ଆଜିର ରାଶିଫଳ
ସେପ୍ଟେମ୍ବରମାସ ୦୭ତାରିଖ ୨୦୨୪ ମସିହା(ଶନିବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି-ଚତୁର୍ଥୀ ସନ୍ଧ୍ୟା ଘ୦୫/୨୩ଗତେ ପଞ୍ଚମୀ,ନକ୍ଷତ୍ର- ଚିତ୍ରା ଦିବା ଘ୦୧/୦୭ ଗତେ ସ୍ଵାତୀ,ଗଣେଷପୂଜା, ସୁର୍ୟୋଦୟ -ପ୍ରାତଃ ଘ୦୫/୩୬/୪୫,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୪/୨୦,ଯୋଗିନୀ ନୈରୁତେ ସନ୍ଧ୍ୟା ଘ୦୫/୨୩ ଗତେ ଦକ୍ଷିଣେ,ଚତୁର୍ଥୀର ଏକୋଦିଷ୍ଟଶ୍ରାଦ୍ଧ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୭/୧୧ମଧ୍ୟେ ଓ ଦିବା ଘ୦୪/୧୮ଗତେ ଘ୦୫/୫୧ ମଧ୍ୟେ,ବାରବେଳା -ଦିବା ଘ୦୧/୧୩ଗତେ ଘ୦୨/୪୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୩୭ ଗତେ ଘ୧୨/୫୦ମଧ୍ୟେ ଓ ଘ୦୮/୧୪ ଗତେ ଘ୧୦/୩୭ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ମୂଳା ସନ୍ଧ୍ୟା ଘ୦୫/୨୩ଗତେ […]