Browsing monthly archive

June 2024

୧୭ରେ ଖୋଲିବ ବିଦ୍ୟାଳୟ

ଭୁବନେଶ୍ଵର,୮ା୬(ଏସଏସନିଉଜ) ୧୭ତାରିଖରେ ବିଦ୍ୟାଳୟ ଖୋଲିବାକୁଯାଉଛି ।ଏଥିପାଇଁ ସପ୍ତାହେ ପୂର୍ବରୁ ପ୍ରସ୍ତୁତ ହେବେ କୃର୍ତ୍ତୁପକ୍ଷା ଶ୍ରେଣୀ ଗୃହ ଶୌଚାଳୟ ଓ କ୍ୟାମ୍ପସକୁ ସଫେଇ କରାଯିବା ସ୍ମାଟ କ୍ଲାସ ରୁମ ଓ ଇ ଲାଇବ୍ରେରୀ ପ୍ରସ୍ତୁତ ରଖାଯିବ ।ମଧ୍ୟାହ୍ନ ଭଜନ ପାଇଁ ସାମଗ୍ରୀ ଯାଞ୍ଚ କରିବେ ପାଚିକା ।ବିଦ୍ୟାଳୟରେ ଶିକ୍ଷକମାନେ ଶ୍ରେଣୀଗୃହରେ ପିଲାମାନଙ୍କୁ ପାଠନପଢାଇ ମୋବାଇଲ ଦେଖିବା ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି ।ଏହାସହ ପାନୀୟ ଜଳକୁ ଗୁରୁତ୍ୱ ଦିଆଯିବ ଓ ପିଲାଙ୍କୁ ଶୁଦ୍ଧପାଣି ଯୋଗାଇବା ପାଇଁ ପଦକ୍ଷେପ ନେବାକୁ […]

ମହାପ୍ରଭୂଙ୍କ ଦର୍ଶନ କଲେ ନବନିର୍ବାଚିତ ବିଧାୟକ

ଭୁବନେଶ୍ଵର,୮ା୬(ଏସଏସନିଉଜ) ବିଜେପି ବିଧାୟକମାନେ ବିଜୟ ମୁକୁଟ ପିନ୍ଧିଲା ପରେ ପୁରୀଯାଇ ଜଗନ୍ନାଥମହାପ୍ରଭୂଙ୍କ ଦର୍ଶନ କରିଛନ୍ତି ।ଶ୍ରୀକ୍ଷେତ୍ରରେ ଜଗତରନାଥ ,କାଳିଆ ଠାକୁର, ପତିତପାବନ, ନୀଳାଞ୍ଚଳ ନିବାସୀ, ପରମାତ୍ମା , ନୀଳ କନ୍ଦ୍ରେରେଶ୍ୱେର , ମାଧବ , ପୁଣ୍ଡରିକାକ୍ଷ୍ୟ ଙ୍କୁ ଦର୍ଶନ କରିଥିବା ଜଣାପଡ଼ିଛି । ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ନେଇ ସଂକଳ୍ପ ନେଇଥିବା ସୂଚନା ।  

ନିଲମ୍ବନ ହଟିଲା

ଭୁବନେଶ୍ଵର,୮ା୬(ଏସଏସନିଉଜ) କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟାଇଲେ ନିର୍ବାଚନ କମିଶନ ।ମୁଖ୍ୟସଚିବ ପ୍ରଦୀପ ଜେନାଙ୍କୁ ରିପୋର୍ଟ କରିବେ କୁଟ୍ଟେ ।ଓଚଝ ଆଶୀଷ ସିଂ ଶାରୀରିକ ଓ ମାନସିକ ସୁସ୍ଥାଭୁଲ ତଥ୍ୟ ପାଇଁ ଆଶୀଷ ସିଂ ଉପରେ ହୋଇପାରେ ଆକ୍ସନ । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଲେ ସୂଚନାା

୫୩ବର୍ଷ ପରେ ରଥଯାତ୍ରାଦିନ ବିରଳ ଯୋଗ

ଭୁବନେଶ୍ଵର,୮ା୬(ଏସଏସନିଉଜ) ଚଳିତବର୍ଷ ୧୫ଦିନ ବଦଳରେ ୧୩ଦିନ ଅଣସରନୀତି। ୫୩ବର୍ଷପରେ ଗୋଟିଏଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ହାତରେ ଦୁଇଦିନ ସମୟ କମ୍ ଥିବାରୁ ଚଳିତ ରଥଯାତ୍ରା ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। ନୂଆ ସରକାରଙ୍କୁ ନେଇ ଚଳିତ ରଥଯାତ୍ରା କିଭଳି ସମନ୍ବୟ ଭିତ୍ତିରେ ଶେଷ ହେବ, ତାହା ଚିନ୍ତାର କାରଣ ପାଲଟିଛି। ଏ ଉପରେ ଆଜି ଶ୍ରୀମନ୍ଦିର ଦଇତାପତି ନିଯୋଗର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ […]

