Browsing monthly archive

September 2024

ଯିଏ ଟଙ୍କା ମାଗିବ କାର୍ୟ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର,୪ା୯(ଏସଏସନିଉଜ)ସୁଭଦ୍ରା ଫର୍ମ ଆବେଦନକାରୀଙ୍କ ପାଇଁ ବଡ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ । କହିଲେ, ଯିଏ ଟଙ୍କା ମାଗୁଛି ତା ନାଁରେ ଅଭିଯୋଗ କରନ୍ତୁ । ଯିଏ ଟଙ୍କା ମାଗିବ କାର୍ୟ୍ୟାନୁଷ୍ଠାନ ହେବାସୁଭଦ୍ରା ଯୋଜନା ସମ୍ପୂର୍ଣ ଦେୟମୁକ୍ତାଜନସେବା ଆଧାର କେନ୍ଦ୍ରରେ ଆବେଦନକାରୀଙ୍କୁ ଟଙ୍କା ମାଗିବା ମନା , ସୁଭଦ୍ରା ଫର୍ମ ଭରିବା ଏକ ମାଗଣା ସେବା ,ସରକାରଙ୍କ ପକ୍ଷରୁ ଆଧାର ଓ ଜନସେବା କେନ୍ଦ୍ରଙ୍କୁ ଟଙ୍କା ଦିଆଯାଇଛି, ଆବେଦନକାରୀଙ୍କୁ ଟଙ୍କା ମାଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ , ଯିଏ […]

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୫ତାରିଖ ୨୦୨୪ମସିହା(ଗୁରୁବାର)ଭାଦ୍ରବମାସ- ଶୁକ୍ଳପକ୍ଷ ,ତିଥି- ଦ୍ଵିତୀୟା ଦିବାଘ୧୨/୧୬ଗତେ ତୃତୀୟା ,ନକ୍ଷତ୍ର- ଉତ୍ତରା ଫା ଦିବା ଘ୦୬/୫୬ଗତେ ହସ୍ତା ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୨୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୧୦ ,ଯୋଗିନୀ ଉତ୍ତରେ ଦିବା ଘ୧୨/୧୬ଗତେ ଅଗ୍ନିକୋଣେ ,ଦ୍ଵିତୀୟା ର ଏକୋଦିଷ୍ଟ ଓ ତୃତୀୟା ପାର୍ବଣଶ୍ରାଦ୍ଧ ,ବୃଷରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର ,ମୃତେ ଦ୍ଵୀପାଦଦୋଷ ଓ ଦିବା ଘ୦୬/୫୫ଗତେ ଘ୧୨/୧୬ମଧ୍ୟେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା – ଦିବା ଘ୦୨/୪୮ଗତେ ଘ୦୫/୫୩ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା […]

ଏଥର କଟକ ବାଲିଯାତ୍ରା ୮ ଦିନ ଚାଲିବ

କଟକ,୪ା୯(ଏସଏସନିଉଜ)ଆସନ୍ତା ନଭେମ୍ବର ୧୫ରୁ ମହାନଦୀପଠାରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇ ନଭେମ୍ବର ୨୨ ତାରିଖ ପର୍ୟ୍ୟନ୍ତ ଏହି ଯାତ୍ରା ଚାଲିବ ।ଏଥିନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଗଣମାଧ୍ୟମକୁ ବୁଧବାର ସୂଚନା ଦେଇଛନ୍ତିାସେ କହିଛନ୍ତି, ଏଥର ବହୁ ସଂଖ୍ୟାରେ ବ୍ୟବସାୟୀଙ୍କୁ ବ୍ୟବସାୟ ସୁଯୋଗ ମିଳିବ। ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରାଯିବ।

ପିଉସୀଙ୍କୁ ହତ୍ୟା କଲା ପୁତୁରା

ମୟୂରଭଞ୍ଜ, ୪ା୯(ଏସଏସନିଉଜ) ବୁଧବାର ଅପରାହ୍ନରେ ବେତନଟୀଥାନା ଅଧୀନ ଦହିକୋଟି ଗ୍ରାମରେ ପିଉସୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି ପୁତୁରା।ଗ୍ରାମବାସୀମାନେ ହତ୍ୟାକାରୀ ପୁତୁରାକୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି ।ମୃତକ ହେଉଛନ୍ତି ସ୍ବର୍ଗତ ପଙ୍କଜ କୁମାର ମିଶ୍ରଙ୍କ ଚାରୁଲତା ମିଶ୍ର (୬୪) ଓ ଅଭିଯୁକ୍ତ ଜଣକ ହେଉଛି ସ୍ବର୍ଗତ ପଙ୍କଜ କୁମାର ମିଶ୍ରଙ୍କ ପୁଅ କାନ୍ଦୁରୁ ଓରଫ ତନ୍ମୟ କୁମାର ମିଶ୍ର(୨୧)ା

ନୂଆଖାଇ ପାଇଁ ସୋମବାର ଛୁଟି

ଭୁବନେଶ୍ବର, , ୪ା୯(ଏସଏସନିଉଜ) ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ନୂଆଖାଇ ତିନି ଦିନ ପରେ ପାଳନ ହେବ। ଆଜି ସରକାର ଘୋଷଣା କରିଛନ୍ତି ଯେ, ଆସନ୍ତା ୯ ତାରିଖ ସୋମବାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ସ୍କୁଲ ଛୁଟି ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଲୁହାପଥର ଖଣିରେ ସିବିଆଇ ରେଡ୍

