୋଇଥିଲେ ମଧ୍ୟ ତାଙ୍କର ପତାମିଳିପାରିନି । ଶନିବାରଠୁ ତାଙ୍କର କୌଣସି ଖୋଜଖବର ମିଳିନଥିବା ବେଳେ ଏହାକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଦେଖା କରିଛନ୍ତି ଡାକ୍ତରଙ୍କ ବାପା ।ଶନିବାରରାତିରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟିପରେ ସରକାରୀକ୍ୱାର୍ଟର୍ସକୁ ଯାଇଥିଲେ ଅମ୍ଳାନ । ଏହି ସମୟରେ କିଛି ଦୁବୃର୍ତ୍ତ ତାଙ୍କୁ ଘରୁ କୁଆଡ଼େ ଟେକି ନେଇ ଯାଇଥିବାନେଇ ମେଡିକାଲ୍ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଥିଲେ । ପୁଅକୁ […]

ଆଜିର ରାଶିଫଳ

ଜୁନ୍ ମାସ ୦୪ତାରିଖ୨୦୨୪ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୦/୦୩ ଗତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୫ /୧୧/୩୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/ ୧୯/୩୧ ,ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୦୩ ଗତେ ପଶ୍ଚିମେ ,ତ୍ରୟୋଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛାରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,ଅଦ୍ୟ ମୃତେ ଏକପାଦଦୋଷ ରାତ୍ରି ଘ୧୧/୧୩ ଗତେ ଦ୍ଵିପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୧/୨୫ ଗତେ ଘ୦ ୩/୦୪ ମଧ୍ୟେ ,ବାରବେଳା – ଦିବା ଘ୦୬/୪୮ ଗତେ ଘ୦୮/୨୬ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- […]

ଆରମ୍ଭ ହେଲା ଦ୍ୱିତୀୟବାର୍ଷିକ ମହାଯଜ୍ଞ

ବାରଙ୍ଗ, ୨।୬(ଏସଏସନିଉଜ) ବାରଙ୍ଗବ୍ଲକ ଅନ୍ତର୍ଗତ କୁହ୍ନେଇପଡା ପଞ୍ଚାୟତର ଫକିରପଡାଗ୍ରାମରେ ପ୍ରଭୁ ଶ୍ରୀଶ୍ରୀ ଶନିଶ୍ଚରଙ୍କ ପବିତ୍ର ପୀଠସ୍ଥଳୀରେ ଦ୍ୱିତୀୟ ବାର୍ଷିକଉତ୍ସବ ପାଳନ ସହ ମହାଯଜ୍ଞ ଅନୁଷ୍ଠିତ ହେଉଛି ।ପୂର୍ବବର୍ଷ ପରି ଚଳିତବର୍ଷ ପ୍ରଭୁ ଶ୍ରୀଶ୍ରୀ ଶନିଶ୍ଚରଙ୍କ ଦିବସ ବହୁ ଆଡମ୍ବର ସହ ପାଳନ କରାଯାଉଛି ।ଏହି ବାର୍ଷିକଉତ୍ସବରେ କୁଳପୁରୋହିତ ସୁବାଷପଣ୍ଡାଙ୍କ ତତ୍ବାବଧାନରେ ମହାଯଜ୍ଞ ୨ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି ।ରବିବାରଦିନ ଅଙ୍କୁରାରୋପଣ କରାଯିବା ପରେ ପୂର୍ବାହ୍ନରେ ପୁରୀ ମୁଖ୍ୟ କେନାଲରୁ ମହାସମାରୋହରେ ୧୦୮ କଳସଯାତ୍ରା କରାଯାଇଛି।କଳସଯାତ୍ରା ପରେ […]

ଆଜିର ରାଶିଫଳ

ଜୁନ୍ ମାସ ୦୩ତାରିଖ ୨୦୨୪ମସିହା(ସୋମବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ ,ତିଥି- ଦ୍ଵାଦଶୀ ରାତ୍ରି ଘ୧୨/୨୬ ଗତେ ତ୍ରୟୋଦଶୀ ,ନକ୍ଷତ୍ର- ଅଶ୍ବିନୀ ରାତ୍ରି ଘ୧୨/୪୮ଗତେ ଦ୍ଵିଜା ,ସୁର୍ୟୋଦୟ-ପ୍ରାତଃଘ ୦୫/ ୧୧/୨୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୦୧ ,ଯୋଗିନୀ ନୈରୁତେ ରାତ୍ରି ଘ୧୨/୨୫ଗତେ ଦକ୍ଷିଣେ ,ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମେଷରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,ଅଦ୍ୟ ମୃତେ ରାତ୍ରି ଘ୧୨/୨୬ ମଧ୍ୟେ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୬/୪୮ ଗତେ ଘ୦୮/୨୬ ମଧ୍ୟେ ,ବାରବେଳା – ଦିବା ଘ୦୩/୦୪ ଗତେ […]

ଏକଜିଟ୍ ପୋଲ୍ ଅଙ୍କକଷା…

ଭୁବନେଶ୍ୱର,୨ା୬(ଏସଏସନିଉଜ) ଏକଜିଟ୍ ପୋଲକୁ ନେଇ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ।ବରିଷ୍ଠ ବିଜେଡ଼ି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଉଭୟ ଲୋକସଭା ଓ ବିଧାନସଭାରେ ଭଲ କରିବ ବିଜେଡ଼ି ।ଏକଜିଟ୍ ପୋଲ ଆକଳନ ସବୁବେଳେ ଠିକ୍ ହୁଏନାହିଁ ।ବିଜେଡ଼ି ବାସ୍ତବରେ ସରକାର ଗଠନ କରିବାକୁ ଯାଉଛି ।ମୁଖ୍ୟମନ୍ତ୍ରୀ ୯ରେ ଶପଥ ନେବେ, ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ।୨୦୧୯ର ଏକଜିଟ୍ ପୋଲ ଭୁଲ […]