ଅଜିରରାଶିଫଳ

୨୦୨୪ମସିହା ଜୁନ୍ ମାସ ୮ତାରିଖଶନିବାର ।ଅଦ୍ୟ ରମ୍ଭା ତୃତୀୟା ବ୍ରତଂ, ସାୟାହ୍ନ ବ୍ୟାପ୍ତି ବ୍ୟବସ୍ଥା।ସୁର୍ଯ୍ୟୋଦୟ- ଘ୫/୧୦/୩୫ ,ସୂର୍ଯ୍ୟାସ୍ତ- ଘ୬/୨୦/୧୭ ,ଜ୍ୟେଷ୍ଠମାସ ,ଶୁକ୍ଳପକ୍ଷ ,ଶୌରିବାସ ,ତିଥି- ଦ୍ବିତୀୟା ଦିବା ଘ୩/୪୬ମିପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଆର୍ଦ୍ରା ନକ୍ଷତ୍ର ରାତ୍ରି ଘ୮/୧୩ମି ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ ନକ୍ଷତ୍ର।ଯୋଗ- ଗଣ୍ଡଯୋଗ ରାତ୍ରି ଘ୭/୩୧ମିପର୍ଯ୍ୟନ୍ତ ତଦନ୍ତେ ବୃଦ୍ଧିଯୋଗ। କରଣ- କୌଳବକରଣ ଦିବା ଘ୩/୪୬ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ରାତ୍ରି ଘ୩/୪୧ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୩/୪୬ମିପରେ ଆଗ୍ନେୟକୋଣରେ।ଶନିବାରଦୋଷ ହେତୁ ଯାତ୍ରାଦି […]

ଆଜିରରାଶିଫଳ

୨୦୨୪ମସିହା ଜୁନ୍ ମାସ ୭ତାରିଖ ଶୁକ୍ରବାର।ଦ୍ବିତୀୟାରଚନ୍ଦ୍ରଦର୍ଶନ,ପୂଜା ଓ ଅର୍ଘ୍ୟଦାନ, ପଞ୍ଚଗ୍ରହ କୂଟଶେଷ।ସୁର୍ଯ୍ୟୋଦୟ- ଘ୫/୧୦/୩୩,ସୂର୍ଯ୍ୟାସ୍ତ- ଘ୬/୧୯/୫୭,ଜ୍ୟେଷ୍ଠମାସ,ଶୁକ୍ଳପକ୍ଷ,ଭୃଗୁ ବାସ,ତିଥି- ପ୍ରତିପଦ୍ ଦିବା ଘ୪/୩୭ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୪/୩୭ମି ପରେ ଉତ୍ତର ଦିଗରେ। ରବିଯୁକ୍ତ ଓ ତିଥି ଦୋଷ ହେତୁ ଦିବା ଘ୪/୩୭ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ। ଉତ୍ତରଦିଗ, ବାୟୁକୋଣ, ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର- ବିଛା ରାଶିର ଏବଂ ଦିବା ଘ୮/୩୧ମି ପରେ କନ୍ୟା ରାଶିର ଘାତଚନ୍ଦ୍ର। […]

ମେଣ୍ଢାଶାଳରେ ଗଛଲଗାଇଲେ ଛାତ୍ରୀ

ମେଣ୍ଢାଶାଳ,୬।୬(ଏସଏସନିଉଜ)ମେଣ୍ଢାଶାଳ ଗ୍ରା:ପ କାର୍ଯ୍ୟାଳୟ ପରିସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ପରିବେଶ ସୁରକ୍ଷା ଓ ସ୍ୱଚ୍ଛଭାରତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ରମାଦେବୀ ମହିଳାବିଶ୍ୱବିଦ୍ୟାଳୟ ତରଫରୁ ଜିଲ୍ଲା ସଂଯୋଜକ ଡ଼ଃ ରେବତୀକାନ୍ତ ମହାରଣା, ଏନଏସଏସ ର ଡ଼ଃ ସୁଶାନ୍ତ କୁମାର ପଟ୍ଟନାୟକ, ଯୁବ ରେଡକ୍ରସର ଡ଼ଃ ବିମଳାପାତ୍ର ପ୍ରମୁଖ କର୍ମଶାଳାରେ ଯୋଗଦେଇ ଉପସ୍ଥିତ ଗ୍ରାମବାସୀମାନେ ନିଜ ପରିବାରର ସ୍ୱଚ୍ଛତା ଗୃହର ସ୍ୱଚ୍ଛତା ଓ ସର୍ବୋପରି ଗ୍ରାମର ସ୍ୱଚ୍ଛତା ରକ୍ଷା କରିବାକୁ ପରାମର୍ଶ ପ୍ରଦାନ କରିଥିଲେ।ଗ୍ରାମବାସୀମାନେ ସଂକ୍ରମିତ ରୋଗରୁ […]

ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ପୂର୍ବରୁ ମକ୍‌ଡ୍ରିଲ୍‌

ବୁର୍ଲା,୬ା୬(ଏସଏସନିଉଜ) ବର୍ଷା ଦିନପୁର୍ବରୁ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ବୁଧବାରଦିନ ଡ୍ୟାମରେ ଏକ ମକଡ୍ରିଲ୍ ହୋଇଥିଲା ।ଏଠାରେ ରହିଥିବା ସମସ୍ତ ୯୮ଟି ଗେଟ୍ ମଧ୍ୟରୁ ୨୧ଟିର ଟିକିନିଖି ଯାଞ୍ଚ କରାଯାଇଥିଲା ।ଏହାସହ ସ୍ପିଲ୍ୱେ ଭିତରେ ଏବଂ ଉପରେ ଥିବା କ୍ରେନ୍, ସମସ୍ତ ଜେନେଟର ଓ ସମସ୍ତ ଯନ୍ତ୍ରାଂଶକୁ ଯାଂଚ କରାଯାଇଥିଲା ।

ମଦ୍ୟପଚାଳକ ୨ଭଉଣୀଙ୍କୁ ଟ୍ରକ୍ ମଡ଼ାଇଦେଲା

କାଳିଆପାଣି ,୬ା୬(ଏସଏସନିଉଜ) ଘର ପାଖ ଅଗଣାରେ ଖେଳୁଥିଲେ ୨ ଭଉଣୀ। ହଠାତ୍ ପାଚେରି ଭାଙ୍ଗି ସେମାନଙ୍କ ଉପରକୁ ମାଡ଼ି ଯାଇଥିଲା ଟ୍ରକ୍‌। ଏଥିରେ ବଡ଼ ଭଉଣୀ ପ୍ରିୟଦର୍ଶିନୀ ମହାନ୍ତି(୧୨)ଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବାବେଳେ ସାନଭଉଣି ସୌମ୍ୟା ଶୁଭଦର୍ଶିନୀ(୯) ଏବେ ଚିକିତ୍ସାଧୀନ ଅଛନ୍ତି।ଯାଜପୁର ଜିଲ୍ଲା କାଳିଆପାଣି ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ ପାର୍ଶ୍ବସ୍ଥ ସାରୁଆବିଲ ତାରିଣୀପୀଠ ପାଖ ପ୍ରଶାନ୍ତ କୁମାର ମହାନ୍ତିଙ୍କ ଘର ଅଗଣାରେ ଏହି ଘଟଣା ଘଟିଛି । ମୃତ ବାଳିକା ଦୈତାରୀ ଖଣି ଆଦର୍ଶ […]

କାହାକୁ ଛଡ଼ାଯିବନି,ସମସ୍ତେ ଜେଲ୍ ଯିବେ

ଭୁବନେଶ୍ଵର,୬ା୬(ଏସଏସନିଉଜ) ବିଜେପିର ବିପୁଳ ବିଜୟ ପରେ ଜୟନାରାୟଣମିଶ୍ର ପ୍ରେସମିଟ୍ କରିଛନ୍ତି ।ସେକହିଛନ୍ତି ଲୋକଙ୍କ ଭିତରେ କ୍ରୋଧ ଥିଲା, ଡାକ୍ତର , ଶିକ୍ଷକ ନାହାନ୍ତି , ଧାନମଣ୍ଡି ଇସ୍ୟୁ ତାସାଙ୍ଗକୁ ନିର୍ଦ୍ଦିଷ୍ଟ ରଣନୀତି କରି ବିଜେଡିକୁ ଆକ୍ରମଣ କରିଥିଲୁ , କିନ୍ତୁ ବିକଳ୍ପ ନଥିଲା , ଲୋକେ ବିକଳ୍ପ ଖୋଜୁଥିଲେ ଆମେ ସଫଳ ହେଲୁ । ମୁଁ ଯେଉଁଦିନ ବିରୋଧୀ ଦଳର ନେତା ହେଲି ସେଦିନଠାରୁ କହୁଛି ବିଜେପି ଜିତିବ। ମୋ କଥା ଆଜି ସତ୍ୟ ହୋଇଛି। ଅନେକ […]