  କୋଇଡ଼ା,୪/୮(ଏସଏସନିଉଜ) ବରସୁଆଁ ଲୁହା ପଥର ଖଣିରେ ସିବିଆଇର ଖୋଳତାଡ଼ ଆରମ୍ଭ ହୋଇଛି।ଲୁହା ପଥରର ମାନ ବଦଳାଇବାରୁ ରାଜସ୍ୱ କ୍ଷତି ପରେ ଚଢ଼ାଉ ସୂଚନା ମିଳିଛି।ପଚରାଉଚରା ପାଇଁ ସେଲ୍ ଅଧିକାରୀଙ୍କୁ ଡାକିଛି ସିବିଆଇ।ଲୁହାପଥର ମାନ ବଦଳାଇ ଷ୍ଟକ୍‌ରୁ ବିକ୍ରି କରାଯାଇଥିବା ଅଭିଯୋଗ ଆସିଛି। ଶହଶହ କୋଟି ରାଜସ୍ୱ କ୍ଷତି ଅଭିଯୋଗ ହୋଇଛି।ଉଚ୍ଚସ୍ତରୀୟ ତଦନ୍ତ ପାଇଁ CBIକୁ କେସ୍ ହସ୍ତାନ୍ତର କରିଥିଲା ଭିଜିଲାନ୍ସ।

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୪ତାରିଖ୨୦୨୪ ମସିହା (ବୁଧବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ଦିବା ଘ୦୯/୪୫ଗତେଦ୍ଵିତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୩୬/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭ /୦୨,ଯୋଗିନୀପୂର୍ବେ ଦିବା ଘ୦୯/୪୫ ଗତେ ଉତ୍ତରେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବୃଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ମୃତେ ଦିବା ୦୯/୪୬ ଗତେ ଦ୍ଵୀପାଦ ପୁଷ୍କର ଦୋଷ, କାଳବେଳା -ଦିବା ଘ୦୮/୪୦ ଗତେଘ ୧୦/୧୩ ମଧ୍ୟେ,ବାରବେଳା – ଦିବା ଘ୧୧/୪୪ ଗତେ ଘ୦୧/୧୭ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୧୩ ମଧ୍ୟେ ଓ ଘ୦୧/୧୮ ଗତେ ଘ୦୧/୩୮ ମଧ୍ୟେ ଓ ରାତ୍ରି ଘ୦୬/୪୦ ଗତେ ଘ୦୯/୦୫ […]

ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି

ଭୁବନେଶ୍ୱର,୩ା୯(ଏସଏସନିଉଜ) ସୁନୀତି ମୁଣ୍ଡଙ୍କୁ ଘଉଡ଼ାଇ ଦେଲେ ମହିଳା ବିଜେପି କର୍ମୀାବିଜେପି ରାଜ୍ୟ କାର୍ୟ୍ୟାଳୟକୁ ଆସିଥିବା ବେଳେ ଘଉଡ଼ାଇ ଦେଲୋନିଲମ୍ବନ ସତ୍ତ୍ୱେ ପାର୍ଟି ଅଫିସକୁ ଆସିଥିବାରୁ ଘଉଡ଼ାଇ ଦେଲୋଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେବା ଅଭିଯୋଗରେ ଘଉଡ଼ାଇଲୋନିକଟରେ ସୁନୀତିଙ୍କୁ ବିଜେପିରୁ ନିଲମ୍ବନ କରାଯାଇଥିଲାାଭୁବନେଶ୍ୱର ମହାନଗର ବିଜେପି ମେୟର ପ୍ରାର୍ଥୀ ଥିଲେ ସୁନୀତିା

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୦୩ତାରିଖ ୨୦୨୪ମସିହା(ମଙ୍ଗଳବାର)ଭାଦ୍ରବ ମାସ- କୃଷ୍ଣପକ୍ଷ ,ତିଥି- ଅମାବାସ୍ୟା ଦିବା ଘ୦୭/୨୮ଗତେ ପ୍ରତିପଦ ,ନକ୍ଷତ୍ର- ପୂର୍ବା ଫା ଶେଷରାତ୍ରି ଘ୦୫/୩୨ ଗତେ ଉତ୍ତରା ଫା ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୫/୫୫ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୫୨ ,ଯୋଗିନୀ ଐଶାନ୍ୟେ ଦିବା ଘ୦୭/୨୮ଗତେ ପୂର୍ବେ ,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର ,ମକର ରାଶି ର ଘାତବାର ,ମୃତେ ଏକପାଦ ପୁଷ୍କର ଦୋଷ ,କାଳବେଳା -ଦିବା ଘ୦୧/୨୭ ଗତେ ଘ୦୨/୫୦ ମଧ୍ୟେ ,ବାରବେଳା […]

ଟ୍ରାକ୍‌ରୁ ଖସିଲା ୧୭ଟି ବଗି

ଭୁବନେଶ୍ୱର,୨ା୯(ଏସଏସନିଉଜ)ପାରାଦୀପ ବାଉରିଆପାଳନ୍ଦାରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହୋଇ ୧୭ଟି ବଗି ଟ୍ରାକ୍ରୁ ଖସିଯାଇଛି । ସୋମବାର ସକାଳୁ ଏକ ମାଲବାହୀଟ୍ରେନ୍ ପାରାଦୀପବନ୍ଦରକୁ ଯାଉଥିବାବେଳେ ବାଉରିଆପାଳନ୍ଦା ନିକଟରେ ଟ୍ରେନଟି ହଠାତ୍ ଲାଇନ୍ଚ୍ୟୁତ ହୋଇ ଗୋଟିଏ ବଗି ଓଲଟି ପଡିଥିବା ବେଳେ ଆଉ ଗୋଟିଏ ଅଧା ଅଣେଇ ହୋଇଛି । ଖବରପାଇ ରେଳବାଇର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଥିଲେ ।