Browsing yearly archive

2024

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୧୧ତାରିଖ ରବିବାର। ଦ୍ବିତୀୟାର ଚନ୍ଦ୍ରଦର୍ଶନପୂଜା ଓ ଅର୍ଘ୍ୟଦାନ,ଶନିଶ୍ଚରଅସ୍ତ।ବିବିଧ-ଶରଣଂ ।ସୁର୍ଯ୍ୟୋଦୟ- ଘ୬/୨୨ /୧ ,ସୂର୍ଯ୍ୟାସ୍ତ- ଘ୫/୪୦/୩ ,ମାଘମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ଦ୍ବିତୀୟା ରାତ୍ରିଘ୯/୩୬ମିପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ,ରାତ୍ରି ଘ୯/୩୬ମିପରେ ଆଗ୍ନେୟକୋଣରେ।ଶନିଯୁକ୍ତ ଦୋଷହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଘାତଚନ୍ଦ୍ର।ଘାତ ବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବୋଇତାଳୁ ରାତ୍ରି ଘ୯/୩୬ମିପରେ ପୋଟଳଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୭/୪୪ମି ରୁ ଘ୯/୯ମିପର୍ଯ୍ୟନ୍ତ।ବାରବେଳା ଦିବା ଘ୨/୫୨ମି ରୁ ଘ୪/୧୭ମି ପର୍ଯ୍ୟନ୍ତ।କାଳରାତ୍ରି ଘ୧୦/ ୨୬ମି ରୁ […]

ଆଜିର ରାଶିଫଳ

ଫେବୃଆରୀମାସ ୧୦ତାରିଖ ୨୦୨୪ ମସିହା(ଶନି ବାର)ମାଘମାସ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୧/୧୫ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୦/୧୯,ଯୋଗିନୀ ପୁର୍ବେ ରାତ୍ରି ଘ୦୧/୧୫ ଗତେ ଉତ୍ତରେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,କାଳବେଳା -ଦିବା ଘ୦୭ /୪୬ ମଧ୍ୟେ ଓ ଦିବା ଘ୦୪/୧୬ ଗତେ ଘ୦୫/୪୦ ମଧ୍ୟେ,ବାରବେଳା – ଦିବା ଘ୦୧/୨୮ ଗତେ ଘ୦୨/ ୫୩ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୧୦/୨୧ ଗତେ ଘ ୦୧/୩୪ ମଧ୍ୟେ […]

ନୂଆଦାୟିତ୍ୱ ପାଇଲେ ସଂତୃପ୍ତ ମିଶ୍ର

ଭୁବନେଶ୍ୱର,୯ା୨(ଏସଏସନିଉଜ) ବିଜେଡିରେ ଯୋଗଦେଇଛନ୍ତି ଆଦିତ୍ୟବିର୍ଲା ଗ୍ରୁପର ପୂର୍ବତନ ମାନବସମ୍ବଳ ନିର୍ଦ୍ଦେଶକ ସଂତୃପ୍ତ ମିଶ୍ର। ଆଜି ନବୀନନିବାସ ଯାଇ ସେ ବିଜେଡିରେ ସାମିଲ ହୋଇଛନ୍ତି।ଦଳରେ ସାମିଲହେବାପରେ ତାଙ୍କୁ ବିଜେଡିର ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ମିଳିଛି । ବିଜେଡିରେ ମିଶିବା ପରେ ସଂତୃପ୍ତଙ୍କ ପ୍ରତିକ୍ରିୟାରେ କହଛନ୍ତି ଓଡ଼ିଶା ପାଇଁ କିଛି କରିବାର ସ୍ୱପ୍ନ ଥିଲା ।ଓଡ଼ିଶା ପାଇଁ କାମ କରିବା ଭାଗ୍ୟର କଥା ।ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ମୋ ପାଇଁ ପ୍ରେରଣା ଓ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆକୃଷ୍ଟ କରିଛି ବୋଲି […]

ଆଜିର ରାଶିଫଳ

ଫେବୃଆରୀମାସ୦୯ତାରିଖ୨୦୨୪ମସିହା(ଶୁକ୍ରବାର )ମାଘମାସ-କୃଷ୍ଣପକ୍ଷ,ତିଥି-ଚତୁର୍ଦ୍ଦଶୀ ଦିବାଘ୦୮ /୨୩ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୩/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୩୯/୪୯, ଯୋଗିନୀ ପଶ୍ଚିମେ ଦିବାଘ୦୮/୨୪ ଗତେ ଐଶାନ୍ୟେ, ସିଂହରାଶିର ଘାତଚନ୍ଦ୍ର, ଅମାବାସ୍ୟାର ସମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେହେବ,ବିଛା,ଧନୁ ଓ ମୀନ ରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୯/୦୯ଗତେ ଘ୧୧/୫୮ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୦୫ ମଧ୍ୟେ ଓ ଘ୦୯/୪୫ ଗତେ ଘ୦୯/୦୯ ମଧ୍ୟେ ଓ ଘ୦୧/୩୩ ଗତେ ଘ୦୩/୦୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୨୮ଗତେ ଘ୧୧/୧୬ ମଧ୍ୟେ,ବିରି ଦିବା ୦୮/୨୪ଗତେ ଓ […]

ବିଜେଡ଼ିକୁ ଟପିବ ବିଜେପି:-ସର୍ଭେ

ଭୁବନେଶ୍ୱର,୭।୨(ଏସଏସନିଉଜ)ଟାଇମ୍ସ ନାଓ ସର୍ଭେରେ ଓଡ଼ିଶାରେ ବିଜେଡିକୁ ଟପିବ ବିଜେପି ବୋଲି ଆକଳନ କରାଯାଇଛି।ଲୋକସଭାରେ ବିଜେଡିକୁ ୯ ଓ ବିଜେପିକୁ ୧୧ସିଟର ଆକଳନ କରାଯାଇଛି।କଂଗ୍ରେସର ସଫଳତା କେବଳ ଗୋଟିଏ ସିଟ୍‌ରେ ସୀମିତ ବୋଲି ଆକଳନରେ ଜଣାପଡିଛି। ଲୋକସଭାରେ ବିଜେଡିକୁ ୪୦.୪% ଓ ବିଜେପିକୁ ୪୪.୮% ଭୋଟ୍‌ ଓକଂଗ୍ରେସକୁ ୯.୬% ଓ ଅନ୍ୟାନ୍ୟ ଦଳକୁ ୫.୨% ଭୋଟ ସମ୍ଭାବନା ରହିଛି।ବିଧାନ ସଭାରେ ବିଜେଡ଼ି ଏକକ ବୃହତ୍ତମ ଓ ୨ୟରେ ରହିବ ବିଜେପି ବୋଲି ସର୍ଭେରୁ ଜଣାପଡିଛି।

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୮ତାରିଖ ଗୁରୁବାର। ରଟନ୍ତୀକାଳିକା (ତାରା)ପୂଜା, ଶରଣଆରମ୍ଭ, ଯମତର୍ପଣ,ଅଦ୍ୟ ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢ଼ାପରିକ୍ରମା।ସୁର୍ଯ୍ୟୋଦୟ- ଘ୬/୨୩/୨୪ ,ସୂର୍ଯ୍ୟାସ୍ତ- ଘ୫/୩୮/୩୦ ,ମାଘମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ତ୍ରୟୋଦଶୀ ଦିବା ଘ୧୧/୩୧ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ,ଦିବା ଘ୧୧/୩୧ମିପରେ ପଶ୍ଚିମଦିଗରେ।ରିକ୍ତାତିଥି,ରବିଯୁକ୍ତ,ମଙ୍ଗଳଯୁକ୍ତ ପାପଯୁକ୍ତ, ବ୍ୟତିପାତଯୋଗ,ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୧୦/୫୦ମି ମଧ୍ୟେ ଯାତ୍ରା ଶୁଭ। ଦକ୍ଷିଣଦିଗ,ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର– ତୁଳା ଓ କୁମ୍ଭରାଶିର ଏବଂ ଦିବାଘ୧୦/୫୦ମିପରେ ସିଂହରାଶିର ଘାତଚନ୍ଦ୍ର ,ଘାତବାର–ତୁଳା ଓ […]

ହାଇକୋର୍ଟରେ ବାଲିଘାଟ ମାମଲାର ଶୁଣାଣୀ ଶେଷ

ଭୁବନେଶ୍ୱର,୬ା୨(ଏସଏସନିଉଜ) ହାଇକୋର୍ଟରେ ବାଲିଘାଟ ମାମଲାର ଶୁଣାଣୀ ଶେଷ ହୋଇଛି ।ସକାଳ ୭ଟା ରୁ ରାତି ୯ଟା ଯାଏଁ ବାଲି ବୋଝେଇ ଗାଡ଼ି ଯା ଆସ କରିପାରିବ ନାହିାଁମେସିନ୍ ଦ୍ଵାରା ବାଲି ଖନନ ପ୍ରକ୍ରିୟା ହୋଇପାରିବ ନାହିାଁବାଲିଘାଟ ନିୟମ ଖୁଲାପକାରୀଙ୍କ ବିରୁଦ୍ଧରେ କଠୋର କାର‌୍ୟ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶାପ୍ରଦୂଷଣ ଓ ରାଜସ୍ବ ହାନି ରୋକିବା ନେଇ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ,ସେନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ସରକାର ।ଏହି ନିୟମ ଆସନ୍ତା କାଲିଠାରୁ କଡାକଡି […]

ଘେରିଗଲେ କୁକୁର ,ମୁକୁଳି ପାରିଲାନି ନାବାଳିକା

ଭୁବନେଶ୍ୱର,୭ା୨(ଏସଏସନିଉଜ) ଗୁଜରାଟର ସୁରତରେ ଘଟିଛି ଏକ ଅଭାବନୀୟ ଘଟଣା ।ଏକ ସୁତା କଳରେ ଶ୍ରମିକ ଭାବେ କାମ କରୁଥିବା ବାପାମାଆ ଘରୁ ପଳାଇଯିବାପରେ ଘରେ ୪ ବର୍ଷୀୟା ନାବାଳିକାଝିଅଟି ରହିଯାଇଥିଲା ।ଠିକଏହିସମୟରେ ୮ରୁ ୧୦ ବୁଲା କୁକୁର ଘେରି ଯାଇ ଝିଅଟିକୁ କଲବଲ କଲୋ ଉଦ୍ଧାର ପାଇଁ ଆର୍ତ୍ତ ଚିତ୍କାର କରୁଥିଲେ ମଧ୍ୟ ଝିଅଟିର କଥାକାହା ପାଖକୁ ୍ାଇପାରିନଥିଲା ଶେଷରେ ଝୁଣି ଝୁଣି ଝିଅଟିର ଜୀବନନେଇଯାଇଥିଲେ । ସନ୍ଧ୍ୟା ପରେ ବାପାମାଆ ଘରକୁ ଫେରି ଝିଅଟିକୁ ପାଖରେ […]

୯ ଘଣ୍ଟାପରେ ବୋରୱେଲରୁ ଉଦ୍ଧାରହେଲା ୨ବର୍ଷର ଶିଶୁ

ଭୁବନେଶ୍ୱର,୭ା୨(ଏସଏସନିଉଜ) ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କର ୯ ଘଣ୍ଟାର ପରିଶ୍ରମପରେ ବୋରୱେଲରୁ ଉଦ୍ଧାର ହୋଇଥିଲା ୨ବର୍ଷର ଶିଶୁାଏହିଭଳିଘଟଣା ଗୁଜୁରାଟଜାମନଗର ଜିଲ୍ଲାର ଲାଲପୁର ତାଲୁକା ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଘଟିଥିଲା ।ବାପାବୋଉଙ୍କ ସହ ମଧ୍ୟପ୍ରଦେଶରୁ ଛୋଟ୨ବର୍ଷର ପୁଅରାଜୁକୁସାଙ୍ଗରେ ନେଇ ଲାଲପୁର ତାଲୁକା ଅଞ୍ଚଳକୁ ଆସି ଶ୍ରମିକଭାବେ କାମ କରୁଥିଲେ ।ସନ୍ଧ୍ୟା ସମୟରେ ପୁଅଟିଖେଳୁଥିବାବେଳେ ବୋରୱେଲରେ ପଡ଼ିଯାଇଥିଲା । ଖବରପାଇ ସ୍ଥାନୀୟ ପ୍ରସାଶନର ନିର୍ଦ୍ଦେଶକ୍ରମେ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଆସି ଦୀର୍ଘ ୯ ଘଣ୍ଟା ଧରି ଉଦ୍ଧାରକାର୍ୟ୍ୟ  ଜାରି […]

ଆରମ୍ଭ ହେଲା ପ୍ରେମ ସପ୍ତାହ

ଭୁବନେଶ୍ୱର,୭ା୨(ଏସଏସନିଉଜ) ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ ଓ୍ବିକ୍। ଫେବୃଆରୀ ୭ରୁ ଆରମ୍ଭ ହୋଇ ୧୪ ଯାଏ ପ୍ରେମୀଯୁଗଳମାନେ ଏହି ସପ୍ତାହକୁ ପାଳନ କରିବେ । ପ୍ରେମିଯୁଗଳମାନେ ପ୍ରଥମ ଦିବସକୁ ରୋଜଡେ’ ଭାବେ ପାଳନ କରିଥାନ୍ତି। ଏହାକୁ ପାଳନକରିବା ପଛରେ ରହିଛି ଏକ ଇତିହାସ। ମୋଗଲର ବେଗମଙ୍କୁ ଲାଲ ଗୋଲାପ ବହୁତ ପସନ୍ଦ ଥିଲା। ଆଉ ତାଙ୍କୁ ଖୁସି କରିବା ପାଇଁ ତାଙ୍କ ପତି ପ୍ରତିଦିନ ମହଲକୁ ଲାଲ ଗୋଲାପ ପଠାଇଥାନ୍ତି। ଆଉ ନିଜର ପ୍ରେମକୁ ଗୋଲାପ ମାଧ୍ୟମରେ ସେ […]