Browsing yearly archive

2024

ନୂଆ ରେଳ ଓଭରବ୍ରିଜକୁ ଉଦ୍‌ଘାଟନ କଲେ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ)କଟକ ଓ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ସହ ଉପୁଜୁଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ନିର୍ମିତ ନୂଆ ରେଲୱେ ଓଭର ବ୍ରିଜକୁ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅପରାହରେ ଉଦ୍‌ଘାଟନ କରିଛନ୍ତି । ୬୦ କୋଟି ୯୩ ଲକ୍ଷ ୬୫ ହଜାର ବ୍ୟୟରେ ନିର୍ମିତ ଏହି ସେତୁ କଟକ ସହର ଓ ଜଗତସିଂହପୁର ଜିଲ୍ଲା ମଧ୍ୟରେ ଯାତାୟତ ସମୟକୁ କମ୍ କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣରେ […]

ହନୁମାନ ମୁର୍ତିଭାଙ୍ଗି ନେଇଗଲେ ରୁପାଆଭୁଷଣ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ)ବଡ଼ବିଲରେ ହନୁମାନ ମୂର୍ତ୍ତିଭଙ୍ଗାକୁ ନେଇ ଉତ୍ତେଜନାଦେଖାଦେଇଛି ।ବଡବିଲ ନ୍ୟୁ ମାର୍କେଟରେ ହନୁମାନ ମୂର୍ତ୍ତିଭଙ୍ଗାକୁ ନେଇ ଉତ୍ତେଜନା ଦେଖାଦେବାରୁ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି ।ରାତିରେ କେହି ଦୁର୍ବୃତ୍ତ ହନୁମାନ ମୂର୍ତ୍ତି ଭାଙ୍ଗି ରୂପା ଆଭୂଷଣ ନେଇଯାଇଥିବାର ଅଭିଯୋଗ ହୋଇଛିାଜୟ ହନୁମାନ ଯୁବକ ଆଖଡ଼ା ଦ୍ଵାରା ସ୍ଥାପିତ ହୋଇଥିଲା ହନୁମାନ ମୂର୍ତ୍ତିା

ଆଜିର ରାଶିଫଳ

ଡିସେମ୍ବରମାସ ୨୪ତାରିଖ ୨୦୨୪ମସିହା (ମଙ୍ଗଳବାର)ପୌଷମାସ- କୃଷ୍ଣପକ୍ଷ ,ତିଥି- ନବମୀ ରାତ୍ରି ଘ ୦୭/୪୦ଗତେ ଦଶମୀ ,ନକ୍ଷତ୍ର- ହସ୍ତା ଦିବା ଘ୧୧/୫୨ ଗତେ ଚିତ୍ରା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୨୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୧୦ ,ଯୋଗିନୀ ପୂର୍ବେ ରାତ୍ରି ଘ୦୭/୪୧ଗତେ ଉତ୍ତରେ ,ନବମୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବୃଷରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୧/୦୮ ଗତେ ଘ୦୨/୩୧ ମଧ୍ୟେ ,ବାରବେଳା – ଦିବା ଘ୦୭/୪୩ ଗତେ ଘ୦୯/୦୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୦ମଧ୍ୟେ ଓ ଘ୦୯/୦୫ […]

ଆଜିର ରାଶିଫଳ

ଡିସେମ୍ବରମାସ ୨୩ତାରିଖ ୨୦୨୪ମସିହା (ସୋମବାର)ପୌଷମାସ- କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ଦିବା ଘ ୦୪/୫୭ ଗତେ ନବମୀ,ନକ୍ଷତ୍ର- ଉତ୍ତରା ଫା ଦିବା ଘ ୦୪୨ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୧/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୧୦/୩୦, ଯୋଗିନୀ ଐଶାନ୍ୟେ ଦିବା ଘ୦୪/୫୭ ଗତେପୂର୍ବେ ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ବୃଷରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୪୦ ଗତେ ଘ୦୯/୦୬ ମଧ୍ୟେ,ବାରବେଳା – ଦିବା ଘ୦୨/୩୦ ଗତେ ଘ୦୩/୫୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୩୯ ମଧ୍ୟେ ଓ ଘ୦୯/୩୬ ଗତେ ଘ୧୨/୫୯ ମଧ୍ୟେ ଓ […]

ଥରିବ ଓଡିଶା!

ଭୁବନେଶ୍ବର,୨୨/୧୨(ଏସଏସନିଉଜ) ଲଘୁଚାପ ପ୍ରଭାବରେ ରାଜ୍ୟରେ ଦୁଇଦିନର ଲଗାଣ ବର୍ଷା ପରେ ଆଜି କେତେକ ସ୍ଥାନରେ ପାଗରେ ସ୍ବାଭାବିକ ଦେଖିବାକୁ ମିଳିଛି ।ଲଘୁଚାପ ଜନିତ ବର୍ଷା ଆଜିଠୁ ବର୍ଷା କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଏଥିସହିତ ରାଜ୍ୟରେ ଶୀତ ବଢିବା ସହିତ ଚାରିଆଡେ ଘନ କୁହୁଡି ଆଚ୍ଛାଦିତ ହେବ ।ଏଥିପାଇଁ ଆଗାମୀ ୨୪ଘଣ୍ଟା ପାଇଁ କୋରାପୁଟ,କନ୍ଧମାଳ, ରାୟଗଡା, କଳାହାଣ୍ଡି, କେନ୍ଦୁଝର ଏବଂ ଝାରସୁଗୁଡା ଆଦି ୬ ଜିଲ୍ଲାକୁ ୟେଲୋଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଦକ୍ଷିଣ […]

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର

ଭୁବନେଶ୍ବର,୨୨/୧୨(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଗି ଆବେଦନ ଆରମ୍ଭ ହୋଇଛି । ଏଥିରେ ୭ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ । ଜିଲ୍ଲା ଓ ବ୍ଲକ ସମେତ ଶିକ୍ଷଣ ପ୍ରତିଷ୍ଠାନ, ଶିକ୍ଷକ, ଅଧିକାରୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପୁରସ୍କାର ନିମନ୍ତେ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଅନ୍‍ଲାଇନ୍‍ ଜରିଆରେ ଆବେଦନ ଗ୍ରହଣ କରାଯିବ । msp.odisha.gov.in ପୋର୍ଟାଲରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ କରିପାରିବେ ।

ନୂଆବର୍ଷରୁ ମହାପ୍ରଭୁଙ୍କ ଧାଡି ଦର୍ଶନ

ଭୁବନେଶ୍ବର,୨୨/୧୨(ଏସଏସନିଉଜ)ଜାନୁଆରୀ ୧ ତାରିଖରୁ ଆରମ୍ଭହେବ ମହାପ୍ରଭୁଙ୍କ ଧାଡିଦର୍ଶନ। ଏଥିପାଇଁ ଡିସେମ୍ବର ୩୦ ଓ ୩୧ ତାରିଖରେ ଟ୍ରାଏଲ କରାଯିବ ବୋଲି ସୂଚନାଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ହୋଇଯିବ । ଶନିବାର ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିଛନ୍ତି ଆଇନମନ୍ତ୍ରୀ। କାମ ସନ୍ତୋଷ ଜନକ ଭାବେ ଚାଲିଛି। ପରୀକ୍ଷା ମୂଳକଭାବେ ଡିସେମ୍ବର ୩୦ ଓ ୩୧ତାରିଖରେ ଧାଡି ଦର୍ଶନହେବ ।ଜାନୁଆରର ୧ତାରିଖରୁ ନିୟମିତ ଦର୍ଶନ ପ୍ରକ୍ରିୟାକୁ ଆସିବ ।ସାତପାହାଚ […]

ଆଉ ନାହାନ୍ତି ଭୁବନେଶ୍ବରମଧ୍ୟ ପୂର୍ବତନବିଧାୟକ

ଭୁବନେଶ୍ବର,୨୨/୧୨(ଏସଏସନିଉଜ)ଭୁବନେଶ୍ବର-ମଧ୍ୟର ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତିଙ୍କର ଆଜି ନିଧନ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା।ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା।ସେ ଭୁବନେଶ୍ବର-ମଧ୍ୟ ଆସନରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ପ୍ରଥମଥର ୨୦୦୯ ଓ ପରେ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ।ସେ ୧୯୬୪ ମସିହା ଅକ୍ଟୋବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଅକାଳ ବିୟୋଗରେ ରାଜନୈତିକ […]

ସିରିଜ ମନ୍ଦିର ଚୋରି ଘଟଣା

ରମ୍ଭା,୨୧ା୧୨(ଏସଏସନିଉଜ)ସିରିଜ ମନ୍ଦିର ଚୋରି ଘଟଣାରେ ରମ୍ଭା ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ରମ୍ଭା ଥାନା ଅଞ୍ଚଳରେ ହୋଇଥିବା ସିରିଜ ମନ୍ଦିର ଚୋରି ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସତ୍ୟବ୍ରତ ଭୂତିଆ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ୫ଟି ଆଇରନ ରୋଡ଼, ହାତୁଡ଼ି ,ନଗଦ ୧୨୫୦ଟଙ୍କା ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରମ୍ଭା ଥାନା ଅଞ୍ଚଳର […]

ଆଜିର ରାଶିଫଳ

ଡିସେମ୍ବରମାସ ୨୨ତାରିଖ ୨୦୨୪ମସିହା (ରବିବାର)ପୌଷମାସ- କୃଷ୍ଣପକ୍ଷ ,ତିଥି- ସପ୍ତମୀ ଦିବାଘ ୦୨/୨୩ଗତେ ଅଷ୍ଟମୀ ,ନକ୍ଷତ୍ର- ପୂର୍ବା ଫା ଦିବାଘ ୦୬/୪୯ଗତେ ଉତ୍ତରଫା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୧/୨୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୫୦ ,ଯୋଗିନୀ ବାୟବ୍ୟେ ଦିବା ଘ୦୨/୨୩ଗତେ ଐଶାନ୍ୟେ , ସପ୍ତମୀର ଏକୋଦିଷ୍ଟଶ୍ରାଦ୍ଧ ,ବୃଷରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୨୫ଗତେ ଘ୦୧/୦୮ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୦ଗତେ ଘ୦୯/୩୩ମଧ୍ୟେ ଓ ଘ୦୧/୦୯ ଗତେ ଘ୦୩/୫୯ମଧ୍ୟେ ଓ ରାତ୍ରି ଘ୦୭/୩୫ଗତେ ଘ୦୯/୧୨ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା […]